ଦଶମ ଶ୍ରେଣୀର ପୁଅ ନିଜର ବିଧବା ଶିକ୍ଷୟିତ୍ରୀ ଙ୍କ ସହିତ ଘଟାଇଲେ ଏମିତି କାଣ୍ଡ ଯିଏ ମଧ୍ୟ ଶୁଣିବ ମୁଣ୍ଡରେ ହାତ ଦେଇଦେବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦଶମ ଶ୍ରେଣୀର ପୁଅ ନିଜର ବିଧବା ଶିକ୍ଷୟିତ୍ରୀ ଙ୍କ ସହିତ ଘଟାଇଲେ ଏମିତି କାଣ୍ଡ ଯିଏ ମଧ୍ୟ ଶୁଣିବ ମୁଣ୍ଡରେ ହାତ ଦେଇଦେବ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆମ ଆଖପାଖରେ ଏଭଳି ସବୁ ଘଟଣାମାନ ଘଟିଯାଉଛି ଯେ ଯାହାକୁ ଆପଣମାନେ ବୋଧହୁଏ କୌଣସି ସିନେମାରେ ହିଁ ଦେଖୁଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ସେହି ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲିର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁରେ ଏମିକି କିଛି କାମ କରିଦିଅନ୍ତି। 

 

ଯେଉଁଥି ପାଇଁ କି ତାଙ୍କୁ ଲୋକ ଲଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅପଶବ୍ଦ ସହିବାକୁ ପଡ଼ିଥାଏ ଜୀବନସାରା ପାଇଁ । ଆଜିର ଯୁବପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କଳଙ୍କିତ କରି ସାରିଲେଣି । ପ୍ରେମ ନିଶାରେ ଭଲ-ମନ୍ଦ ସବୁ ଭୁଲି ଯାଉଛନ୍ତି । ତେବେ ପିତା ମାତାଙ୍କ ପରେ ଗୁରୁମାନଙ୍କୁ ହିଁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ସେଥିପାଇଁ ତୋ ସମସ୍ତ ଗୁରୁଙ୍କୁ ଛାତ୍ର ଛାତ୍ରୀ ମାନେ ପୂଜା କରିଥାନ୍ତି ସମ୍ମାନ ଦେଇଥାନ୍ତି । ଗୁରୁଙ୍କୁ ସାକ୍ଷାତ ଭଗବାନ ଙ୍କ ସହ ତୁଳନା କରା ଯାଇଥାଏ । ହେଲେ ଗୁରୁ ଶିଷ୍ୟର ଏହି ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେବା ଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ରାୟଗଡ଼ା ଜିଲ୍ଲାରେ ଥିବା ଖରସିୟା ଅଞ୍ଚଳରେ । 

 

ତେବେ ସୂଚନା ମୁତାବକ ସେଠାରେ ଥିବା ଏକ ହାୟର ସେକେଣ୍ଡାରୀ ସ୍କୁଲରେ ଦମ୍ପତି ଦୁଇ ଜଣ ଅଧ୍ୟାପକ ଥିଲେ । ହେଲେ କୌଣସି କାରଣ ବଶତଃ ମହିଳା ଶିକ୍ଷୟତ୍ରୀଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଗଲା । ଆଉ ସ୍ଵାମୀଙ୍କ ମୃତ୍ୟୁ ହେବାର ବେଶ୍ କିଛି ଦିନ ପରେ ସେହି ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ର ଉକ୍ତ ମହିଳା ଶିକ୍ଷୟତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ପ୍ରେମ ନିବେଦନ କଲା । ଏନେଇ ମହିଳା ଶିକ୍ଷୟତ୍ରୀ ଜଣକ ଶିକ୍ଷ୍ୟା ସମିତିରେ ଅଭିଯୋଗ ମଧ୍ୟ କରିଥିଲେ । ସମସ୍ତେ ଛାତ୍ରଟିକୁ ସେପରି ଘୃଣ୍ୟ କାର୍ଯ୍ୟ ନକରିବାକୁ ବୁଝାସୁଝା କରିଥିଲେ । 

 

ହେଲେ ସେଥିରୁ କିଛି ହେଲେ ସୁଫଳ ମିଳିଲା ନାହିଁ । ପରେ ଛାତ୍ର ଜଣକ ଉକ୍ତ ଶିକ୍ଷୟତ୍ରୀ ତାକୁ ବିବାହ ନକଲେ ସ୍କୁଲରୁ ଅପହରଣ କରିନେବ ବୋଲି ଧମକ ଦେବା ସହିତ ବିଦ୍ୟାଳୟ କାନ୍ଥରେ ଶିକ୍ଷୟତ୍ରୀଙ୍କ ନାମରେ ବିଭିନ୍ନ ଅଶ୍ଳୀଳ କଥା ଲେଖିବା ଆରମ୍ଭ କରିଦେଲା । ଏସବୁ ସହ୍ୟ ନକରିପାରି ସେଠାରୁ ଟ୍ରାନ୍ସଫର୍ କରାଇଦେବା ପାଇଁ ଶିକ୍ଷ୍ୟା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏବଂ ଶିକ୍ଷ୍ୟା ଅଧିକାରୀ ମଧ୍ୟ ଜଲ୍ଦୀ ଟ୍ରାନ୍ସଫର୍ କରାଇଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *