ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ସରକାରଙ୍କ ନୂଆ ଯୋଜନା, ପ୍ରତି ମାସରେ ଦେବେ ୫୦୦୦ ଟଙ୍କା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦେଶ ର ଉନ୍ନତି ପାଇଁ ସରକାର ଅନେକ ଯୋଜନା ମାନ ସାମ୍ନା କୁ ଆଣିଛନ୍ତି । ଦେଶ ର ସମସ୍ତ ବିଭାଗ ପାଇଁ କେନ୍ଦ୍ର ସରକାର ଆବେ ଅନେକ ସ୍ୱତନ୍ତ୍ର ଯୋଜନା ଚାଲିଛି । ଏହି ଯେଉଁଥିରେ ଆପଣ ମାସିକ ୫୦୦୦ ଟଙ୍କା ପାଇପରିବାର ସୁବିଧା ରହିଛି । ତେବେ ଯଦି ଆପଣ ବିବାହିତ ତେବେ ଆପଣ ଏହାକୁ ଦ୍ୱିଗୁଣିତ କରିପାରିବେ ଅର୍ଥାତ୍ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କରି ପାରିବେ । ଆଉ ଏହି ଟଙ୍କାକୁ ଆପଣ ପ୍ରତ୍ୟେକ ମାସରେ ଆପଣଙ୍କ ଆକାଉଣ୍ଟ ରେ ଜମା ପାଇବେ ।ଆଉ ସରକାରଙ୍କର ଏହି ଯୋଜନା ର ନାମ ହେଉଛି ଅଟଳ ପେନସନ ଯୋଜନା ।ଏଥି ରେ ଆପଣଙ୍କୁ ପ୍ରତି ମାସରେ ପେନସନ ଆକାର ରେ ପଇସା ପାଇବାର ସୁବିଧା ରହିଛି । ଏହି ଯୋଜନା ଦ୍ୱାରା ଉଭୟ ସ୍ୱାମୀ-ସ୍ତ୍ରୀ ରୋଜଗାର କରିପାରିପରିବାର ସୁବିଧା ରହିଛି ।
ଅଟଳ ପେନସନ ଯୋଜନା ମୋଦୀ ସରକାର ଙ୍କ ଦ୍ଵାରା ଏକ ଲୋକପ୍ରିୟ ଯୋଜନା ଅଟେ । ଯେଉଁଥିରେ ନାଗରିକ ମାନଙ୍କୁ ପ୍ରତିମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରାଯିବାର ସୁବିଧା ରହିଛି । ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନା ରେ ଆବେଦନ କରିବେ ତାହାଲେ ସେମାନେ ୧୦୦୦୦ ଟଙ୍କା ଲାଭ ଉଥାଇ ପରିବେ । ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ କ ଅନୁସାରେ ଏହି ଯୋଜନା ଅଧୀନ ରେ ଉଭୟ ସ୍ୱାମୀ-ସ୍ତ୍ରୀ ୫୦୦୦ ପେନ୍ସନ୍ ଆବେଦନ କରିପାରିବେ ।
ଏହି ଯୋଜନା ରେ ନାଗରିକ ମାନଙ୍କୁ ପ୍ରତି ମାସରେ ପ୍ରିମିୟମ ରାଶି ଦେବାକୁ ପଡିବ ଆଉ ଆବେଦନକାରୀ ଙ୍କୁ ୧୮ ବର୍ଷ ବୟସ ହୋଇଥିବା ଦରକାର । ତେବେ ତାଙ୍କୁ ପ୍ରତି ମାସ ରେ ୨୧୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ ବୋଲି କୁହା ଯାଇଛି ଆଉ ପ୍ରତି ତିନି ମାସରେ ସମାନ ଟଙ୍କା ଦିଆଯିବ ବୋଲି ଶୁଣିବା କୁ ମିଳିଛି ୬୬୨ ଟଙ୍କା ର ପେନସନ ଟି ଛଅ ମାସ ମଧ୍ୟରେ ୧୨୩୬ ଟଙ୍କା ଦେବାକୁ ପଡିବ । ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ପାଇବାକୁ ହେଲେ ୧୮ ବର୍ଷ ବୟସରେ କେବଳ ୪୨ ଟଙ୍କା ଦେବାକୁ ପଡିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।