ଦୀର୍ଘ ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଏକ ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂ-ଘ-ର୍ଷ ପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ସାରା ବିଶ୍ୱ ଏହି ସଂ-ଘ-ର୍ଷ ପୂର୍ଣ୍ଣ ମ୍ୟାଚ୍ କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।ଏହି ସମୟରେ ସାମ୍ନାକୁ ଆସିଯାଇଛି ପାକିସ୍ତାନର ପ୍ଲେଇଁ ଇଲେଭେନ ।
ପାକିସ୍ତାନର ଏହି ପ୍ଲେଇଁ ଇଲେଭେନ ମଧ୍ୟରେ ୩ଟି ଅଲ ରାଉଣ୍ଡର ଏବଂ ୪ଟି ଫାଷ୍ଟ ବୋଲର ଙ୍କୁ ସ୍ଥାନ ମିଳିଛି। ଅର୍ଥାତ କହିବାକୁ ଗଲେ ମୋଟ ଉପରେ ୭ଜଣ ବୋଲର ଙ୍କୁ ଟିମ୍ ରେ ସ୍ଥାନ ମିଳିଛି। ମାତ୍ର ପାକିସ୍ତାନ ପାଇଁ ଦୁଃ-ଖ ର ବିଷୟ ଏହା ଯେ ବିଶ୍ୱକପରେ ଟିମ ଇଣ୍ଡିଆକୁ ଆଜି ଯାଏ ହରାଇ ପାରିନାହିଁ ପାକିସ୍ତାନ । ତେବେ ଏପରି କ୍ଷେ-ତ୍ର ରେ ପାକିସ୍ତାନ ଦଳ ର ଅଧିନାୟକ ବାବର ଆଜମ ଟିମ୍ ଇଣ୍ଡିଆ ଠାରୁ ଜିତିବା ପାଇଁ ନିଜର ସମ୍ପୂର୍ଣ ଜୋ-ର ଲଗାଇବେ ।
ବନ୍ଧୁଗଣ ସୂତ୍ର ରୁ ଯାହା ଜଣା ପଡ଼ିଛି ଯେ ପାକିସ୍ତାନ ଟିମ୍ ର ୧୧ ଜଣ ଖେଳାଳି ଙ୍କ ମଧ୍ୟରେ ବାବର ଆଜମ , ଶୋଏବ ମାଲିକ, ମହମ୍ମଦ ହାଫିଜ, ମହମ୍ମଦ ରିଜବାନ, ଫକାର ଜମାନା ଆଉ ଆସିଫ ଅଲି ଙ୍କୁ ମିଳିପାରେ ସୁଯୋଗ । ଏମାନଙ୍କ ମଧ୍ୟରୁ ଶୋଏବ ମାଲିକ ଏବଂ ମହମ୍ମଦ ହାଫିଜ ବୋ-ଲିଂ ମଧ୍ୟ କରନ୍ତି। ଏହା ମଧ୍ୟ ଜଣା ପଡ଼ିଛି ଶାଦାଵ ଖାନ ଏବଂ ଇମାଦ ୱାସିମ ଟିମ୍ ରେ ଅଲ୍ ରାଉଣ୍ଡର ଭାବେ ସ୍ଥାନ ପାଇ ପାରନ୍ତି । ଦ୍ରୁ-ତ ବୋଲର ଭାବେ ଶାହୀନ ଶାହ ଆଫ୍ରିଦି, ହାରିସ ରଫ, ଆଉ ହସନ ଅଲି ଖେଳି ପାରନ୍ତି । ପାକିସ୍ତାନ ଟିମ୍ ରେ ଅନେକ ଭଲ ଭଲ ବୋଲର ମାନେ ରହିଛନ୍ତି ।
ତେବେ ଆସନ୍ତୁ ଜାଣି ନେବା ସେହି ୧୧ ଜଣ ଖେଳାଳି ଙ୍କ ନାମ ଯେଉଁ ମାନେ ପାକିସ୍ତାନ ଟିମ୍ ପକ୍ଷ ରୁ ଖେଳିବାକୁ ଯାଉଛନ୍ତି ।ପାକିସ୍ତାନ ଟିମ୍ ପକ୍ଷ ରୁ ଖେଳିବାକୁ ଯାଉଥିବା ୧୧ ଜଣ ଖେଳାଳି ଙ୍କ ନାମ ହେଉଛି ; ବାବର ଆଜମ, ମହମ୍ମଦ ରିଜବାନ, ଫକାର ଜମାନ, ମହମ୍ମଦ ହାଫିଜ, ଶୋଏବ ମାଲିକ, ଆସିଫ ଅଲି, ଶାଦାଵ ଖାନ, ଇମାଦ ୱାସିମ, ଶାହୀନ ଶାହ ଆଫ୍ରିଦି, ହସନ ଏବଂ ହାରିସ ରଫ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।