ସରକାର ପଠେଇଲେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ 5 ହଜାର ଲେଖା ଟଙ୍କା । ଜାଣନ୍ତୁ କେଉଁ ସବୁ ଆକାଉଣ୍ଟ କୁ ଆସିଲା 5 ହଜାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦିଲ୍ଲୀ ସରକାର ଗତ କିଛି ଦିନ ପୂର୍ବରୁ ନିଷ୍ପତି ନେଇଛନ୍ତି । ଜଣାଇ ରଖୁଛୁ ଯେ ,ଦିଲ୍ଲୀ ରେ ଗତ ମାସ ରେ କେଜ୍ରିୱାଲ ସରକାର ପ୍ରାୟ ୪୦ ହଜାର ଶ୍ରମିକ ମାନଙ୍କ ଆକାଉଣ୍ଟରେ ପ୍ରାୟ ୫ ହଜାର ଟଙ୍କା ରଖିଥିଲେ । ତେବେ ଏହି ମାସ ରେ ପୁଣି ଶ୍ରମିକ ମାନଙ୍କ ଆକାଉଣ୍ଟ କୁ ୫ ହଜାର ଟଙ୍କା ପଠା ଯିବ ବୋଲି ନିଷ୍ପତି ନିଆ ଯାଇଛି । 

 

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଏକ ଟ୍ୱିଟ୍ ମାଧ୍ୟମ ରେ ଏହି ସୂଚନା ଦେଇଛନ୍ତି ।ଯେଉଁମାନେ ସେମାନଙ୍କର ପଞ୍ଜୀକରଣ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ କରିଛନ୍ତି , ସରକାର କେବଳ ସେହି ମାନଂକ ଆକାଉଣ୍ଟ କୁ ଟଙ୍କା ପଠାଉଛନ୍ତି । ତେବେ ଏଥିରେ ବର୍ତ୍ତମାନ ପଞ୍ଜୀକରଣ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ମଧ୍ୟ କରା ଯାଇଛି ।

 

ତେବେ ଯେଉଁ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ ରେଜିଷ୍ଟ୍ରେସନ କରିନାହାନ୍ତି ,ସେମାନେ ଏହି ଯୋଜନା ର ଲାଭ ଉଠାଇ ପାରିବେ ନାହିଁ । ତେବେ ଆକଳନ ଅନୁସାରେ ପାଖାପାଖି ୨୩,୨୫୬ ନିର୍ମାଣ ଶ୍ରମିକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫-୫ ହଜାର ଟଙ୍କା ପଠା ଯାଇଛି। 

 

 ଗତ ବର୍ଷ ପ୍ରଦୂଷଣ କାରଣରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ ଉଦ୍ଦେଶ୍ୟରେ କେଜ୍ରିୱାଲ ସରକାର ସହାୟତା ରାଶି ପ୍ରଦାନ କରିଛନ୍ତି ।ତେବେ ନିକଟରେ ଦିଲ୍ଲୀ କେଜରିୱାଲ ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଏହି ଯୋଜନା ଆଣିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *