ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବେକାର ଯୁବକଙ୍କୁ ମାସକୁ ୭,୫୦୦ଟଙ୍କା ଦେବେ ସରକାର । କିପରି ଆବେଦନ କରିବେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ,ସରକାର ଙ୍କ ଦ୍ଵାରା ଅନେକ ଗୁଡ଼ିଏ ଯୋଜନା ପରିଚାଳିତ ହେଉଛି । ଦର୍ଶକ ବନ୍ଧୁ ସରକାର ଙ୍କ ଦ୍ଵାରା ଏପରି ଏକ ଯୋଜନା ଆସିଛି ଯେଉଁଥିରେ ବେକାର ଯୁବକ ମାନଙ୍କୁ ୭,୫୦୦ଟଙ୍କା ମିଳିବ।ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଦିଲ୍ଲୀ ସରକାର ବେରୋଜଗାରୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବେକାରୀ ଭତ୍ତା ଦେଉଛନ୍ତି ।
ତେବେ ଯେଉଁ ମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଛନ୍ତି ସେହି ମାନଙ୍କୁ ଏହି ଭତ୍ତା ଦିଆ ଯାଉଛି । ତେବେ ଏହି ଯୋଜନା ରେ ବେକାର ଯୁବକମାନଙ୍କୁ ଚାକିରୀ ନହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଇଥାଏ। ତେବେ ବର୍ତ୍ତମାନ ଦେଶ ରେ ଅନେକ ରାଜ୍ୟ ରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
ଚାଲନ୍ତୁ ଜାଣିବା ଏହାର ପଞ୍ଜୀକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା…
ତେବେ ଯେଉଁ ମାନେ ଏହି ଯୋଜନା ର ଲାଭ ଉଠାଇବାକୁ ଚାହୁଁ ଥିବେ ସେମାନଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ତେବେ ଏଥିପାଇଁ ଆଧାର କାର୍ଡ, ପାନ୍ କାର୍ଡ, ଆବାସିକ ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ସ୍ନାତକ କିମ୍ବା ପୋଷ୍ଟ ଗ୍ରାଜୁଏଟର ମାର୍କ ସିଟ୍, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ରହିବା ହିଁ ବାଧ୍ୟତାମୂଳକ ଅଟେ । ତେବେ ଏହି ଯୋଜନା ରେ ଆବେଦନ କରିବାକୁ ଚାହୁଁ ଥିଲେ ଦିଲ୍ଲୀ ସରକାରଙ୍କ ପୋର୍ଟାଲ https://jobs.delhi.gov.in/ କୁ ଯାଇ ଆବେଦନ କରନ୍ତୁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।