ପାଉଁଜି ଏବଂ ଝୁଣ୍ଟିଆ କୁ ଏପରି ପିନ୍ଧିଲେ ସ୍ବାମୀ ଙ୍କ ଜୀବନ ରେ ମାଡି ଆସେ ବିପଦ – ଏବେ ହିଁ ଜାଣନ୍ତୁ ।

 

 

ବନ୍ଧୁଗଣ ଭୁଲ ରେ ମଧ୍ୟ ଏମିତି ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧନ୍ତୁ ନାହିଁ ଯେଉଁଭଳି ପାଉଁଜି ବା ଝୁଣ୍ଟିଆ ବିପଦ କୁ ଟାଣି ଆଣିଥାଏ । ଜ୍ୟୋତିଷ ଶାସ୍ତ୍ର ରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିବାର କିଛି ନିୟମ ଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପାଦ ରେ କିପରି ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିବା ଦ୍ଵାରା କଣ ଲାଭ ବା କଣ କ୍ଷତି ହୋଇଥାଏ ।

 

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ନିଜର ପିନ୍ଧୁଥିବା ପାଉଁଜି ଏବଂ ଝୁଣ୍ଟିଆ  କୁ କୌଣସି ଚିହ୍ନା ବା ଅଚିହ୍ନା ମହିଳା ଙ୍କୁ ପିନ୍ଧିବାକୁ ଦେବା ଅନୁଚିତ୍ ବୋଲି କୁହା ଯାଇଛି। କାରଣ ଏପରି କରିବା ଦ୍ୱାରା ସ୍ବାମୀ ସ୍ବାସ୍ଥ୍ୟ ତଥା ଆୟୁଷ ଉପରେ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଗୃହ କୁ କଳହ , ଦୁର୍ଦ୍ଦଶା ର ଆମନ୍ତ୍ରଣ ହୋଇଥାଏ ।

 

ବନ୍ଧୁଗଣ ଏହା କୁହା ଯାଏ କି ମହିଳା ମାନେ ପିନ୍ଧୁ ଥିବା ପାଉଁଜି ରୁ ଯଦି ଶବ୍ଦ ନ ବାହାରେ ତାହେଲେ ଏହା ଅଶୁଭ ହୋଇଥାଏ । ଯଦି କୌଣସି ପାଉଁଜି ରୁ ଘୁଙ୍ଗୁର ଖସି ଯାଇଥାଏ ତାହେଲେ ତାହାକୁ ଶୀଘ୍ର ବଦଳାଇବା ଦରକାର । ପାଉଁଜି ଏବଂ ଝୁଣ୍ଟିଆ ଫାଟିବା ବା ଛିଣ୍ଡିବା ନକରାତ୍ମକ ଶକ୍ତି କୁ ବୃଦ୍ଧି କରିଥାଏ ।

 

ପାଦ ରେ ପାଉଁଜି ଏବଂ ଝୁଣ୍ଟିଆ  ପିନ୍ଧିବା ଦ୍ଵାରା ମହିଳା ମାନଙ୍କ ସୁନ୍ଦରତା ଆହୁରି ଆକର୍ଷକ ହୋଇଥାଏ । ପାଦ ରେ ପାଉଁଜି ଏବଂ ଝୁଣ୍ଟିଆ  ପିନ୍ଧିବା ଦ୍ଵାରା ଦେହ ର ହାଡ ଏମିତିକି ଗର୍ଭାଶୟ ମଧ୍ୟ ମଜବୁତ୍ ହୋଇଥାଏ । ମନେ ରଖନ୍ତୁ ରୂପା ର ପାଉଁଜି ଏବଂ ଝୁଣ୍ଟିଆ ସବୁଠାରୁ ଭଲ ହୋଇଥାଏ । ଏଥିପାଇଁ ରୂପା ର ପାଉଁଜି ଏବଂ ଝୁଣ୍ଟିଆ  ପିନ୍ଧନ୍ତୁ ।

 

ଝୁଣ୍ଟିଆ କୁ ପାଦ ର ଦ୍ଵିତୀୟ ଆଙ୍ଗୁଳି ରେ ପିନ୍ଧିଲେ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ପାଉଁଜି ଏବଂ ଝୁଣ୍ଟିଆ କୁ ସୁନା ର ପିନ୍ଧିବା ଅନୁଚିତ୍ । ହିନ୍ଦୁ ଧର୍ମ ରେ ମାନ୍ୟତା ଅଛି କି ମହିଳା ମାନେ ପାଦ ରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ବହୁତ୍ ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ପାଉଁଜି ର ଧ୍ଵନୀ ରେ ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ ଏବଂ ସକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ । ମହିଳା ମାନେ ପାଦ କୁ କେବେ ବି ଖାଲି ରଖନ୍ତୁ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *