ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତକୁ ଘେରୁଛି ଚୀନ,ଆସନ୍ତୁ ଜାଣିବା ଦେଶ ବାହାରେ ଥିବା ସାମରିକ ଘାଟି ସଂପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବିଦେଶର ମାଟିରେ ହେଇଚି ସାମରିକ ଘାଟି, ଆଉ ସେଠାରେ ଘାଟି କରିବାର ପ୍ରକୁତ ଉଦ୍ଦେଶ୍ୟ ହେଉଛି ସୈନ୍ୟଙ୍କ ଗତି ବିଧି ସହିତ ଯୁଦ୍ଧର ପୂର୍ବ ପ୍ରସ୍ତୁତି ବିଷୟରେ ଜାଣିବା ।ଏହି ଘାଟି ରେ ସୈନ୍ୟଙ୍କ ତାଲିମ ଦେବା ସହିତ ସବୁ କୌଶଳ ଉପରେ ନଜର ରଖା ଯାଇଥାଏ । ବିଦେଶ ରେ ସାମରିକ ଘାଟି କରୁଥିବା ଦେଶ ଅନ୍ତ୍ର ଜାତିକ କ୍ଷେତ୍ର ରେ ବହୁତ୍ ନିଜର ଶକ୍ତି କୁ ପଦର୍ଶନ କରିଥାଏ। ଏହା ମଧ୍ୟ ରୁ ଆମେରିକା ଏମିତି ଏକ ଦେଶ ଯାହା ପାଖରେ ରହିଚି 38 ଟି ଆନ୍ତର୍ଜାତିକ ମିଲିଟାରୀ ଡ୍ରେସ।
ତେବେ ଆସନ୍ତୁ ଜାଣିବା କାହା ପାଖ ରେ ରହିଛି ଭାରତ ର ସାମରିକ ଘାଟି ।ତାଜକିସ୍ଥାନ,ଭୁଟାନ, ମାରିଶକ ଓ ଉନଙ୍ଗରେ ରହିଛି ଇତ୍ୟାଦି ରେ ରହିଛି ଭାରତ ର ସାମରିକ ଘାଟି । ତାଜିକିସ୍ତାନ ର ରାଜଧାନୀ ଦୁସମ୍ବେ ଠାରୁ ପ୍ରାୟ 120 କିମି ଦୂର ରେ ଦକ୍ଷିଣ ପୂର୍ବ ମୁହା ହେଇ ପର୍ଖୁରା ନାମକ ସ୍ଥାନରେ ରହିଛି ଭାରତ ର ସାମରିକ ଘାଟି। ଏହି ଘାଟି ର ପରିଚାଳନା ଭାରତୀୟ ବାୟୁସେନା କରୁଚି। ଏହା ହେଉଛି ଭାରତ ର ପ୍ରଥମ ସାମରିକ ଘାଟି।
ସେହି ଭଳି ଭୁଟାନରେ ରହିଚି ଭାରତ ର ତାଇଯେନିକ ସେଣ୍ଟର୍। ଏହା ପଶ୍ଚିମ ଭୁଟାନ ର ରହିଚି ।1961 ଓ 1962 ରେ ଭୁଟାନ ରେ ସ୍ଥାପିତ ହେଇଥିଲା ଏହି ଘାଟି।ଏଥରେ ଭୁଟାନ ର ରୟାଲ ଓ ଲାର୍ମି ର ଯବାନ କୁ ତାଲିମ ଦିଆ ଯାଇଥାଏ। ଆଠ କାର କୋମନ୍ଦେଡ ଭୁଟାନ ର ରାଜା କୁ ପ୍ରତି ରକ୍ଷା ମାମଲା ରେ ରାୟ ଦିଅନ୍ତି। କାରଣ ସେଠାରେ ପ୍ରତି ରକ୍ଷା ମନ୍ତ୍ରୀ ଘାଟି ନାହାନ୍ତି। ଏହି ପରି ଅନେକ ସାମରିକ ଘାଟିରେ ରହିଛି ଅନେକ ବ୍ୟବସ୍ଥା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।