ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍କୁଲ୍ ଶିକ୍ଷୟିତ୍ରୀ ଙ୍କର ହଟ ଡାନ୍ସ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାର୍ଟଫର୍ମ ଯେଉଁଠି କେତେବେଳେ କଣ ଦେଖିବାକୁ ମିଳିଯିବ ତାହା କହିବା ମୁସ୍କିଲ। ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।
ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ଜଣେ ଶିକ୍ଷୟିତ୍ରୀ ଅଟନ୍ତି ସେ ତାଙ୍କର ଜବରଦସ୍ତ ଡାନ୍ସ କିପରି ଦେଖାଉଛନ୍ତି ଶ୍ରେଣୀ ଗୃହରେ । ପୁରୁଣା ମ୍ୟୁଜିକ୍ ର ତାଳେ ତାଳେ ସେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଏହି ଶିକ୍ଷୟତ୍ରୀ ଜଣଙ୍କ କିପରି ଭାବରେ ତାଙ୍କ ନାଚ ଦେଖାଉଛନ୍ତି। ସେ ଏହିଭଳି ଶାଢ଼ି ପିନ୍ଧି ଆକର୍ଷଣୀୟ ଲୁକ୍ସ୍ ରେ ନାଚୁ ଥିବାର ଦେଖିବାକୁ ମିଳିଛି।
“ଚୁଡ଼ି ଘନକେ, କଙ୍ଗନା ଖନକେ” ଗୀତରେ ସେ ଏକ ପ୍ରଫେସନାଲ ଡାନ୍ସର ଭାବରେ ତାଙ୍କର ଏହି ନୃତ୍ୟ କୁ ଜବରଦସ୍ତ ଭାବରେ ଦେଖାଉ ଅଛନ୍ତି। ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରିଛନ୍ତି। ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ପିନ୍ଧି ସୁନ୍ଦର୍ ଭାବରେ ନିଜକୁ ସଜାଇ,ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ।ଏହି ଭିଡିଓ କୁ ଅନେକ ଦେଖି ଖୁସି ହେବା ସହ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।