କରୋନା ପାଇଁ ପୁଣି ବନ୍ଦ ହୋଇଯିବ ସବୁ ସ୍କୁଲ କଲେଜ ! ସରକାରଙ୍କର ବଡ ନିଷ୍ପତି – ଜାଣନ୍ତୁ କେବେ ଠାରୁ ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କରୋନା ପାଇଁ ପୁଣି ବନ୍ଦ ହୋଇଯିବ ସବୁ ସ୍କୁଲ କଲେଜ ! ଜାଣନ୍ତୁ ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ପୁଣି ଥରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ପୁଣି ଥରେ କରୋନା ଗ୍ରାଫ ଉର୍ଦ୍ଧ୍ବ ମୁହାଁ ହେବାରେ ଲାଗିଛି । ଦିଲ୍ଲୀ ରେ ବର୍ତ୍ତମାନ କରୋନା ମାମଲା ଦୃତ ଗତିରେ ବଢୁଥିବା ହେତୁ ଚିନ୍ତା ବଢିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଗାଜିଆବାଦରେ ୩୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ।ରେକର୍ଡ ଅନୁସାରେ ,ଦିଲ୍ଲୀ ରେ ବର୍ତ୍ତମାନ ସଂକ୍ରମଣ ହାର ତିନି ଗୁଣ ବୃଦ୍ଧି ପାଇଛି ।

 

 ତେବେ ବର୍ତ୍ତମାନ ବୃଦ୍ଧି ପାଉଥିବା କରୋନା ମାମଲା କୁ ଦୃଷ୍ଟି ରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ର ଏକ ବୈଠକ ବସିବ ଏବଂ ଏଥିରେ କରୋନା ସଂକ୍ରମଣ ଉପରେ ଆଲୋଚନା ହେବ । ତେବେ ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀ ରେ ଅନେକ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ।

 

 

ତେବେ ବର୍ତ୍ତମାନ ସ୍କୁଲ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବ ନାହିଁ ବୋଲି ଦିଲ୍ଲୀ ସରକାର ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆଜି ଦେଶ ରେ ୨,୦୬୭ କରୋନା ସାମ୍ନା କୁ ଆସିଛି ଏବଂ ଏହା ଗତକାଲି ତୁଳନାରେ ୬୫.୭ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଦେଶ ରେ ଏଭଳି ପରିସ୍ଥିତି ଲାଗି ରହିଲେ ,ବହୁତ ଶିଘ୍ର ସବୁ ସ୍କୁଲ କଲେଜ ବନ୍ଦ ହେବାର ସମ୍ଭାବନା ରହିଛି ।

 

 

 

 ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *