ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାସନ କାର୍ଡକୁ ନେଇ ବର୍ତ୍ତମାନ କେଉଁ ନୂଆ ନିୟମ ଲାଗୁ ହୋଇଛି ଏବଂ ଏଥର ତାଲିକା କୁ କେଉଁ ମାନଙ୍କର ନାମ କଟାଯିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ରାସନ କାର୍ଡର ହିତାଧିକାରୀ ମାନଙ୍କ ପାଇଁ ଆସିଛି ଏକ ବଡ ଖବର। ବର୍ତ୍ତମାନ ରାସନ୍ କାର୍ଡ କୁ ନେଇ ସରକାର ଲାଗୁ କରିଛନ୍ତି କିଛି ନୂଆ ନିୟମ ।ତେବେ ଦର୍ଶକ ବନ୍ଧୁ ସରକାର ବର୍ତ୍ତମାନ ରାସନ୍ କାର୍ଡ କୁ ନେଇ କଣ ସବୁ ଘୋଷଣା କରିଛନ୍ତି ,ଆସନ୍ତୁ ଜାଣିବା ।
ତେବେ ବର୍ତ୍ତମାନ ମାଗଣା ରାସନ ର ଅବଧି କୁ ଅଧିକ ବୃଦ୍ଧି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ଯେଉଁ ବ୍ୟକ୍ତି ମାନେ ସରକାରୀ ରାସନ ଦୋକାନ ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିଲେ ,ସେମାନଙ୍କ ପାଇଁ ପୂର୍ବରୁ ସ୍ଥିର କରାଯାଇଥିବା ମାନଦଣ୍ଡ ରେ ବର୍ତ୍ତମାନ କରାଯାଉଛି ।ତେବେ ନୂଆ ବ୍ୟବସ୍ଥାରେ କଣ ଘଟିବ ଚାଲନ୍ତୁ ଜାଣିବା…
ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରୁ ମିଳିଥିବା ସୂଚନା ଅନୁଯାୟୀ , ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି ଦେଶ ର ୮୦ କୋଟି ଲୋକ । ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ଏପରି ଲୋକ ଯେଉଁ ମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ତେବେ ଏଥିପାଇଁ ବର୍ତ୍ତମାନ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ତାର ମାନଦଣ୍ଡରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି ।
ମାନକରେ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ରାଜ୍ୟମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଗୁଡ଼ିକ ଦେଇଥିବା ପରାମର୍ଶ ଅନୁଯାୟୀ , ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ କରା ଯାଉଛି । ତେବେ ଏହି ନୂତନ ମାନକ ଯେତେବେଳେ କାର୍ଯ୍ୟକାରୀ ହୋଇଯିବ , ତା ପରେ କେବଳ ଯୋଗ୍ୟ ବ୍ୟକ୍ତି ମାନେ ହିଁ ଏହାର ସୁବିଧା ପାଇବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।