Sharukh Khan ଗଲେ ଜେଲ । ଯିବା ସମୟରେ Video ହେଲା ଭାଇରଲ । Watch Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆଜି ଶାରୁ ଖାଁ ଗଲେ ଜେଲ। ଜାଣନ୍ତୁ ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣମାନେ ନିଶ୍ଚିତ ଭାବରେ ଏହି ଖବର ଜାଣିଥିବେ କିଭଳି ବଲିଉଡ୍ ର କିଙ୍ଗ୍ ଖାନ୍ ଙ୍କ ପୁଅ ଆର୍ୟ୍ଯନ୍ ଖାନ୍ ସମୁଦ୍ର ମଝିରେ ଡ୍ର-ଗ-ସ୍ ବ୍ୟବହାର କରୁଥିବା ସମୟରେ ତାଙ୍କ ସମେତ ଆହୁରି ଆଠ ଜଣଙ୍କୁ ଏନ୍ସିବି ଗି-ର-ଫ କରିଥିଲା। ଆର୍ୟ୍ଯନ୍ ଙ୍କ ର ଏପରି କାମ ପରେ ଏନ୍ସିବି ଏବେ ବଲିଉଡ୍ ର ଡ୍ର-ଗ-ସ୍ କାରବାର ସହ ଲିଙ୍କ୍ ଥିବା ଆଉ ଅନ୍ୟ ମାନଙ୍କ ବିଷୟରେ ମଧ୍ୟ ଖୋଳତାଡ କରୁଛି। 

 

ସେହିଦିନର ଘଟଣା ଟି ଏପରି ଥିଲା କି, ଏପରି ଏକ ଡ୍ର-ଗ-ସ୍ ପାର୍ଟିର ଆୟୋଜନ ହୋଇଛି ବୋଲି ୧୫ ଦିନ ଆଗରୁ ଏନ୍ସିବି ପାଖରେ ଖବର ପହଞ୍ଚି ସାରିଥିଲା। ଏହି ସମୟରେ ଏନ୍ସିବିର କିଛି ଅଫିସର୍ ସିଭିଲ୍ ଡ୍ରେସ୍ ରେ ସେଠାରେ ସାମିଲ୍ ହୋଇଥିଲେ, ୭୨ ଘଣ୍ଟା ପାଇଁ ଥିଲା ଏହି ପାର୍ଟି, ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ ହେଉଥିଲା ଯାତ୍ରା। ରାତି ଅଧରେ ସମୁଦ୍ର ମଝିରେ ଏନ୍ସିବି କରିଥିଲା ଚ-ଢ-ଉ, ଆଉ ସେହି ସମୟରେ ଆର୍ୟ୍ଯନ୍ ଓ ତାଙ୍କ ସହ ଆଉ କିଛି ଜଣ ଜାହାଜର ଏକ ରୁମ୍ ରେ ଡ୍ର-ଗ-ସ୍ ନି-ଶାରେ ଥିଲେ ଚୂର୍। ଆର୍ୟ୍ଯନ୍ ଙ୍କ ସମେତ ଆଉ ଆଠ ଜଣଙ୍କୁ ଧରି ଆଣିଥିଲା ଏନ୍ସିବି। 

 

ସମସ୍ତେ ଅକ୍ଟୋବର ୨୦ ତାରିଖ ଦିନକୁ ଅପେକ୍ଷା କରିଥିଲେ, କାରଣ ଏହି ଦିନ ଆର୍ଯ୍ୟନ୍ ଙ୍କ ର ଫାଇନାଲ୍ ଶୁଣାଣି ହୋଇ ଥାଆନ୍ତା, ଏହି ଦିନ ହିଁ ଜଣାପଡି ଥାଆନ୍ତା କି ଆ-ର୍ଯ୍ୟ-ନ୍ ଙ୍କୁ ବେ-ଲ୍ ମିଳିବ କି ନାହିଁ। ତେବେ ଏବେ ସୂଚନା ଆସି ପହଁଞ୍ଚିଛି କି ଆର୍ଯ୍ୟନର ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଏନସିବି ଜୋନାଲ ଡିରେକ୍ଟରଙ୍କ ବୟାନ ହିଁ ଚର୍ଚ୍ଚା ସୃଷ୍ଟି କରିଛି । 

 

ଆ-ର୍ଯ୍ୟ-ନ ଖାନ ମା-ମ-ଲାରେ କୌଣସି ବୟାନ ଦେବାକୁ ମନା କରିବା ସହିତ ସତ୍ୟମେବ ଜୟତେ ବା ସତ୍ୟର ଜୟ ହେଉ ବୋଲି କହିଥିଲେ । ବୁଧବାର ସ୍ୱତନ୍ତ୍ର ଏନଡିପିଏସ କୋ-ର୍ଟ ଆର୍ଯ୍ୟନ ଖାନଙ୍କ ଜା-ମି-ନ ଆବେଦନ ଖାରଜ କରିଦେଇଥିଲେ । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ କୋ-ର୍ଟ ଖା-ର-ଜ କରି ଦେଇଥିଲେ । ତେବେ ବାପା ସାହାରୁକ୍ ଖାନ୍ ଜେ-ଲ ରେ ନିଜ ପୁଅ ସହ ଦେଖା କରିଛନ୍ତି ।ଦେଖା କରିବା ସହ ତାଙ୍କୁ କୁଣ୍ଡାଇ କାନ୍ଦି ଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *