ଦେଖନ୍ତୁ କେମିତି ଓଠରେ ଇସାରା ଦେଇ ସୌମ୍ୟ ଙ୍କୁ ପାଗଳ କରୁଥିଲେ ସୋନାଲି | Leak ହେଲା ନୂଆ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାହାର ଓଠର ପ୍ରସଂଶା କରୁଥିଲା ସୋନାଲି, ସୌମ୍ୟ ର ନା ଆଉ କାହାର।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦିନେ ସୌମ୍ୟ ଙ୍କ ଓଠ ଭାରି ଭଲ ଲାଗୁଥିଲା । ଆଉ ଫୁଲେଇ ସୋନାଲି ତାଙ୍କ ଓଠ କୁ ବ୍ୟାଖ୍ୟା କରିବାକୁ ଯାଇ କୁହନ୍ତି ଇସ୍ ତୁମ ଓଠ କି ସୁନ୍ଦର୍ । ଖାଲି ଓଠ ନୁହଁ ସୌମ୍ୟ ଙ୍କ ଚାହାଣି ଓ ଫିଗର୍ ପାଗଳ କରିଥିଲା ସୁନ୍ଦରୀ ସୋନାଲି ଙ୍କୁ । ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଥିବା ଭିଡ଼ିଓ ରେ  ସୋନାଲି ସୌମ୍ୟ ଙ୍କ ଖୁସି ରେ ଥିବାର  ଦେଖିଥିବେ । 

 

କିନ୍ତୁ ଏହି ଖୁସି ଭିତରେ ଲୁଚି ରହିଥିଲା ଛଳନା , ଲୁଚି ରହିଥିଲା ପ୍ରତାରଣା , ଲୁଚି ରହିଥିଲା ସ୍ବାର୍ଥ ଯାହାକୁ ପାଇବା ପାଇଁ ମଡେଲ ସୌମ୍ୟ ରୂପ ର ବର୍ଣ୍ଣନା କରୁଥିଲା କଣ୍ଠ ଶିଳ୍ପୀ ସୋନାଲି ନନ୍ଦ । କାରଣ ସେ ଜାଣି ଥିଲା କେବଳ ସୌମ୍ୟ ନୁହେ ସୌମ୍ୟ ଭଳି ଅନେକ ପୁଅ ଙ୍କୁ କିପରି ନିଜ ଆୟତ୍ତ ରେ ରଖି ହେବ । 

 

ଆଜି ସୌମ୍ୟ ଚାଲି ଯାଇଛି । ବର୍ତ୍ତମାନ ତାର ଅନୁପସ୍ଥିତି ରେ ସୌମ୍ୟ ଓ ସୋନାଲି ର ଗୋଟିଏ ଗୋଟିଏ ଭିଡ଼ିଓ ସାମ୍ନା କୁ ଆସୁଛି ଓ ଭାଇରାଲ୍ ହେଉଛି । ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ସେହି ଭିଡ଼ିଓ ସବୁ ରୁ ଜଣା ପଡୁଛି ସୌମ୍ୟ ଓ ସୋନାଲି ଙ୍କ ସମ୍ପର୍କ କେତେ ମଧୁର କେତେ ନିବିଡ । ଏହି ଭିଡ଼ିଓ କୁ ସମାଜ ଦେଖିବା ପରେ ଏହି ସମାଜ ରେ ରହୁଥିବା ଅନେକ ଲୋକ ଅନେକ ପ୍ରଶ୍ନ ପଚାରୁଛନ୍ତି । 

 

ମଧୁର କଥା କହି ଭଲ ପାଇ ତାକୁ ଧୋକା ଦେଇ କି ଲାଭ ପାଇଲୁ ସୋନାଲି । କଣ ଲାଭ ପାଇଛୁ ତାହା ତୁ ହୀ ଜାଣିଚୁ । ସୌମ୍ୟ ପ୍ରତି ଥିବା ଭଲ ପାଇବା ରେ କେତେ ଛଳନା ଥିଲା ତାହା ତୋ ଛଡ଼ା କିଏ ବୁଝିବ । ଏହିପରି ଭାବରେ ସୋନାଲି ଙ୍କୁ ପ୍ରଶ୍ନ କରିଛନ୍ତି ସମାଜ ର ଅନେକ ଲୋକ । ଏହି ଭିଡ଼ିଓ କୁ ଦେଖିବା ପରେ ସମସ୍ତଙ୍କ ର ଭଲ ପାଇବା ଉପରୁ ଭରସା ଉଠୀଯିବ।

ଦେଖନ୍ତୁ Video – https://fb.watch/czpSe464YA/

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *