ଦିନକୁ ଦିନ ସମ୍ବନ୍ଧ ପ୍ରତି ଇଚ୍ଛା କମିବାର କାରଣ କଣ ? ବିବାହିତ ଲୋକ ମାନେ ଏହାକୁ ଥରେ ନିଶ୍ଚିତ ପଢନ୍ତୁ ।

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ କଥା ଆସିଲେ ସମସ୍ତ ଙ୍କ ମନରେ ଖୁସୀ ର ଲହରୀ ଆସେ । କାରଣ ବିବାହ ଦ୍ଵାରା ଜୀବନ ରେ ବହୁତ୍ ଖୁସି ଆସିଥାଏ ଏବଂ ସମସ୍ତେ ମଧ୍ୟ ଖୁସି ରହିଥାନ୍ତି । ଏହି ବିବାହ ରେ ଦୁଇଟି ମଣିଷ ଏମିତିକି ଦୁଇଟି ଆତ୍ମା ତଥା ଦୁଇ ମନ ର ମିଳନ ହୋଇଥାଏ । ଏଥିପାଇଁ ମଧ୍ୟ ବିବାହ କୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ ।

 

ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ଏହି ବିବାହ ପରେ ପୁଅ ଓ ଝିଅ ଉଭୟ ମାନସିକ  ଭାବେ ଏକାଠି ହେବା ସହ ଶାରିରୀକ ଭାବେ ମଧ୍ୟ ଏକାଠି ହୋଇଥାନ୍ତି । କିଛି ଲୋକ ମାନେ ଏହା କୁହନ୍ତି କି ବୟସ ବୃଦ୍ଧି ପରେ ଶାରିରୀକ ସମ୍ପର୍କ ସ୍ଥାପନ ପ୍ରତି ଲୋକ ମାନଙ୍କର ଇଚ୍ଛା ମଧ୍ୟ କମିଜାଇଥାଏ । କିନ୍ତୁ ନିଜ ପାର୍ଟନର ଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ରେ ଇଚ୍ଛା ଶକ୍ତି କେବେ କମି ନଥାଏ ,କେବଳ କିଛି ଖରାପ ଜୀବନ ଶୈଳୀ ପାଇଁ ଏପରି ହୋଇଥାଏ । ତେବେ ଆସନ୍ତୁ ଜାଣିନେବା କଣ ପାଇଁ ଏମିତି ସମସ୍ୟା ଉପୁଜିଥାଏ ।

 

ଅଧିକ ବ୍ୟାୟାମ୍ କରିବା : – ବନ୍ଧୁଗଣ ଆମେ ମାନେ ସମସ୍ତେ ଏହା ଭଲ ଭାବରେ ଜାଣିଛୁ ଯେ,ବ୍ୟାୟାମ୍ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ ଅଧିକ ମାତ୍ରା ରେ ବ୍ୟାୟାମ କରିବା ଦ୍ଵାରା ଆମ ଶରୀର ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଅଧିକ ବ୍ୟାୟାମ କରିବା ଦ୍ଵାରା ଶରୀରରେ ଅଂଡୋଙ୍କରିଂ ସିଷ୍ଟମରେ ଗଡବଡ ହେଇଥାଏ ଏବଂ ଟେଷ୍ଟଷ୍ଟରନ ର ମାତ୍ରା କମିଥାଏ ।

 

ଭରପୁର ନିଦ ନଆସିବା: – ଆପଣ ମାନେ ଜାଣିଛନ୍ତି ଯେ ,ଆମକୁ ପ୍ରତିଦିନ ଦରକାର ମୁତାବକ ଶୋଇବା ଉଚିତ୍। କାରଣ ଯଦି ଆମକୁ ଠିକ୍ ପରିମାଣ ରେ ନିଦ ନ ହୁଏ ତାହେଲେ ଆପଣ ଥକାପଣ ଅନୁଭବ କରିଥାଉ ଏବଂ ଏହା ଦ୍ଵାରା ଆମକୁ ସେ-କ୍ସ ପ୍ରତି ଆଗ୍ରହ କମିଯାଇଥାଏ । ଏଥିପାଇଁ ଶୋଇବା ସମୟ ସବୁବେଳେ ଠିକ୍ ରଖନ୍ତୁ ।

 

ଟେକ୍ନୋଲୋଜି ସହିତ ଅଧିକ ବ୍ୟସ୍ତ ରହିବା :-

ଆଜିକାଲି ଅନେକ ଲୋକ ମାନେ ବହୁତ୍ ସମୟ ଧରି ଫୋନ, ଟିଭି , କମ୍ପ୍ୟୁଟର ରେ ବ୍ୟସ୍ତ ରହିଥାନ୍ତି । ତେବେ ଏହିପରି କ୍ଷେତ୍ର ରେ ସେହି ଲୋକ ମାନଙ୍କର ସେ-କ୍ସ ପ୍ରତି ଆଗ୍ରହ କମି ଯାଇଥାଏ । ଏଥିପାଇଁ ଏହି ସବୁ ଜିନିଷ ରେ ଏତେ ବ୍ୟସ୍ତ ନ ରହି ନିଜର ପାର୍ଟନର ଙ୍କୁ ବି ଉପଯୁକ୍ତ ସମୟ ଦେବା ଉଚିତ୍ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.