ମମୀତା ମେହେର ଙ୍କ ମୃ-ତ ଘଟଣା କୁ ନେଇ ବର୍ତ୍ତମାନ ସମୟ ରେ ଏକ ଗୁରୁତ୍ୱପୂର୍ଣ ଖବର ସା-ମ୍ନା କୁ ଆସିଛି । ମମିତା ଙ୍କ ମୃ-ତ ଦେହ କୁ ଖ-ଣ୍ଡ ଖ-ଣ୍ଡ କରି କଟା ଯାଇଥିଲା । ତେବେ ଏହି ହ-ତ୍ୟା ମା-ମ-ଲା କୁ ବେଇ ପ୍ରତିଦିନ କିଛି ନ କିଛି ନୂଆ ତଥ୍ୟ ସା-ମ୍ନା କୁ ଆସିବାରେ ଲାଗିଛି । ଘଟଣା ର ତ-ଦ-ନ୍ତ କରୁଥିବା ଏକ ବି-ଜ୍ଞା-ନ ବିଭାଗ ର ଅଧିକାରୀ ଏହା ସୂଚନା ଦେଇଛନ୍ତି ଯେ , ତାଙ୍କ ଶରୀର କୁ ପୋ-ଡ଼ି-ବା ପୂର୍ବରୁ ତାଙ୍କ ଶରିର କୁ ଖ-ଣ୍ଡ ଖ-ଣ୍ଡ କରି କ-ଟା ଯାଇଥିଲା ।
ଗୋବିନ୍ଦ ସାହୁ ଏବଂ ତାଙ୍କର କିଛି ସହଯୋଗୀ ମିଶି ଏଭଳି କରି ଥିବାର ପୋ-ଲି-ସ ସନ୍ଦେହ କରୁଛି । ତେବେ ମମୀତା ଙ୍କ ମୃ-ତ ଶରୀର ଶୀଘ୍ର ନ-ଷ୍ଟ ହୋଇ ଯାଇଥିଲା ଏବଂ ଶୀଘ୍ର ନ-ଷ୍ଟ କରିବା ପାଇଁ ପୋଡ଼ିବା ସମୟ ରେ ତାଙ୍କ ଶରୀର ତଳେ କାଠ ପ୍ଲାଏ ଏବଂ ଟାୟାର ରଖା ଯାଇଥିଲା । ଏହା ପରେ ସେହି ମୃ-ତ ଶରୀର ଉପରେ ଲୁଣ ମଧ୍ୟ ପକା ଯାଇଥିଲା । ସେଥିପାଇଁ ଯେତେବେଳେ ସେହି ଷ୍ଟାଡିୟମ୍ ରେ ଖୋଳା ଯାଇଥିଲା ସେହି ସମୟ ରେ ପୋ-ଲି-ସ କିଛି କିଛି ଅଂ-ଶ ପାଇଥିଲା ଏବଂ ତାଙ୍କ ଶରୀର ର ଅନେକ ଅଂ-ଶ ନ-ଷ୍ଟ ହୋଇ ଯାଇଥିଲା । ସେହି ସ୍ଥାନ ରୁ କେବଳ କିଛି ଖ-ଣ୍ଡ ହାଡ଼ ଜ-ବ-ତ ହୋଇ ଥିଲା ।
ଏହିଥିରୁ ଅନୁମାନ କରା ଯାଉଛି ଯେ ଗୋବିନ୍ଦ ସାହୁ କେତେ ନୃ-ଶଂ-ସ ଭାବେ ତାଙ୍କର ହ-ତ୍ୟା କରିଛି । ଯେହେତୁ ତାଙ୍କର ସରୀର କୁ ପୋ-ଡି-ବା ପୂର୍ବରୁ କା-ଟି ଖ-ଣ୍ଡ ଖ-ଣ୍ଡ କରି ଦିଆ ଯାଇଥିଲା ଏଥିରୁ ଏହା ଜଣା ପଡୁଛି ଯେ ଏହି ହ-ତ୍ୟା ରେ ଗୋବିନ୍ଦ ସାହୁ ଙ୍କ ବ୍ୟତୀତ ଅନ୍ୟ କିଛି ଲୋକ ମଧ୍ୟ ରହିଥିଲେ । କିନ୍ତୁ ଗୋବିନ୍ଦ ସାହୁ ଏହା କହୁଛି ଯେ ସେହି ହ-ତ୍ୟା ସେ ହିଁ କେବଳ କରିଥିଲେ , ଅନ୍ୟ କୌଣସି ବି ଲୋକ ତାଙ୍କର ସାଥିରେ ନଥିଲେ ବୋଲି । ତେବେ ଏହା ସ୍ପ-ଷ୍ଟ ହୋଇଛି ଯେ ମମିତା ଙ୍କ ହ-ତ୍ୟା ଗାଡ଼ି ଭିତରେ କରା ଯାଇଛି ତାଙ୍କୁ ରଖା ଯାଇ ଅ-ନ୍ଧା-ର ହେବା ପରେ ତାଙ୍କର ଶରୀର କୁ ଖ-ଣ୍ଡ ଖ-ଣ୍ଡ କରି ଦିଆ ଯାଇଛି କିନ୍ତୁ ତାଙ୍କୁ କେଉଁଠି କାଟି ଖ-ଣ୍ଡ ଖ-ଣ୍ଡ କରିଥିଲେ ତାହାର ଏବେ ତ-ଦ-ନ୍ତ ଜାରି ରଖିଛି ପୋ-ଲି-ସ୍ । ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ମମିତା ଙ୍କ ମୋବାଇଲ ମିଳି ନାହିଁ , କଣ ସେହି ମୋବାଇଲ୍ ରେ କିଛି ରହିଥିଲା ଯେ ସେଥିପାଇଁ ତାଙ୍କର ମୃ-ତୁ ହୋଇଛି ନା କେଉଁ କାରଣ ପାଇଁ ହୋଇଛି ତାହା ଏବେ ପର୍ଯ୍ୟନ୍ତ ସ୍ପ-ଷ୍ଟ ହୋଇନାହିଁ ।
ମମୀତା ମୋବାଇଲ ହେଉଛି ର-ହ-ସ୍ୟ ମୟ ,ସେହି ମୋବାଇଲ୍ ଭିତରେ ଥିଲା ଗୋବିନ୍ଦ ସାହୁ ର କିଛି ଭି-ଡି-ଓ ତେବେ ସେହି ଭି-ଡି-ଓ ଟି ବିଷୟ ରେ ଗୋବିନ୍ଦ ସାହୁ କୁ ଜଣା ପଡ଼ିବା ପରେ ସେ ମମିତା ଙ୍କ ହ-ତ୍ୟା କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି କରିଥିଲା । ତେବେ ବର୍ତ୍ତମାନ ସମୟ ରେ ସବୁଠୁ ବଡ ପ୍ର-ଶ୍ନ ଏହା ଉଠୁଛି ଯେ , ସେହି ମୋବାଇଲ୍ ରେ କଣ ରହିଛି ଏବଂ ପୋ-ଲି-ସ କଣ ପାଇଁ ମୋବାଇଲ ଉପରେ ମୁହଁ ଖୋଲୁ ନାହିଁ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।