ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାଂସଦ ଅପରାଜିତାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା, ବିଜେପି ଛାଡିବେ ଅପରାଜିତା ?ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ ସାଂସଦ ଅପରାଜିତାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି।
ବିଜେପି ଛାଡି ଆମ ଆଦମୀ ପାର୍ଟିରେ ମିଶିବେ କି ଅପରାଜିତା ? ବର୍ତମାନ ଏକ ଘରକିଆ ହୋଇଯାଇଛନ୍ତି ଅପରାଜିତା । ନା ତାଙ୍କୁ ମିଳୁଛି ରାଜ୍ୟ ବିଜେପିର ସମର୍ଥନ ନା ମିଳୁଛି କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ ।
ଅପରାଜିତାଙ୍କୁ ଏକ ଛାଡିଦେଲେ ଆଉ ଶ୍ରୀ ମନ୍ଦିର ଐତିହ କରିଡର ପ୍ରକଳ୍ପ ପାଇଁ ଏକାକୀ ସ୍ୱର ଉଠାଇଥିଲେ ଅପରାଜିତା। ଖାଲି ସେତିକି ନୁହେଁ ଏଏସଆଇର ନିରବତାକୁ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଏବେ ଶ୍ରୀମନ୍ଦିର ପ୍ରକଳ୍ପ ବେଆଇନି ପାଇଁ ରାଜରାସ୍ତାକୁ ଓଲ୍ଲାଇବେ ସାଂସଦ ।ଏଥିରୁ ରାଜ୍ୟ ବିଜେପି ଓ ଅପରାଜିତାଙ୍କ ମଧ୍ୟରେ ଥିବା ଫାଟ ଜଳ ଜଳ ହୋଇ ଦିଶୁଛି ।ସେ ସାଂସଦ ପଦବୀରେ ବସିବା ପରଠୁ ଆଜି ପର୍ଯ୍ୟନ୍ତ ରାଜନୈତିକ ସ୍ଥତିକୁ ଦେଖିଲେ ନା ବିଜେପି ତାଙ୍କୁ ଆପଣେଇଛି ନା ସେ ବିଜେପିରେ ମିଶି କାର୍ଯ୍ୟ କରିଛନ୍ତି ।
ସବୁବେଳେ ଏକ ଘରକିଆ ହୋଇରହିଛନ୍ତି । ଏହାରି ଭିତରେ ଆପ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଛି । ଆପକୁ ଓଡ଼ିଶାରେ ନେତୃତ୍ୱ ଦେବାକୁ ଦରକାର ଜଣେ ପ୍ରଭାବଶାଳୀ ନେତା ସେଥିପାଇଁ ଉପଯୁକ୍ତ ହୋଇପାରନ୍ତି ଅପରାଜିତା ।ଯଦି ବିଜେପି ଛାଡ଼ିବେ ତାଙ୍କ ପାଇଁ ଆପ ଦ୍ୱାର ଖୋଲିଯିବନି ତ ? ସେ ଆପ ରେ ମିଶି ଯିବେନି ତ ? ଆପ ପ୍ରତି ଶିକ୍ଷିତ ଓ ଯୁବ ସମାଜଙ୍କ ଯେଉଁଭଳିଭାବେ ଆକର୍ଷଣ ବଢୁଛି ଯଦି ଓଡ଼ିଶାରେ ନେତୃତ୍ୱ ନିଅନ୍ତି ଅପରାଜିତା ଆପକୁ ଓଡ଼ିଶାରେ ପ୍ରତିରୋଧ କଲା ଭଳି ଶକ୍ତି ବିଜେପିର ନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।