ଇ-ଶ୍ରମ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର,ମାସିକ 3000 ଟଙ୍କା। ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଇ-ଶ୍ରମ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର,ମାସିକ 3000 ଟଙ୍କା।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସରକାର ଅନେକ ସମୟ ରେ ଗରିବ ଲୋକ ମାନଙ୍କ ପାଇଁ ଅନେକ ଗୁଡ଼ିଏ ଯୋଜନା ଆଣିଥାନ୍ତି । ଏହି ଯୋଜନା ଗୁଡିକ ଦ୍ଵାରା ଲୋକ ମାନଙ୍କର ବହୁତ୍ ଲାଭ ହୋଇଥାଏ ଏବଂ ସେମାନେ ଏହା ଦ୍ଵାରା ଉପକୃତ ହୋଇଥାନ୍ତି । ତେବେ ବର୍ତ୍ତମାନ କୃଷକ ଏବଂ ଶ୍ରମିକମାନଙ୍କୁ ଧ୍ୟାନରେ ରଖି ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି ।

 

ସେହିପରି କିଛି ଦିନ ପୂର୍ବରୁ ସରକାର ଇ-ଶ୍ରମ ପୋର୍ଟାଲ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନା ରେ ଲକ୍ଷ ଲକ୍ଷ କୋଟି ଲୋକ ନିଜେ ପଞ୍ଜିକୃତ କରିଛନ୍ତି । ତେବେ ଜଣାଇ ରଖୁଛୁ ଯେ , ଏହି ଯୋଜନା ର ପ୍ରାରମ୍ଭ ରେ ସରକାର କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ – ୫୦୦ ଟଙ୍କା ଟ୍ରାନ୍ସଫର କରିଥିଲେ ।

ସରକାର ଇ-ଶ୍ରମ ପୋର୍ଟାଲ ଯୋଜନାରେ ମାସିକ ୩୦୦୦ ଟଙ୍କା ପେନସନ ପ୍ରଦାନ କରୁଛନ୍ତି।

 

 

ଇ-ଶ୍ରମ ପୋର୍ଟାଲ ଯୋଜନା ଅନୁଯାୟୀ, ପ୍ରଧାନ ମନ୍ତ୍ରୀ ଶ୍ରୀମନ୍ଦିର ଯୋଜନା ଅଧୀନ ରେ ଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସରକାର ମାସିକ ତିନି ହଜାର ଟଙ୍କା ପେନ୍‌ସନ୍‌ ଘୋଷଣା କରିଛନ୍ତି । ତେବେ ଶ୍ରମିକ ମାନଙ୍କୁ 60 ବର୍ଷ ହୋଇଯିବା ପରେ ଏହି ପେନସନ୍ ମିଳିବ । ତେବେ ଏଥିପାଇଁ ଶ୍ରମିକମାନଙ୍କୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ ଅଟେ ।

 

ଇ-ଶ୍ରମ ପୋର୍ଟାଲ ସ୍କିମ୍ ଅଧୀନରେ ୧୬ ରୁ ୫୯ ବର୍ଷ ବୟସର ଯେ କୌଣସି ବ୍ୟକ୍ତି ଏହି ଯୋଜନା ରେ ପଞ୍ଜିକରଣ କରିପାରିବେ । ସରକାର ଙ୍କ ଏହି ଯୋଜନା ରେ ଯେ କୌଣସି ବ୍ୟକ୍ତି ଅନ୍ ଲାଇନ୍ ମାଧ୍ୟମ ରେ ରେଜିଷ୍ଟ୍ରେସନ କରିପାରିବେ ।ପ୍ରତ୍ୟେକ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବା ହେଉଛି ଏହି ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *