ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରଲ ହେଉଛି ବଲିଉଡ୍ ର ମହାନ ଡ଼ାଇରେକ୍ଟର ଙ୍କର ଭଉଣୀଙ୍କର ଏହି ପ୍ରାଇଭେଟ୍ ଭିଡ଼ିଓ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଏବେ କିଛି ଦିନ ହେବ ବଲିଉଡ ର କଥା ଅନେକ ଚର୍ଚ୍ଚା ର କାରଣ ପାଲଟିଛି। ବଲିଉଡର ଫିଲ୍ମ ଜଗତ ର “କଲିଯୁଗ” ଚଚିତ୍ର ଆପଣ ପ୍ରାୟେ ଦେଖିଥିବେ । ଯେଉଁଥିରେ ଏକ ଗୀତ ଅନେକ ଚର୍ଚ୍ଚା ଯାଇଥିଲା ଜୀୟା ଧଡକ ଧଡକ ଯଦି ଫିଲ୍ମ ମନେ ଅଛି ତ ଫିଲ୍ମ ର କଳାକାର ଙ୍କୁ ବି ଆପଣ ନିହାତି ଭାବେ ଦେଖି ଥିବେ । ଶାହା ଅଲି ଖାଁକୁ ସ୍ୱାମୀ ସହ ଦେଖିବାକୁ ମିଳିଥିଲେ । ସୁରି କଳିଯୁଗ ଫିଲ୍ମ ରେ ନିଜର ସୁନ୍ଦର ଅଭିନୟ ଦ୍ବାରା ଲୋକଙ୍କର ମନକୁ ଜିଣି ପାରିଥିଲେ।
ବଲିଉଡ ର ଫିଲ୍ମ “କଲିଯୁଗ” ତ ଆପଣ ଦେଖିଥିବେ। ଯେଉଁଥିରେ ଏକ ଗୀତ ଥିଲା ଜୀୟା ଧଡକ ଧଡକ । ଯଦି ଫିଲ୍ମ ମନେ ଅଛି ତ ଫିଲ୍ମ ର କଳଙ୍କର ଙ୍କୁ ବି ଆପଣ ଜାଣିଥିବେ । ଏହି ଫିଲ୍ମ ରେ ସହ ଅଲି ଖାଁ ସ୍ୱାମୀ ସହ ଦେଖିବାକୁ ମିଳିଛନ୍ତି । ସୁରି କଳିଯୁଗ ଫିଲ୍ମ ରେ ସୁନ୍ଦର ଅଭିନୟ କରିଥିଲେ । ଏବଂ ଦର୍ଶକେ ବି ଖୁବ ପସନ୍ଦ କରିଥିଲେ ।କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ସୁରି ବଲିଉଡ ରେ ରହି ପାରି ନ ଥିଲେ ।ତେବେ ସେ ଫିଲ୍ମ ଡ଼ାଇରେକ୍ଟର ମୋହିତ ସୁରି ଙ୍କ ର ଭଉଣୀ ଅଟନ୍ତି ।
ତେବେ ସ୍ମାଇଲ ସୁରି ଫିଲ୍ମ ରୁ ଓହରିବା ପରେ ତାଙ୍କ ସମ୍ପର୍କ ରେ କେହି ସଠିକ ଖବର ରଖିନାହାନ୍ତି ।କିଛି ଦିନ ତଳେ ତାଙ୍କ ବିବାହ ର ଖବର ବେଶ ଚର୍ଚା ରେ ରହିଥିଲା । କିନ୍ତୁ ଏହା ପରେ ତାଙ୍କ ସମ୍ପର୍କ ରେ କାହାରି ପାଖ ରେ କିଛି ବି ଖବର ନ ଥିଲା ।ତେବେ ବର୍ତମାନ ସ୍ମାଇଲ ସୁରି ଏକ ଭିଡ଼ିଓ କୁ ନେଇ ଖୁବ ଚର୍ଚା ରେ ଅଛନ୍ତି ।ତେବେ ସେ ବିଗତ ଦିନ ରେ ଏକ ଇଣ୍ଟରଭିୟୁ ରେ କହିଥିଲେ କି ସେ ଡିପ୍ରେସନ ରୋଗ ରେ ପୀଡିତ ତେଣୁ ସେ ଏହି ପରି ସେ ରୋଗ ସହ ଲଢ଼ୁଛନ୍ତି।
କିନ୍ତୁ ବର୍ତମାନ ସ୍ମାଇଲ ସୁରି ଏକ ଭିଡ଼ିଓକୁ ନେଇ ଖୁବ ଚର୍ଚାରେ ରହିଛନ୍ତି । ଏହି ଭିଡିଓ ରେ ପୋଲୋ ଡ୍ୟାନ୍ସ କରୁଥିବାର ତାଙ୍କୁ ଦେଖିବାକୁ ମିଳିଛି । ବିଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏପରି ଏକ ଖବର ଭାଇରଲ ହୋଇଛି ଯାହା କି ଭିଡ଼ିଓ ରେ ସ୍ମାଇଲ ସୁରି ପୋଲୋ ଡ୍ୟାନ୍ସ କରୁ ଥିବାର ଦେଖି ବାକୁ ମିଳିଛି । ବିଗତ ଦିନରେ ଏକ ଇଣ୍ଟରଭିୟୁ ରେ କହିଥିଲେ କି ସେ ଡିପ୍ରେସନ ରୋଗରେ ପୀଡିତ ଅଛନ୍ତି ସେଥିପାଇଁ ସେ ଏହି ପରି ସେ ରୋଗ ସହ ଏବେ ଲଢ଼ୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।