ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓଡ଼ିଆ ଅଭିନେତା ଅମ୍ଳାନ କଲେ ଦ୍ଵିତୀୟ ବିବାହ ! ଜାଣନ୍ତୁ ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଓଲିଉଡ ର ଜଣେ ଜଣାଶୁଣା ଅଭିନେତା ଅମ୍ଳାନ ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣି ଥିବେ । ଅମ୍ଳାନ ଦାସ ଅନେକ ଗୁଡ଼ିଏ ଓଡ଼ିଆ ସିନେମା ରେ କାମ କରି ଦର୍ଶକ ମାନଂକ ମନ ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ଏହା ଯେ , ଅମ୍ଳାନ ଦାସ ଦ୍ଵିତୀୟ ବିବାହ କରିଛନ୍ତି ।
ତେବେ ବର୍ତ୍ତମାନ ଏଥିପାଇଁ ଅମ୍ଳାନ ଙ୍କ ପ୍ରସଶଙ୍କ ମାନଂକ ମନରେ ପ୍ରଶ୍ନ ଉଠୁଛି ଯେ ,କଣ ସତରେ ଅମ୍ଳାନ ତାଙ୍କ ସ୍ତ୍ରୀ କୁ ଛାଡ଼ି ଦ୍ବିତୀୟ ବିବାହ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଅମ୍ଳାନ ଙ୍କ ବିବାହ ସମୟ ର ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକି ତାଙ୍କର ଏକ ସିନେମା ର କିଛି ଫଟୋ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ କୁ ଦେଖି ସମସ୍ତେ ଭାବୁଛନ୍ତି ଯେ ଅମ୍ଳାନ ଦ୍ଵିତୀୟ ବିବାହ କରିଛନ୍ତି ।
ତେବେ ବର୍ତ୍ତମାନ ଅମ୍ଳାନ ଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଘୁରି ବୁଲୁଛି । ତେବେ ଏହାକୁ ନେଇ ଦର୍ଶକ ମାନେ ମଧ୍ୟ ସମାଲୋଚନା କରୁଛନ୍ତି । ଜଣାଇ ରଖୁଛୁ ଯେ ,ଅମ୍ଳାନ କୌଣସି ଦ୍ଵିତୀୟ ବିବାହ କରି ନାହାନ୍ତି ବରଂ ଏହା ତାଙ୍କର ସିନେମା ର ଫଟୋ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାଇରାଲ ହେଉଥିବା ଫଟୋ ହେଉଛି ଏକ ଫିଲ୍ମ ସୁଟିଂ ର ଫଟୋ ଯେଉଁଥିରେ ଅମ୍ଳାନ ବିବାହ ବେଶ ରେ ବା ବର ବେଶରେ ସଜେଇ ହୋଇ ନଜର ଆସିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।