ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁଠି ଏବଂ କଣ ପାଇଁ ଟ୍ରକ୍ ଢ଼ୋ ଢୋ ହୋଇ ଫୁଟିଗଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ତ ଅନେକ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ ଯାହାକି ଆପଣଙ୍କୁ ଚକିତ କରିଦେଇଥାଏ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏମିତି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇ ରହିଯିବେ । ତେବେ ଆସନ୍ତୁ ଜାଣିବା ,କେଉଁଠି ଏବଂ କଣ ପାଇଁ ଟ୍ରକ୍ ଢ଼ୋ ଢୋ ହୋଇ ଫୁଟିଗଲା ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡିଓ ରେ ଏହା ଦେଖା ଯାଇଛି ଯେ , ଗୋଟେ ଖୋଲା ସ୍ଥାନ ରେ ଦୁଇ ରୁ ତିନୋଟି ଟ୍ରକ୍ ରହିଛି । ସେଥିରୁ ଗୋଟେ ଟ୍ରକ୍ କୌଣସି କାରଣ ବଶତଃ ଜଳି ଉଠିଲା । ଏହାପରେ ନିଆଁ ଟି ସେହି ଟ୍ରକ୍ ଭିତରେ ଖେଳି ଯାଇ ଢୋ ଶବ୍ଦ କରି ଫୁଟିବାକୁ ଲାଗିଲା । ଏହା ପରେ ସେହି ଟ୍ରକ ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା ।
ସେଠାରେ ଥିବା କିଛି ଲୋକ ସେହି ଟ୍ରକ୍ ର ନିଆଁ କୁ ଲିଭାଇବା ପାଇଁ ପାଣି ପକାଇ ଥିଲେ । ଆଉ କିଛି ଲୋକ ନିଆଁ ଲିଭାଇବା ପାଇଁ ଟ୍ରକ୍ ଉପରେ ବାଲି ନେଇ ପକାଇ ଥିଲେ । ସେହି ଟ୍ରକ୍ ଟି ଜଳି ଯାଇ ସେଥିରୁ ବହୁତ ଧୂଆଁ ବାହାରିଥିଲା। ତେବେ ଏହି ଘଟଣା ଟି କଟକ ର ଆଠଗଡ଼ ଠାରେ ଦେଖିବାକୁ ମିଳିଛି । କୌଣସି କାରଣ ବଶତଃ ସେହି ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା ଏବଂ ଟ୍ରକ୍ ଟି ଫୁଟି ଯାଇଥିଲା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।