ବନ୍ଧୁଗଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଉତ୍ତରାଧିକାରୀ କିଏ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ଆଜି ସେହି ସମ୍ପର୍କରେ ଜାଣିବା ସବୁ କିଛି । ତେବେ ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ନବୀନ ପଟ୍ଟନାୟକ ଙ୍କ ଉତ୍ତରାଧିକାରୀ ତାଙ୍କ ପରିବାର ମଧ୍ୟରୁ କେହି ନୁହନ୍ତି । ତେବେ ଏହି କ୍ଷେତ୍ରରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ପଣ୍ଡିଆନ ଙ୍କ ପତ୍ନୀ ସୁଜାତା ହେବେକି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ।
ସାଂଗଠାନିକ ସମ୍ପାଦକ ବବି ଦାସ କଲେ ଖୋଲା ଖୋଲି ଘୋଷଣା । ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ମାନଙ୍କ ମିଟିଙ୍ଗ ରେ କଲେ ଘୋଷଣା । ଏହା ଶୁଣି ସମସ୍ତଙ୍କ ପାଟି ହୋଇଗଲା ଚୁପ୍ । ସେଥିପାଇଁ ନବୀନ ଙ୍କ ଲୟାଲ ଙ୍କୁ ଧିରେ ଧୀରେ ବାହାର କରିବାରେ ଲାଗିଛି ଗ୍ରୁପ । ତେବେ ନବୀନ ଙ୍କ ଉତ୍ତରାଧିକାରୀ ବାଛିବାର ଘଟଣା ଏବେ ସମସ୍ତ କ୍ଷେତରେ ଚର୍ଚ୍ଚା ।
ପାଣ୍ଡିୟାନ ଙ୍କ ପତ୍ନୀ ସୁଜାତା ଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବା ପାଇଁ ପରୋକ୍ଷ ଭାବରେ ଚର୍ଚ୍ଚା କରୁଛି ଦଳ । ୨୦୨୪ ରେ ଆସୁଥିବା ସାଧାରଣ ନିର୍ବାଚନରେ ସୁଜାତା ଙ୍କୁ ମୁକୁଟ ପିନ୍ଧାଇବା ପାଇଁ ଚିନ୍ତା କରୁଛି । ସୁଯୋଗ ଦେଖି ସୁଜାତା ଙ୍କୁ ଦଳର ମୁଖ୍ୟ କରିବା ପାଇଁ ନିଷ୍ପତି ନେଇଛି ଦଳ । ତେବେ ଏହି ଘଟଣାରେ କେତେ ମାତ୍ରାରେ ପ୍ରଭାବିତ ହୋଇପାରୁଛି ବିଜେଡି ଆଗାମୀ କ୍ଷେତ୍ରରେ ଜଣା ପଡ଼ିବ ।
ତେବେ ସମସ୍ତ ଦଳ ଦ୍ଵାରା ହୋଇଥିବା ଏହି ନିଷ୍ପତିରେ କାହାର କେଉଁ ପ୍ରତିକ୍ରିୟା ରହିବ ଦେଖିବାକୁ ବାକି ରହିଲା । ବିଜେଡି ର ମୁଖପାତ୍ର ଭାବେ ସାମ୍ନାକୁ ଆସିବାକୁ ଯାଉଛନ୍ତି ସୁଜାତା । ତେବେ ଏହି କ୍ଷେତ୍ରରେ ଅନ୍ୟ ଲୋକମାନଙ୍କର କୌଣସି ପ୍ରତିକ୍ରିୟା ଜଣା ଯାଏ ନାହି । ତେବେ ଖୁବ୍ ଶୀଘ୍ର ଆଗାମୀ ନିର୍ବାର୍ଚନରେ ସୁଜାତା ଙ୍କୁ ଆପଣ ଦେଖିବାକୁ ପାଇ ପାରନ୍ତି ।
ଏହି କଥା ବିଜେଡି ପକ୍ଷରୁ ପ୍ରକାଶ ପରେ ବିରୋଧୀ ଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବିରୋଧୀ ମାନଙ୍କ ପ୍ରତିକ୍ରିୟା ଖୁବ୍ ଶୀଘ୍ର ଦେଖିବାକୁ ମିଳେ ବୋଲି ଆଶା କରାଯାଉଛି । ବିଜେଡି ଦଳୀୟ ତରଫରୁ ଘୋଷଣା ପରେ ଆଗାମୀ ପରିସ୍ଥିତି ରେ କଣ ହେବ ଦେଖିବାକୁ ବାକି ରହିଲା ।