ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆଜି ଠାରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେବେ କେଉଁ କେଉଁ ଶ୍ରେଣୀ ପିଲା ମାନଙ୍କ ପାଇଁ ଛୁଟି ଘୋଷଣା କରା ଯାଇଛି ଏବଂ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣି ନେବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମିଳିଥିବା ସୂଚନା ଅନୁଯାୟୀ ,ପ୍ରଥମ ଶ୍ରେଣୀ ରୁ ନବମ ଶ୍ରେଣୀ ଯାଏଁ ପିଲା ମାନଙ୍କ ପାଇଁ ସ୍କୁଲ ବନ୍ଦ ରହିବ ।ରାଜ୍ୟ ସରକାର ଏବଂ ଗଣଶିକ୍ଷା ବିଭାଗ ଏହା ନିସ୍ପତି ନେଇଛନ୍ତି କି ବର୍ତ୍ତମାନ ରାଜ୍ୟ ର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ରହିବ । ଅସହ୍ୟ ଗରମ କୁ ଆଖି ରେ ରଖି ରାଜ୍ୟ ସରକାର ଏମିତି ନିସ୍ପତି ନେଇଛନ୍ତି । କିନ୍ତୁ ଏଥି ମଧ୍ୟରେ ମେଟ୍ରିକ ଏବଂ +2 ପରିକ୍ଷା ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି ।
ତେବେ ଏହି ଗ୍ରୀଷ୍ମ ଛୁଟି ଦ୍ଵାରା ପିଲା ମାନଙ୍କ ପାଠ ପଢା ପ୍ରଭାବିତ ହେବ । ଏଥିପାଇଁ ଏଥର ଗ୍ରୀଷ୍ମ ଛୁଟି କୁ 2 ମାସ ଧରି କରା ନଯାଇ ଆସନ୍ତା 5 ଦିନ ପାଇଁ ସ୍କୁଲ ଗୁଡିକ ରେ ପିଲା ମାନଙ୍କ ପାଠ ପଢା ବନ୍ଦ ରହିବାକୁ ନିର୍ଦ୍ଦେଶ ରହିଛି ।ତେବେ ଏହି ସମୟ ରେ ସ୍କୁଲ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ କୁ ଆସିବେ ଏବଂ ଏହି ସମୟ ରେ ନାମ ଲେଖା ପ୍ରକ୍ରିୟା ଜାରି ରହିବ ।
ପାଣିପାଗ ବିଭାଗ ଅନୁସାରେ ତାପମାତ୍ରା ଆଉ କିଛି ଏମିତି ବଢିବ । ପାଣିପାଗ ବିଭାଗ ପକ୍ଷ ରୁ ମିଳିଥିବା ସୂଚନା ରୁ ଏହା ଜଣା ପଡ଼ିଛି କି ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ର ତାପମାତ୍ରା 3 ଡୀଗ୍ରୀ ପାଖାପାଖି ବଢ଼ିପାରେ । ତେବେ ରାଜ୍ୟ ରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବ ବୋଲି ଜଣା ପଡ଼ୁଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।