ଶସ୍ତାରେ ମିଳୁଛି ଡିଜେଲ ପେଟ୍ରୋଲ , ୫୦ ଟଙ୍କାରେ ଗାଡ଼ିର ଟାଙ୍କି ଫୁଲ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶସ୍ତାରେ ମିଳୁଛି ଡିଜେଲ ପେଟ୍ରୋଲ , ୫୦ ଟଙ୍କାରେ ଗାଡ଼ିର ଟାଙ୍କି ଫୁଲ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମସ୍ତ ଦରଦାମ୍ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । କରନା ପ୍ରଭାବ ରେ ଦେଶ ର ସାଧାରଣ ଲୋକ ଙ୍କ ଉପରେ ପ୍ରଭାବ ପକାଇଥିଲା । ରନ୍ଧନ ଗ୍ୟାସ ର ଦାମ୍ ଦିନ କୁ ଦିନ ବୃଦ୍ଧି ପାଉଛି । ପେଟ୍ରୋଲିୟମ ଓ ଡିଜେଲ ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ତେବେ ହଠାତ୍ କମିଯାଇଛି ପେଟ୍ରୋଲ ଓ ଡିଜେଲ୍ ଦର । ସେଥିପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନେଇ ଦେଶରେ ଅସନ୍ତୋଷ ଦେଖାଦେଇଛି । 

 

ବର୍ତ୍ତମାନ ପେଟ୍ରୋଲ ର ଦର ଲିଟର ପିଛା ୧୧୦ ରୁ ଅଧିକ ରହିଛି । ମାତ୍ର ଏମିତି ବି ଦେଶ ଅଛି ଯେଉଁଠାରେ ପେଟ୍ରୋଲ ଦର ୫୦ ଟଙ୍କା ଅଟେ । ଏହା ଦେଶ ର ନାମ ହେଉଛି ଭେନେଜୁଏଲା । ଯେଉଁ ଠାରେ ଅତି କମ୍ ଟଙ୍କା ରେ କାର ର ଟଙ୍କୀ କୁ ଫୁଲ କରି ପାରିବେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ କାର ଟି ମାତ୍ର ୫୦ ଟଙ୍କା ରେ ଭର୍ତି ହୋଇ ଯାଏ । ଏହାର ତୁଳନା ରେ ଆମେ ଦେଖିଲେ ଆମର ଟଙ୍କି ଅଧା ବି ଭର୍ତି ହେବ ନାହିଁ । ଏହି ଦେଶରେ ଆପଣ ଭାରତୀୟ ମୁଦ୍ରାରେ ମାତ୍ର ୨୧ ପଇସା ରେ ଆପଣ ଗୋଟିଏ ଲିଟର ପେଟ୍ରୋଲ ପାଇ ପାରିବେ ।  www.globalpetrolprices.com  ଏହି ୱେବସାଇଟ ଅନୁସାରେ ଭେନେଜୁଏଲାରେ ପେଟ୍ରୋଲର ମୂଲ୍ୟ ମାତ୍ର ୦.୦୨ ଡଲାର ଏବଂ ଡିଜେଲ ମୂଲ୍ୟ ମାତ୍ର ଶୂନ ଡଲାରରେ ବିକ୍ରି ହେଉଛି । ଭାରତୀୟ ଟଙ୍କା ରେ $ 0.02 ଭାଗ କରନ୍ତି, ଏହାର ମୂଲ୍ୟ ମାତ୍ର ଦେଢ ଟଙ୍କା ଅଟେ । ଏହି ଦେଶ ର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୫୦୦୦ ବଲିଭର୍ ଅଟେ ଯାହା ଭାରତୀୟ ଟଙ୍କା ହିସାବ ରେ ଲିଟର ପିଛା ମାତ୍ର ୨୧ ପଇସା ମୂଲ୍ୟ ହୋଇ ଥାଏ । ଏହି ଦେଶ ର ଖବର ବର୍ତ୍ତମାନ ଚର୍ଚ୍ଚା ରେ ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.