2024 ପାଇଁ ହେଲା ରଣନୀତି | ମୋଦି ସହ କରିଲେ ମାଷ୍ଟର ପ୍ଲାନ | 2024 ରେ ଦେଶରେ ଖାଲି ପଦ୍ମ ଫୁଟିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ୟାଟିକ୍ ଲକ୍ଷ୍ୟରେ ମୋଦୀ, ଆସନ୍ତା ସପ୍ତାହରୁ ଆରମ୍ଭ ହେବ BJPର ମିଶନ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି। ସବୁବେଳେ ନିଜ ସୁକର୍ମ ଦ୍ଵାରା ଚର୍ଚ୍ଚା ରେ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

 

ଜନତା ସହ  ଅତି ନିଜର ଭାବେ ମିଶି ଦୁଃଖ ସୁଖ ସବୁ ବୁଝି ଥାଆନ୍ତି। ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜନତା ଙ୍କ ସହ ନିଜର ଭାବେ ଖୁବ୍ ଖେଳି ମେଳି ଯାଆନ୍ତି। ଲୋକ ମାନଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଯୋଗୁଁ  ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କୁ । ଆଗକୁ ରହିଛି ୨୦୨୪ ଲୋକସଭା ନିର୍ବାଚନ । ସମସ୍ତ ଦଳ ଅଣ୍ଟା ଭିଡ଼ିବା ରେ ଲାଗି ପଡିଛନ୍ତି । 

 

ପୂର୍ବରୁ ୨୦୧୪ଓ ୨୦୧୯ରେ ଲଗାତର ଦୁଇଥର କେନ୍ଦ୍ରରେ  ବିଜେପି ର ଶାସନ ଚାଲିଛି । ୨୦୨୪ ରେ ଜିତିବା ପାଇଁ ଆଗକୁ ବଢ଼ିବାରେ ଲାଗିଛି । ବିଜେପି କୁ ହରାଇବା ପାଇଁ କଂଗ୍ରେସ ଆମ ଆଦମୀ ପାର୍ଟି ଆଦି ସଜାଗ ହୋଇ ଉଠୁଛନ୍ତି । ପୂର୍ବରୁ ବିଜେପି ଉପାଧ୍ୟକ୍ଷ ବୈଜପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାର ଜଣିଆ ସଂସଦୀୟ ଟିମ୍ ୨୩୦୦ଟି ବିଧାନସଭା କ୍ଷେତ୍ର ଅଧିନସ୍ଥ ସମସ୍ତ ବୁଥକୁ ଆୟତ କରିବା ପାଇଁ ରଣନୀତି ପ୍ରସ୍ତୁତ କରା ଯାଇ ଥିଲା। 

 

ଭାରତ ରେ ସମୁଦାୟ ୭୪ ହଜାର ବୁଥ ଚିହ୍ନଟ କରି ସାରିଛି । ଉକ୍ତ ବୁଥଗୁଡ଼ିକର ସମସ୍ତ ସ୍ଥାନମାନଙ୍କରେ ଦଳ କ୍ରମାଗତ ଭାବେ ଜିତି ଆସୁଛି ।  ବୁଥଗୁଡ଼ିକରେ ଦଳ ନିଜର ସ୍ଥିତି ମଜବୁତ କରିବା ସହ ତୃଣମୂଳ ସ୍ତରରୁ ନିଜର ସ୍ଥାନ ସଂରକ୍ଷଣ କରିବାକୁ ପ୍ରୟାସ କରିବ । ଏହି ଉପାୟ  ଅଧିକାଂଶ ଦକ୍ଷିଣ ଓ ପଶ୍ଚିମ ରାଜ୍ୟମାନଙ୍କରେ ପ୍ରୟୋଗ ହୋଇପାରେ ବୋଲି ଆଶଙ୍କା କରିଛି ବିଜେପି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.