ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବହୁ ଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ର-ହ-ସ୍ୟ ରୁ ହଟିଲା ପରଦା, ଆରକ୍ଷୀ ଅଧିକାରୀ ଆଗରେ ସବୁ ସତ ଓକାଳିଲା ଗୋବିନ୍ଦ ସାହୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋ-ସି-ଆ-ଲ ସା-ଇ-ଟ୍ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ। ତେବେ କାଲି ସକାଳେ ସେହିପରି ଏକ ଖବର ଶୁଣିବାକୁ ମିଳିଥିଲା, ଯାହାକି ଆମ ରାଜ୍ୟ ଓଡିଶାକୁ ନେଇ, ଏହାକୁ ଶୁଣିବା ପରେ ସାରା ରାଜ୍ୟବାସୀ ଆର୍ଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ତେବେ ସେହି ଖବରଟି ଥିଲାକି ଗୋଟେ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କୁ ସେଠାକାର ପ୍ରେସିଡେଣ୍ଟ ମା-ରି ଦେଇ, ତାଙ୍କ ଜିଲ୍ଲାରେ ତିଆରି ହେଉଥିବା ନୂଆ ଷ୍ଟାବିୟମ୍ ରେ ପୋତିଦେଇଥିଲେ। ଏହି ଖବର ପାଇବା ପରେ ପୋଲିସ ସେଠାରେ ପହଁଞ୍ଚିଥିଲା, ଖୋଳାଖୋଳି ମଧ୍ୟ ଆରମ୍ଭ କରିଥିଲା ତିନି ଘଣ୍ଟା ପରେ ସେ ସେଠାରୁ ଏକ ଦ-ଗ୍ଧ ମ-ର ଦେହ ପାଇଥିଲା। ଏହାପରେ ଆରକ୍ଷୀ ଅଧିକାରୀ ତାହାକୁ ସିଲ୍ କରି ନେଇଥିଲା, ଏହାକୁ ଦେଖିବା ପାଇଁ ସେଠାରେ ବହୁ ଲୋକ ଭିଡ଼ ବାନ୍ଧିଥିବାର ଦେଖିବାକୁ ମିଳିଥିଲା।
ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ ମା-ରି ଦିଆ ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା, ଯାହା ସମ୍ପର୍କରେ ମମିତାଙ୍କ ପାଖରେ ଖବର ଥିଲା ଏବଂ ମମିତା ସେହି ସବୁ ସମ୍ପର୍କରେ ଜାଣିଥିଲେ। ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କ-ଳା-କା-ର-ନା-ମା ର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁ-ଲା-ସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ। ତେବେ ନିଜର କ-ଳା-କା-ର-ନା-ମା ର ଖୁ-ଲା-ସା ହେବା ଡ-ରରେ ମମିତାଙ୍କୁ ମା-ରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। ତେବେ ଯେତେବେଳେ ସେହି ଦ-ଗ୍ଧ ଦେହ ଉ-ଦ୍ଧା-ର ହୋଇଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇନଥିଲା କି ତାହା ମମିତାଙ୍କର କି ନାହିଁ।
ଏହାପରେ ଆରକ୍ଷୀ ଅଧିକାରୀ ଏହାକୁ ନେଇ ପରୀକ୍ଷା ପାଇଁ ପଠାଇଥିଲା ଏବଂ ଏହା ପଛର ସବୁ ର-ହ-ସ୍ୟ ମଧ୍ୟ ଖୋଳତାଡ କରିଥିଲା। ଏବେ କିନ୍ତୁ ଏହି ସବୁ ଖୋଳତାଡର ଅନ୍ତ ଘଟିଛି, କାରଣ ଯିଏ ପ୍ରକୃତ ଦୋ-ଷୀ ଅର୍ଥାତ୍ ଗୋବିନ୍ଦ ରାଉତ ସେ ପୋଲିସ ଆଗରେ ସବୁ ସତ କଥା ସ୍ୱୀକାର କିରିଛି। ଗତ ୮ ତାରିଖ ଦିନ ଗୋବିନ୍ଦ, ମମିତାଙ୍କୁ ନିଜ ୱାଗନର୍ କାର୍ରେ ବସାଇ ନେଇଥିଲା। ଭବାନୀପାଟଣାରେ ଶପିଂ କରାଇବା ପରେ ଗୋବିନ୍ଦ ମ-ର୍ଡ-ର ପାଇଁ ପ୍ଲାନ୍ ପ୍ରସ୍ତୁତ କରିଥିଲା। ତାଙ୍କ ସମ୍ପର୍କରେ ମମିତା ଏପରି କିଛି ଗୁମର ଜାଣିଥିଲେ ଯାହାକୁ ନେଇ ଗୋବିନ୍ଦ ଡ-ରି ଯାଇଥିଲେ। କାହାକୁ ନ କହିବା ପାଇଁ ମମିତାଙ୍କୁ ସେ ଗୁହାରି କରିଥିଲା। ଏପରିକି ମାଣିକେଶ୍ୱରୀଙ୍କ ମନ୍ଦିର ଯାଇ ଶପଥ କରି ଗୁମର ପ୍ରଘଟ ନ କରିବାକୁ ମଧ୍ୟ ଗୋବିନ୍ଦ ନେହୁରା ହୋଇଥିଲେ। ହେଲେ ଏଥିରେ ମମିତା ରାଜି ହୋଇନଥିଲେ।
ଆଉ ଏଥିରେ ଉ-ତ୍-କ୍ଷି-ପ୍ତ ହୋଇ କାର୍ ପଛ ସିଟ୍ରେ ମମିତାଙ୍କୁ ତଣ୍ଟି ଚି-ପି ମା-ରି-ଥି-ଲା ଗୋବିନ୍ଦ। ପରେ ମ-ର ଦେହକୁ ନ-ଷ୍ଟ କରିବାକୁ ସେ ପ୍ଲାନିଂ କରିଥିଲା।ମହାଲିଙ୍ଗ ଷ୍ଟାଡିୟମ୍ରେ ଗାତ ଖୋଳିବାକୁ ନିଜର ନିକଟତର ସହଯୋଗୀ ରାଧେକୁ ଗୋବିନ୍ଦ କହିଥିଲା। ମୁନସୀକୁ କହି କାଡ୍ବୋର୍ଡ ପ୍ରସ୍ତୁତ ରଖା ଯାଇଥିଲା। ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଇବା ପରେ ମ-ର ଦେହ ରଖା ଯାଇଥିଲା। ଏହା ଉପରେ କାଠ, ଟାୟର ପକାଇ ଗୋବିନ୍ଦ ଜା-ଳି ଦେଇଥିଲା। ଏବେ ପ୍ରଶ୍ନ ଉଠୁଛି ମୁନସୀ ଓ ରାଧେ କ’ଣ ଜାଣିଥିଲେ ମମିତାଙ୍କ ମ-ରି-ବା ସମ୍ପର୍କରେ ? ଗୋବିନ୍ଦଙ୍କୁ ଏମାନେ ମ-ରି-ବା ପରେ ସହଯୋଗ କରିଥିଲେ କି ? ଏବେ ଏହାକୁ ନେଇ ତ-ଦ-ନ୍ତ ଚାଲିଛି। ତେବେ ଏମାନଙ୍କୁ କେବଳ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରନାମା ସମ୍ପର୍କରେ ଏମାନେ ଜାଣିନଥିବା ଗୋବିନ୍ଦ ଆରକ୍ଷୀ ଅଧିକାରୀକୁ କହିଛି
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।