ସ୍ତାରେ ମିଳୁଛି ଡିଜେଲ ପେଟ୍ରୋଲ , ୫୦ ଟଙ୍କାରେ ଗାଡ଼ିର ଟାଙ୍କି ଫୁଲ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶସ୍ତାରେ ମିଳୁଛି ଡିଜେଲ ପେଟ୍ରୋଲ , ୫୦ ଟଙ୍କାରେ ଗାଡ଼ିର ଟାଙ୍କି ଫୁଲ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ , ଦରଦାମ୍ ବୃଦ୍ଧି ଦ୍ଵାରା ଆମର ପକେଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ।କରୋନା ମହାମାରୀ ଦ୍ଵାରା ଦେଶ ର ସାଧାରଣ ଲୋକ ଙ୍କ ଉପରେ ବେଶ୍ ପ୍ରଭାବ ପଡ଼ିଥିଲା ଏବଂ ଦେଶ ର ଅର୍ଥିନୀତି ମଧ୍ୟ ତଳକୁ ଖସି ଯାଇଥିଲା । ଆଉ ଏଥି ମଧ୍ୟରେ ରନ୍ଧନ ଗ୍ୟାସ ର ଦାମ୍ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ।

 

 ଦେଶ ରେ ପେଟ୍ରୋଲ ଓ ଡିଜେଲ୍ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏଥିପାଇଁ ମଧ୍ୟ ଦେଶରେ ଅସନ୍ତୋଷ ଦେଖାଦେଉଛି । ପେଟ୍ରୋଲ ର ଦର ବର୍ତ୍ତମାନ ଲିଟର ପିଛା ୧୧୦ ରୁ ଅଧିକ ରହିଛି । ଏମିତି ବି କିଛି ଦେଶ ଅଛି ଯେଉଁଠାରେ ପେଟ୍ରୋଲ ଲିଟର ପିଛା ୫୦ ଟଙ୍କା ଅଟେ । ତେବେ ସେହି ଦେଶ ର ନାମ ହେଉଛି ଭେନେଜୁଏଲା ।

 

 

 ଭେନେଜୁଏଲା ରେ ଆପଣ ବହୁତ୍ କମ୍ ଟଙ୍କା ରେ ଆପଣ କାର ଟାଙ୍କୀ ଫୁଲ୍ କରିପାରିବେ । ସେଠାରେ ମାତ୍ର 50 ଟଙ୍କା ରେ କାର ର ଟାଙ୍କୀ ଫୁଲ୍ ହୋଇଯାଏ । ମାତ୍ର ଆମ ଦେଶ ରେ 50 ଟଙ୍କା ରେ ଟାଙ୍କି ଅଧା ବି ଭର୍ତି ହେବ ନାହିଁ । ତେବେ ସେହି ଦେଶରେ ଭାରତୀୟ ମୁଦ୍ରା ଅନୁସାରେ ମାତ୍ର  ୨୧ ପଇସା ରେ ଗୋଟେ ଲିଟର ପେଟ୍ରୋଲ ପାଇ ପାରିବେ ।

 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.