ଗୋବିନ୍ଦ ଙ୍କ ପୋଲ ଖୋଲିଲେ ମହଲିଙ୍ଗ କଲେଜ ର ପୂର୍ବତନ ଛାତ୍ର । Live Video କରି ଫିଟେଇଲେ ଗୁମର । Watch Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମହାଲିଂଗ କଲେଜ ର ଏକ ପୂର୍ବତନ ଛାତ୍ର ଗୋବିନ୍ଦ ଙ୍କ କେଉଁ ସବୁ ଗୁମର ଖୋଲି ଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମହାଲିଂ-ଗ କଲେଜ ର ଏକ ପୂର୍ବତନ ଛାତ୍ର ଏହା କହିଛନ୍ତି ଯେ ,” ଗୋବିନ୍ଦ ସାହୁ ବସିଥିଲେ ପଇସା ର ପାହାଡ ଉପରେ । ଗୋବିନ୍ଦ ଏହା ମଧ୍ୟ ଭାବୁଥିଲେ ଯେ ତାଙ୍କୁ କେହି ମଧ୍ୟ ଛୁ-ଇଁ ପାରିବେନି ବୋଲି । ବୋଧ ହୁଏ ସେ ଜାଣିନି ଏହି କଥା କି ” ସତ୍ୟ ର ସମୁଦ୍ର ଲହରୀ ଏତେ ବଡ ଯେ ସେ ସବୁ ପାହାଡ଼ କୁ ମଧ୍ୟ ବୁଡାଇ ଦେବାର କ୍ଷମତା ରଖିଥାଏ ।

 

ଏହା ପରେ ସେହି ଛାତ୍ର ଜଣଙ୍କ ଏହା କହିଛନ୍ତି ଯେ ,” ମହାଲିଂ-ଗ କଲେଜ ର କାମ ଥିଲା ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଚିତ୍ ମାର୍ଗ ଦେଖାଇବା , କିନ୍ତୁ ମହାଲିଙ୍ଗ କଲେଜ ର ଝିଅ ମାନଂକ ହ-ଷ୍ଟେ-ଲ ରେ ଗୋବିନ୍ଦ ରାତି ରେ ଯାଇ ନାଟ କରୁଥିଲା । ମହାଲି-ଙ୍ଗ କଲେଜ ରେ ରାତି ରେ ମନ୍ତ୍ରୀ ମାନେ କାହିଁକି ରହୁଥିଲେ ବୋଧେ ତାଙ୍କର ଛାତ୍ରଛାତ୍ରୀ ମାନଙ୍କୁ କିଛି ବିଶେଷ ଜ୍ଞା-ନ ଦେଉଥିଲେ । ଏହି ସବୁ କରିବା ପାଇଁ ସେମାନଙ୍କ ସାହସ ବି କେମିତି ନ ବଢିବ , ସମସ୍ତେ ଜାଣି କରି ଯେତେବେଳେ ଚୁପଚାପ୍ ରହୁଥିଲେ । ସେମାନେ ଏହାର ଫାଇଦା ଉଠାଇ ବହୁତ୍ କିଛି କରୁଥିଲେ ।

 

ସେ ଛାତ୍ର ଜଣଙ୍କ ଶେଷ ରେ ଏହା କହିଥିଲେ ଯେ ସେମାନେ ସବୁ କିଛି ଜାଣି କରି ମଧ୍ୟ କିଛି କହି ପାରୁ ନଥିଲେ କାହିଁକି ନା ସେମାନଙ୍କୁ ସଦା ସର୍ବଦା ଏହି ଡର ଥିଲା ଯେ ଏପରି କିଛି ପ୍ରଦଖେପ୍ ନେବା ଦ୍ଵାରା ହୁଏତ ମତେ ଏହି କଲେଜ ରୁ ବାହାର କରିଦେବେ । ଏମିତି କି ପରୀକ୍ଷା ରେ ମାର୍କ ବି ନା ଦେବାର ଡର ମନ ଭିତରେ ସବୁବେଳେ ରହୁଥିଲା ସେଥିପାଇଁ ସେମାନେ ସବୁବେଳେ ସବୁ କିଛି ଜାଣି କରି ମଧ୍ୟ ଚୁପ୍ ହିଁ ରହୁଥିଲେ ।

 

 ସେହି ଛାତ୍ର ଜଣକ ଏହା ମଧ୍ୟ କହିଛନ୍ତି ଯେ , କେହି ଜଣେ ତ ସତ କଥା କହିଛି , ମିଛ ଟା କେତେ ଦିନ ଲୁଚି ରହିବ , ଦିନେ ନା ଦିନେ ତ ସତ ଟା କଣ ଆଗକୁ ହିଁ ଆସିବ । ଏବେ ଯାହା ହେଉଛି ତାହା ତ ହେବାର ଥିଲା ଖାଲି ଏହା ସମସ୍ତଙ୍କୁ ଦୁଃ-ଖ  ଦେଲା ଯେ ସେହି ଚକର ରେ ସେମାନଙ୍କ ମାମ୍ ମମୀତା ମେହେର ଙ୍କ ମୃ-ତ୍ୟୁ ହୋଇଗଲା । ଶେଷ ରେ ଏହା କହିଛନ୍ତି ଯେ ସେମାନେ ମମୀତା ମାମ୍ ଙ୍କ ପାଇଁ ନ୍ୟା-ୟ ଚାହୁଁ ଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *