ମହେନ୍ଦ୍ର ସିଂ ଧୋନି ଙ୍କ ନାଁ ରେ ଯୋଡି ହେଲା ଆଉ ଏକ ବଡ଼ ରେକର୍ଡ । ଜାଣନ୍ତୁ କଣ ଏହି ରେକର୍ଡ…

 

 

ବିଶ୍ଵ ର ସମସ୍ତ କ୍ୟାପଟେନ ଙ୍କୁ ପଛରେ ପକାଇ ଛନ୍ତି ମାହି । ଟି -୨୦ ରେ ଅଧିନାୟକ ଭାବରେ ଖେଳିଛନ୍ତି ୩୦୦ ତମ ମ୍ୟାଚ୍ । ଟି -୨୦ ରେ ସର୍ବାଧିକ ନେ-ତୃ-ତ୍ୱ ନେବାରେ ଧୋନି ପ୍ରଥମ ରେ ରହିଛନ୍ତି । ଅଧିନାୟକ ଭାବେ ୩୦୦ ତମ ମ୍ୟାଚ୍ ସହ ଦଳ କି ଦେଇଛନ୍ତି ଚାମ୍ପିଅନ ଟ୍ରଫି । କ୍ରି-କେ-ଟ ଦୁନିଆ ରେ ବି-ର-ଳ ରେ-କ-ର୍ଡ ସୃଷ୍ଟି କରିଛନ୍ତି ମହେନ୍ଦ୍ର ସିଂହ ଧୋନି ।

 

ଚଳିତ ବର୍ଷ ଆଇ-ପି-ଏଲ ଫାଇନାଲ ରେ ପଡିଆ କୁ ଓ-ହ୍ଲା-ଇବା ମାତ୍ରେ ଧୋନି କରିଥିଲେ ନିଜ ନାମ ରେ ଏକ ନୂଆ ରେ-କ-ର୍ଡ । ବିଶ୍ଵ ର ପ୍ରଥମ ଅଧିନାୟକ ଭାବରେ ଧୋନି ଖେଳିଛନ୍ତି ସର୍ବାଧିକ ୩୦୦ ଟି ମ୍ୟାଚ୍, ଏହି ତାଲିକା ର ଦ୍ଵିତୀୟ ରେ ରହିଛନ୍ତି ୱେ-ଷ୍ଟ ଇଣ୍ଡିଜ ର ଡାରେନ୍ ସାମି , ସେ ମଧ୍ୟ ଅଧିନାୟକ ଭାବରେ ୨୦୮ ଟି ମ୍ୟାଚ୍ ଖେଳିଛନ୍ତି ।

 

୨୦୦୮ ମସିହା ରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ନେ-ତୃ-ତ୍ୱ ନେଉଛନ୍ତି ମହେନ୍ଦ୍ର ସିଂହ ଧୋନି । ତାଙ୍କର ନେ-ତୃ-ତ୍ୱ ରେ ମଧ୍ୟ ଚେନ୍ନାଇ ୧୦ ଥର ଆଇପିଏଲ ର ଫାଇନାଲ ମ୍ୟାଚ୍ ଖେଳିଛି । ଏଥିରୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ ଅର୍ଥାତ ସମୁଦାୟ ୪ ଥର ଚାମ୍ପିଅନ ହୋଇଛି ଚେନ୍ନାଇ ।

 

ତେବେ ୨୦୧୭ ରେ ଧୋନି ରାଇଯିଂ ପୁନେ ତରଫ ରୁ ଫାଇନାଲ ଖେଳିଥିଲେ , ସେହି ସମୟ ରେ ଚେନ୍ନାଇ ଟିମ୍ ଦୁଇ ବର୍ଷ ପାଇଁ ବ୍ୟା-ନ ହୋଇଥିଲା। ୨୦୨୦ ମସିହା ଅଗଷ୍ଟ ୧୫ ତାରିଖ ରେ ଆନ୍ତର୍ଜାତୀୟ କ୍ରିକେଟ କୁ ଅଲବିଦା କହିଥିଲେ ମହେନ୍ଦ୍ର ସିଂହ ଧୋନି ।

 

ମହେନ୍ଦ୍ର ସିଂହ ଧୋନି ଆଇପିଏଲ ରେ ୨୧୪ ଟି ମ୍ୟାଚ୍ ରେ ଚେନ୍ନାଇ ଟିମ୍ ପକ୍ଷ ରୁ ନେ-ତୃ-ତ୍ୱ ନେଇଛନ୍ତି । ଏଥି ମଧ୍ୟରୁ ୧୩୧ ଟି ମ୍ୟାଚ୍ ଜିତି ଥିବା ବେଳେ ୮୧ ମ୍ୟାଚ୍ ହାରି ଛନ୍ତି । ଏଥର ଆଇପିଏଲ ରେ ଚେନ୍ନାଇ ଜିତିବା ପରେ ଚେନ୍ନାଇ ଟିମ୍ ର ସତ୍ଵାଧିକାରୀ କହିଛନ୍ତି ଯେ ” ଧୋନି ଙ୍କ ବିନା ଚେନ୍ନାଇ ନାହିଁ କିମ୍ବା ଚେନ୍ନାଇ ବିନା ଧୋନି ନାହାନ୍ତି” ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *