ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ସବୁ ଦିନରେ ମାଗନ୍ତୁ ନିଜର ଉଧାର ଟଙ୍କା,ଆଉ ଫେରି ପାଆନ୍ତୁ ନିଜର ଟଙ୍କା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାସ୍ତୁ ଶାସ୍ତ୍ର ର ମୂଲ୍ୟ ଅନେକ । ଘରେ ବାସ୍ତୁ ଶାସ୍ତ୍ର ଠିକ୍ ରହି ଥିଲେ ଘରେ ସର୍ବଦା ସୁଖ ର ବାତାବରଣ ହୋଇ ଥାଏ । ଘରେ ଧନ ସମ୍ପତି ର ସମସ୍ୟା ଲାଗି ରହୁ ଥିଲେ ଏହାର ମୁଖ୍ୟ କାରଣ ଘର ର ବାସ୍ତୁ । ଯେଉଁ ଗୃହ ରେ ବାସ୍ତୁ ସମସ୍ୟା ରହି ଥାଏ ସେଠାରେ ଯେତେ ଅଧିକ ରୋଜଗାର କରିଲେ ମଧ୍ୟ ତିଳେ ମାତ୍ର ସଞ୍ଚୟ ହୋଇ ନ ଥାଏ । ଘର ର ପ୍ରତ୍ୟେକ ବସ୍ତୁ କୋଣ ଅନୁକୋଣ ଗୋଟିଏ ବ୍ୟକ୍ତି ର ଜୀବନ ଶୈଳୀ ନିର୍ଭର କରି ଥାଏ ।
ବାସ୍ତୁ ଶାସ୍ତ୍ରର ଅନେକ ନିୟମ କୁ ଅନୁସରଣ କରି ଘର ପ୍ରସ୍ତୁତି ହେବା ସହିତ ଘର ର ବସ୍ତୁ ମାନେ ମଧ୍ୟ ରହିଥାନ୍ତି । ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଲାଗି ରହି ଥାଏ । ଠିକ୍ ସେହପରି ଘର ଭିତରେ କିମ୍ବା ବାହାରେ ଏପରି କିଛି ବସ୍ତୁ ରଖିଥାଉ ଯାହାର ଖରାପ ପ୍ରଭାବ ଆମ ଜୀବନ ରେ ପଡି ଥାଏ ।ସେଥି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ନିଜର ଉଧାର ଟଙ୍କା ପାଇ ପାରୁ ନାହାଁନ୍ତି, ତାହେଲେ ଏହି ନିୟମ ଆପଣାନ୍ତୁ।
ମଙ୍ଗଳବାର ଓ ଶନିବାର ଏହି ଦୁଇ ବାରରେ ଆପଣ ପୁରା ସକାଳୁ ଉଠି, କିଛି ନକହି ଉଠିବା ପରେ ପୁରା ଚୁପଚାପ୍ ରୁହନ୍ତୁ।ଆଉ ଯାହା ପାଖରୁ ଆପଣ ନିଜର ଉଧାର ଟଙ୍କା ନେବେ ତାଙ୍କୁ କଲ୍ କରନ୍ତୁ। ଅର୍ଥାତ୍ ଆପଣଙ୍କ ମୁଖର ପ୍ରଥମ ଶବ୍ଦ ସେ ଶୁଣିବେ,ଆଉ ତାଙ୍କୁ ନମ୍ରତା ସହ ନିଜର ଟଙ୍କା ମାଗନ୍ତୁ। ପ୍ରତି ମଙ୍ଗଳବାର ଓ ଶନିବାର ଦିନ ନମସ୍କାର କରି ନିଜର ଟଙ୍କା ମାଗନ୍ତୁ ଦେଖିବେ ଆପଣ ନିଜର ଟଙ୍କା ପାଇବେ। ଟଙ୍କା ତାଙ୍କୁ ମାଗନ୍ତୁ ଯିଏ ଦେଲା ଭଳି ସକ୍ଷମ ହୋଇଥିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।