ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆରକ୍ଷୀ ଅଧିକାରୀର ସୂଚନାରେ ସନ୍ତୁଷ୍ଟ ନଥିଲେ ଲୋକମାନେ, ମମିତାଙ୍କ କଥାକୁ ନେଇ ସାମ୍ବାଦିକ ଜଣକ ଆରକ୍ଷୀ ଅଧିକାରୀକୁ କରିଲେ ଏପରି କିଛି ପ୍ରଶ୍ନ, ସମସ୍ତେ କରୁଛନ୍ତି ପ୍ରଶଂସା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ ମା-ରି ଦିଆ ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା, ଯାହା ସମ୍ପର୍କରେ ମମିତାଙ୍କ ପାଖରେ ଖବର ଥିଲା ଏବଂ ମମିତା ସେହି ସବୁ ସମ୍ପର୍କରେ ଜାଣିଥିଲେ। ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କ-ଳା-କା-ର-ନା-ମାର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁ-ଲା-ସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ।
ତେବେ ନିଜର କ-ଳା-କା-ର-ନା-ମାର ଖୁଲାସା ହେବା ଡରରେ ମମିତାଙ୍କୁ ମା-ରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। ତେବେ ଯେତେବେଳେ ସେହି ଦ-ଗ୍ଧ ମ-ର ଦେହ ଉଦ୍ଧାର ହୋଇଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇନଥିଲା କି ତାହା ମମିତାଙ୍କର କି ନାହିଁ। ଏହାପରେ ଆରକ୍ଷୀ ଅଧିକାରୀ ଏହାକୁ ନେଇ ପରୀକ୍ଷା ପାଇଁ ପଠାଇଥିଲା ଏବଂ ଏହା ପଛର ସବୁ ର-ହ-ସ୍ୟ ମଧ୍ୟ ଖୋଳତାଡ କରିଥିଲା। ଏନେଇ ଗତ କାଲି ବଲାଙ୍ଗୀର ର SP ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ ମମିତା ଙ୍କର ମ-ରି-ବା ମା-ମ-ଲା କୁ ନେଇ କିଛି ତଥ୍ୟ। କିନ୍ତୁ ଏଥିରେ ଲୋକମାନେ ସନ୍ତୁଷ୍ଟ ନଥିଲେ।
ଏନେଇ ଜଣେ ସାହସିକ ସାମ୍ବାଦିକ ବଲାଙ୍ଗୀର ଆରକ୍ଷୀ ଅଧିକାରୀ ଅଫିସର ଙ୍କ ସହ ଫୋନ ରେ କଥା ହୋଇଥିଲେ। ଆଉ ସେ ଏହାର ଅଡିଓ ରେକର୍ଡ ଏବେ ସୋ-ସି-ଆ-ଲ୍ ମି-ଡି-ଆରେ ସେୟାର୍ କରିଛନ୍ତି ଯାହାକି ସୋ-ସି-ଆ-ଲ ମି-ଡ଼ି-ଆରେ ନିଆଁ ଭଳି ଭା-ଇ-ରା-ଲ୍ ହେଉଛି। ଆରକ୍ଷୀ ଅଧିକାରୀ ପ୍ରଥମେ ସୂଚନା ଦେଇଥିଲା କି ଗୋବିନ୍ଦ କୁ ଗି-ର-ଫ କରିଛି, ଏବଂ ଏହାର କିଛି ସମୟ ପରେ ପୁଣି ସୂଚନା ଆସିଲା କି ଗୋବିନ୍ଦ ଫେ-ରା-ର ହୋଇ ଯାଇଛି ବୋଲି।ଏହି ପରିସ୍ଥିତି ରେ ସାମ୍ବାଦିକ ଜଣଙ୍କ ଆରକ୍ଷୀ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ, କି ଏହା କିପରି ସମ୍ଭବ ଅଟେ। ନିଶ୍ଚିତ ଭାବରେ ଆପଣ ମାନଙ୍କ ର ଏହି ମା-ମ-ଲାରେ ସମ୍ପୂର୍କ୍ତି ରହିଛି।ସେ ଆରକ୍ଷୀ ଅଧିକାରୀ କୁ କହିଥିଲେ କି ଏହିପରି ଆପଣଙ୍କ ର ପରିବାର ରେ କାହା ସହ ହୋଇଥିଲେ ଆପଣ କଣ କରିଥାନ୍ତେ।
ତେବେ ଆରକ୍ଷୀ ଅଧିକାରୀ ଜଣଙ୍କ କହିଛନ୍ତି କି ମୁଁ ସେହି ଲେଭଲ ର ଅଫିସର ନୁହେଁ ତେଣୁ ମୁଁ ଏ ବିଷୟରେ କିଛି ବି ଜାଣି ନାହିଁ। ଏହା ପରେ ସାମ୍ବାଦିକ ପୁଣି କହିଥିଲେ କି ଆପଣ ଙ୍କର ଜୀବନ କାଳ ଭିତରେ କେତେ ଜଣ ସାଧାରଣ ବ୍ୟକ୍ତି ଙ୍କୁ ଆପଣ ସାମ୍ନା ର ସହ ଅ-ଭି-ଯୋ-ଗ ଗ୍ରହଣ କରିଛନ୍ତି।ଆରକ୍ଷୀ ଅଧିକାରୀ ଚୁପ ରହିଥିଲେ। ତା ପରେ ସାମ୍ବାଦିକ ଜଣଙ୍କ କହିଥିଲେ କି ଯେତେବେଳେ ଗୋଟିଏ ଗରିବ ଲୋକ ଥାନା କୁ ଯାଏ ତାକୁ ଆପଣ ମାନେ କୁକୁର ଗଧ ଭଳି ବ୍ୟବହାର କରନ୍ତି ମାତ୍ର ଧନୀ ଲୋକ କିମ୍ବା ନେତା ମନ୍ତ୍ରୀ ହେଲେ ତାଙ୍କୁ ମୁଣ୍ଡିଆ ମାରନ୍ତି। ସେମାନେ ତ ମୂର୍ଖ ଲୋକ ୫ ବର୍ଷ ପାଇଁ ଶାସନ ପଦବୀରେ ରହିଥାନ୍ତି ,କିନ୍ତୁ ଆପଣ ମାନେ ତ ଉଚ୍ଚ ଶିକ୍ଷା ଗ୍ରହଣ କରି ନିଜ ଯୋଗ୍ୟତାରେ ଚାକିରୀ ୬୦ ବର୍ଷ ପାଇଁ ପାଇଛନ୍ତି ତ ପୁଣି ସେମାନ ଙ୍କ ଆଗରେ ମୁଣ୍ଡ ନୁଆଇବା କଣ ଦରକାର। ତେବେ ସାମ୍ବାଦିକ ଙ୍କର ଏହି କଥାକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।