ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୪ ରୁ ୨୫ ବର୍ଷୀୟ ପିଲାଙ୍କ ପାଇଁ କିଛି ଜାଣିବାର କଥା। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମଣିଷ ତାର ପରିଶ୍ରମ ଓ ଆତ୍ମ ବିଶ୍ୱାସ ବଳ ରେ ସଫଳତା ର ଶୀର୍ଷ ରେ ପହଞ୍ଚି ଥାଏ । ଆତ୍ମବିଶ୍ଵାସ ସହିତ ଦୃଢ଼ ବିଶ୍ୱାସ ସଫଳତା ର ସବୁଠୁ ବଡ଼ ସିଢ଼ୀ ହୋଇଥାଏ । ଯଦି ଗୋଟିଏ ମଣିଷ ପରିଶ୍ରମୀ ହେବା ସହିତ ଆତ୍ମ ବିଶ୍ୱାସୀ ହୋଇଥିବ ତେବେ ସେ ତାର ଲକ୍ଷ୍ୟ ସ୍ଥଳ ରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ପହଞ୍ଚି ପାରିବ । ସମାଜରେ ପ୍ରତେକ୍ ଲୋକ ସଫଳତା ହାସଲ କରିବା ପାଇଁ ଚାହିଁ ଥାନ୍ତି ।
କିନ୍ତୁ ସଫଳତା ବାଟ ରେ ଅନେକ ବାଧା ବିଘ୍ନ ଆସିଥାଏ । ତେବେ ଏହି ବାଧା ନାମକ ରାସ୍ତା କୁ ଯିଏ ପର କରିଥାଏ ସେ ବାଜିମାତ କରିଥାଏ । ତେବେ ଏହା କହିବା ଠିକ୍ ଯେ କେହି ଯଦି ଜଣେ ମନରେ କିଛି କରିବା ପାଇଁ ଦୃଢ଼ କରିଥାଏ ସେ ସମସ୍ତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିଥାଏ । ଜୀବନ ରେ ଅନେକ ବାଧା ଦେଖା ଦେଇ ଥାଏ । ତେବେ ସମସ୍ତ ଙ୍କ ଜୀବନ ରେ ଅନେକ କଷ୍ଟ ଦେଖା ଦେଇ ଥାଏ । ଆଉ ଏହି କଷ୍ଟ କୁ ସହି ଯିଏ ଆଗକୁ ବଢେ , ସେ ସଫଳତା ର ଶୀର୍ଷ ରେ ପହଞ୍ଚେ ।
ଏହି ୧୪ ରୁ ୨୫ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ ।ଏହି ସମୟ ଜୀବନକୁ ପରିବର୍ତନ କରିବାର ସମୟ ଅଟେ । ବୟସ ଅତିକ୍ରମ କଲାପରେ ବ୍ୟକ୍ତିଟି ଯେତେ ବେଳେ ବୟସ୍କ ହୋଇଯାଇ ଥାଏ ସେ ସେତେବେଳେ ଥକା ମାରି ବସିଥାଏ । ସେତେବେଳେ ତା ପାଖରେ ରହିବାକୁ ନିଜର ଘର ନ ଥାଏ କି ପାଖରେ ଟଙ୍କା ଥାଏ କି ନିଜେ ଗୋଟିଏ ଘର ତିଆରି କରି ପାରିବ। ତାର ପାଖରେ କିଛି ନଥାଏ।
କେବଳ ବହୁତ ଅବଶୋଷ ରହିଯାଇ ଥାଏ ଓ ନିଜର ଆଶା କେବଳ ଆଶାରେ ହିଁ ରହି ଯାଏ । ଏହି ସମୟ ମଧ୍ୟରେ ଆମର ଲକ୍ଷକୁ ସ୍ଥିର କରି ଆଗକୁ ବଢିବାର ଅଛି । ୧୪ ରୁ ୨୫ ବର୍ଷ ଏପରି ହୋଇଥାଏ ଆମେ ମାନେ ଏହି ସମୟରେ ଯାହା କିଛି କରିଥାଉ ତାହା ଆମର ଅଭ୍ୟାସରେ ପରିଣତ ହୋଇଥାଏ । ତେଣୁ ବର୍ତ୍ତମାନ ସମୟ ରୁ ନିଜର ଅଭ୍ୟାସ ବଦଳାଇ ଉଚ୍ଚ ଅଭିଳାଷ ହୋଇ ପରିଶ୍ରମ କରି ସୁନ୍ଦର୍ ଭବିଷ୍ୟତ ଗଢ଼ିବା ଉଚିତ୍ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।