ମାଡ଼ି ଆସୁଚି ଆଉ ଏକ ବାତ୍ୟା,୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁବ ବାତ୍ୟା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଚି ଆଉ ଏକ ବାତ୍ୟା,୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁବ ବାତ୍ୟା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଏକପ୍ରକାର ଭୟ ଖେଳିଯାଇଛି । କାହିଁକିନା ଗତ କିଛି ବର୍ଷ ହେବ ମେ’ ମାସରେ ବତ୍ୟା ହେଉଥିବା ଦେଖାଯାଇଛି । ବର୍ତ୍ତମାନ ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

ମେ ୫ ରେ ଦାନା ବାନ୍ଧିବ ଲଘୁଚାପ । ୭ ତାରିଖ ରେ ନେବ ବାତ୍ୟା ର ରୂପ ନେବ ଓ ୧୦ ରେ ଲ୍ୟାଣ୍ଡ ଫଲ କରିବ । ୬ ତାରିଖ ରେ ଆକଳନ କରିହେବ ଏହି ବାତ୍ୟା ଲ୍ୟାଣ୍ଡ ଫଲ ର ସ୍ଥାନ । ଫନି ଠାରୁ କମ୍ ମାତ୍ର ୟସ୍ ଠାରୁ ଅଧିକ ଏହି ବାତ୍ୟା ର ପ୍ରଭାବ ରହିବ । ଆନ୍ଧ୍ର ଓଡିଶା ପଶ୍ଚିମବଙ୍ଗ ର ଯେକୌଣସି ସ୍ଥାନ ରେ ସ୍ଥଳଭାଗ ଛୁଇଁବ । 

ବିଭିନ୍ନ ମଡେଲ ଆକଳନ ସୃଷ୍ଟି ହୋଇଥିବା ବେଳେ ମେ ମାସ ରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ତୀବ୍ର ହେବ । 

ଲଘୁଚାପ ଓ କାଳ ବୈଶାଖୀ ର ପ୍ରଭାବ ରେ ଓଡ଼ିଶା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମ୍ ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । 

 

ବାତ୍ୟା ନିଶ୍ଚିତ ହେବା ନେଇ ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଭାଗ । ଆସନ୍ତା ୪ ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୁର୍ଣି ବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରେ ପରିଣତ ହେବ। ପରେ ଆହୁରି ଅଧିକ ଘନୀଭୂତ ହୋଇ ଅବପାତ , ଗଭୀର ଅବପାତ ଓ ୧୦ ଭିତରେ ବାତ୍ୟା ର ରୂପ ନେବ । ବାତ୍ୟା ଟି ଆନ୍ଧ୍ର ମହଲିପଟ୍ଟନମ୍ ରୁ ପୁରୀ ମଧ୍ୟରେ ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି କି ଯେ ୬ ତାରିଖ ପାଖା ପାଖି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଦକ୍ଷିଣ ଆଣ୍ଡମାନ ସାଗରରେ।

 

ଏହା ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ।ମେ ମାସରେ ସାଧାରଣ ଭାବେ ଯେଉଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ ତାହା ଅଧିକ ତୀବ୍ର ହେବାର ସମ୍ଭାବନା ଥାଏ।ଆଗରୁ କହୁଥିଲେ କି ୪ ତାରିଖରୁ ତାପମାତ୍ରା କମିବ ବୋଲି ତାହା ଆଉ ହେବ ନାହିଁ। ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ହେଉଥିଲା। କିନ୍ତୁ ଏବେ ଏହା ମଧ୍ୟ ତାପମାତ୍ରା ବୃଦ୍ଧି ୬ରୁ ୭ ତାରିଖ ଯାଏ ରହିବ।ଯେଉଁ ଲଘୁଚାପ ସୃଷ୍ଟି ହେଉଛି ତାହା ବେଶି ଘନୀଭୂତ ହୋଇ ନ ପାରେ।ଏହା ସହ ବାୟୁର ବେଗ ୧୦୦ କିମି ପ୍ରତି ଘଣ୍ଟା ଭିତରେ ରହିପାରେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.