ମମିତା ଙ୍କୁ ଏମିତି ଖଣ୍ଡ ଖଣ୍ଡ କରି କଟା ଯାଇଥିଲା ଓ ପୋତା ଯାଇଥିଲା । ଦେଖ ଏହି Demo Video….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମମତା ଙ୍କ ମା-ମ-ଲା ରେ ନୂଆ ଖୁ-ଲା-ସା । ଖଣ୍ଡ ଖଣ୍ଡ କରି କଟାଯାଇଥିଲା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବହୁଚର୍ଚ୍ଚିତ ମମିତା ମା-ମ-ଲାରେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରି-ମା-ଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋ-ର୍ଟ । ଆଜି ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋ-ର୍ଟରେ ହାଜର କରି ରି-ମା-ଣ୍ଡ ପାଇଁ ଆବେଦନ କରିଥିଲା ଆରକ୍ଷୀ ଅଧିକାରୀ । କୋ-ର୍ଟ ୫ ଦିନିଆ ରି-ମା-ଣ୍ଡ ପାଇଁ ଆରକ୍ଷୀ ଅଧିକାରୀକୁ ଅନୁମତି ଦେଇଛନ୍ତି । ତାକୁ ଏହି ମା-ମ-ଲା ରେ ଅଧିକ ଜେରା କରାଯିବ । 

 

ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁର ପ-ର-କୀ-ୟା ପ୍ରୀ-ତି ଓ ଅନ୍ୟ କ-ଳା କା-ର-ନା-ମା ସଂପର୍କରେ ମମିତା ଜାଣିଥିବାରୁ ତାଙ୍କୁ ସେ ମା-ରି-ଥି-ବା ବୋଲି ଉତ୍ତରାଂଚଳ ଡିଆଇଡି ଦୀପକ କୁମାର ପ୍ରେସମିଟରେ ଖୁଲାସା କରିଥିଲେ ।କାର ଭିତରେ ମମିତାଙ୍କୁ  ମା-ରି-ଥି-ଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ମା-ରି-ଥି-ଲେ । 

 

ମ-ରି-ବା ପରେ ଗାତରେ ଶ-ବକୁ ପୋ-ଡ଼ା ଯିବା ପରେ ପୋ-ତି ଦେଇଥିଲେ । ଏନେଇ ଆରକ୍ଷୀ ଅଧିକାରୀ ଆଗରେ ଗୋବିନ୍ଦ ମାନିଥିବା ଜଣାପଡ଼ିଛି । ଗୋବିନ୍ଦଙ୍କ କାରରେ କ-ଟା ଦାଗ ଥିବାରୁ ମମିତାଙ୍କୁ ମା-ରି-ବା ପାଇଁ ଛୁ-ରୀ ବ୍ୟବହାର ହୋଇଥିବା ଆରକ୍ଷୀ ଅଧିକାରୀ ସ-ନ୍ଦେ-ହ କରୁଛି । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗୋବିନ୍ଦଙ୍କୁ ଗି-ର-ଫ କରିଥିଲା ଆରକ୍ଷୀ ଅଧିକାରୀ।

 

ମମୀତା ମୋବାଇଲ ହେଉଛି ର-ହ-ସ୍ୟ ମୟ ,ସେହି ମୋବାଇଲ୍ ଭିତରେ ଥିଲା ଗୋବିନ୍ଦ ସାହୁ ର କିଛି ଭି-ଡି-ଓ ତେବେ ସେହି ଭି-ଡି-ଓ ଟି ବିଷୟ ରେ ଗୋବିନ୍ଦ ସାହୁ କୁ ଜଣା ପଡ଼ିବା ପରେ ସେ ମମିତା ଙ୍କ ମା-ରି-ବା ପାଇଁ ଏକ ପୂର୍ବ ପ୍ରସ୍ତୁତି କରିଥିଲା । ତେବେ ବର୍ତ୍ତମାନ ସମୟ ରେ ସବୁଠୁ ବଡ ପ୍ର-ଶ୍ନ ଏହା ଉଠୁଛି ଯେ , ସେହି ମୋବାଇଲ୍ ରେ କଣ ରହିଛି ଏବଂ ଆରକ୍ଷୀ ଅଧିକାରୀ କଣ ପାଇଁ ମୋବାଇଲ ଉପରେ ମୁହଁ ଖୋଲୁ ନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *