ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଫିଟିଲା ଗୁମର । ପୂର୍ବତନ ଛାତ୍ର ଖୋଲିଲେ ଗୁମର । ଜଣା ପଡିଲା ଅସଲ କଥା । ଆସନ୍ତୁ ଜାଣିବା ପୁରା ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକାଲି ସମାଜରେ ଅ-ନୈ-ତି-କ ଅ-ତ୍ୟା-ଚା-ର ବଢ଼ିବାରେ ଲାଗିଛି । କଳାହାଣ୍ଡି ମାହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ଙ୍କ ମ-ର-ଣ ନେଇ ତେଜିଛି ରାଜନୀତି । ଏହି ଘଟଣାର ର-ହ-ସ୍ୟ ବର୍ତ୍ତମାନ ସାମ୍ନା କୁ ଆସିବାରେ ଲାଗିଛି । ଏହି ଘଟଣା ର ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ଙ୍କୁ ଆରକ୍ଷୀ ଅଧିକାରୀ ଜେ-ରା କରିବା ପରେ ସତ ସାମ୍ନା କୁ ଆସିଛି । ଦୀର୍ଘ ସମୟ ଜେ-ରା ପରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ମମୀତା ଙ୍କୁ ମା-ରି-ଥି-ବା ନେଇ ସତ ମାନିଲା ଗୋବିନ୍ଦ ସାହୁ । ଭବାନୀପାଟଣା ରୁ ଫେରିବା ସମୟରେ ଘଟିଥିଲା ଏହି ଘଟଣା । ଏହି ଘଟଣା ଟି କାର ଭିତରେ ଏକାଧିକ ବ୍ୟକ୍ତି ମିଶି ମା-ରି-ଥି-ବା ର ତଥ୍ୟ ଜଣାପଡିଛି ।
ଗୋବିନ୍ଦ ସହଯୋଗୀ ରାଧେ , ଜେସିବି ଡ୍ରାଇଭର , ଷ୍ଟାଡିୟମ୍ ମୁନସୀ ଙ୍କୁ ଜେରା ପାଇଁ ଅଟକ ରଖାଯାଇଥିଲା । ମିଳିଥିବା ସୂଚନା ମୁତାବକ , ୭ ତାରିଖ ରେ ଷ୍ଟାଡିୟମ୍ ରେ ଗାତ ଖୋଳିବାକୁ ଗୋବିନ୍ଦ ନିର୍ଦ୍ଦେଶ ଦେଇଥିଲେ । ଆଉ ଦିନକ ପରେ ଗାତ ପୋ-ତି-ବା-କୁ କହିଥିଲେ । ତଳେ କାଠ ପ୍ଳାଏ ଓ ଉପରେ ଟାୟାର ରଖି ମ-ଲା ଶରୀରକୁ ପୋତା ଯାଇଥିଲା । ମ-ଲା ଶରୀରକୁ ଶୀଘ୍ର ନଷ୍ଟ କରିବା ପାଇଁ ଅଧିକ ପରିମାଣରେ ଲୁଣ ଦିଆଯାଇଥିବାର ସୂଚନା ମିଳିଛି । ମମୀତା ଘଟଣା ପୂର୍ବ ଯୋଜନା ବଦ୍ଧ ଅଟେ ।
ମମିତା ଙ୍କୁ ଷ-ଡ଼-ଯ-ନ୍ତ୍ର କରି ଘରୁ ପ୍ରଥମେ ବାହାରକୁ ଡକାଯାଇଥିଲା । ଅଧା ରାସ୍ତାରୁ ଗୋବିନ୍ଦ ମମିତା ଙ୍କୁ ଆଣିଥିଲେ । ଏସବୁ ତଥ୍ୟ ଗୋବିନ୍ଦ ଓ ଡ୍ରାଇଭର ଙ୍କୁ ଜେରା କରିବା ପରେ ଜଣା ପଡ଼ିଛି । ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ଗୋବିନ୍ଦ ସହଯୋଗୀ ରାଧେ କୁ ଏବେବି ଆରକ୍ଷୀ ଅଧିକାରୀ ଙ୍କ କ-ଷ୍ଟ-ଡି ରେ ଅଛନ୍ତି । ଘଟଣା ସଂପୃକ୍ତ ତଥ୍ୟ ପ୍ରମାଣ ପାଇଁ ଡିଏନଏ ଟେଷ୍ଟ ପାଇଁ ସାଇଂଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ବିଦ୍ୟାଳୟ ର ପୁରାତନ ଛାତ୍ର ଗୋବିନ୍ଦ ସାହୁ ଙ୍କ ଗୁମର ଖୋଲିଛନ୍ତି ।
କହିଛନ୍ତି ଯେ ପଇସା ର ପାହାଡ଼ ରେ ବସିଥିଲା ମାତ୍ର ସେ ଜାଣି ନ ଥିଲା ଯେ ସତ ସମୁଦ୍ର ର ଲହରୀ ଏତେ ବଡ଼ ଯେ ସେ ସବୁ ପାହାଡ଼ କୁ ବୁଡାଇ ଦେଇ ଥାଏ । କଲେଜ୍ ର କାମ ଥିଲା ପାଠ ପଢ଼ାଇ ସଠିକ୍ ରାସ୍ତା ଦେଖାଇବେ ମାତ୍ର ରାତି ରେ ଗୋବିନ୍ଦ ଝିଅ ଙ୍କ ହଷ୍ଟେଲ ରେ କରୁଥିଲା ଲୀଳା । ବାହାରକୁ ତାଙ୍କର କଳା କାରନାମା ନ ଜଣା ପଡ଼ିବା ପାଇଁ କଲେଜ୍ ରେ ପୁଅ ଝିଅ କଥା ହୋଇ ପାରିବେ ନାହି ବୋଲି ନିୟମ କରି ଥିଲେ । ସମସ୍ତେ ସବୁ ଜାଣି ମଧ୍ୟ କିଛି କରି ପାରି ନ ଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।