ମହାଲିଂ-ଗ କଲେଜ ରେ ଗୋବିନ୍ଦ କି ନାଟ କରୁଥିଲେ କହିଛନ୍ତି ପୂର୍ବତନ ଛାତ୍ର – ଦେଖ ଏହି Live Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମହାଲିଂ-ଗ କଲେଜ ରେ ଗୋବିନ୍ଦ କିଭଳି ଭାବରେ ନାଟ କରୁଥିଲେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ମହାଲିଂ-ଗ କଲେଜ ର ଏକ ପୂର୍ବତନ ଛାତ୍ର ଏହା କହିଛନ୍ତି ଯେ ,” ମହାଲିଂ-ଗ କଲେଜ ଟି ହୋଇଥିଲା ସମସ୍ତଙ୍କୁ ଉଚିତ୍ ଶି-କ୍ଷା ପ୍ରଦାନ କରିବ ବୋଲି ଏବଂ ଏହା ସହିତ ସମସ୍ତଙ୍କୁ ଉଚିତ୍ ମା-ର୍ଗ ଦେଖାଇବ ବୋଲି । କିନ୍ତୁ ଶି-କ୍ଷା ଦାନ ନାମ ରେ ସେଠାରେ ଚାଲିଥିଲା ଆଉ ଅନେକ କାର୍ଯ୍ୟ ଯାହାକୁ ହେଉଛି ଅସାମାଜିକ । ଏହା କହି ତା ପରେ କହିଛନ୍ତି ଯେ ,ଗୋବିନ୍ଦ ରାତି ରେ ମହାଲି-ଙ୍ଗ କଲେଜ ର ଝିଅ ମାନଂକ ହ-ଷ୍ଟେ-ଲ ରେ ଯାଇ ନାଟ କରୁଥିଲେ  ।  

ପଇସା ର ପାହାଡ ଉପରେ ବସିଥିଲେ ଗୋବିନ୍ଦ ସାହୁ , ସେଥିପାଇଁ ସେ ଏପରି ଭାବୁଥିଲେ ଯେ ତାଙ୍କୁ କେହି ମଧ୍ୟ ଛୁ-ଇଁ ପାରିବେନି  । କିନ୍ତୁ ବୋଧ ହୁଏ ତାଙ୍କୁ ଏତିକି ଜଣା ନଥିଲା ଯେ ” ସତ୍ୟ ର ସମୁଦ୍ର ଲହରୀ ଏତେ ବଡ ହୋଇଥାଏ ଯେ ସେ ସବୁ ପାହାଡ଼ କୁ ମଧ୍ୟ ବୁଡାଇ ଦେବାର କ୍ଷମତା ରଖିଥାଏ ।

ଖାଲି ଏତିକି ନୁହେଁ ,ମହାଲି-ଙ୍ଗ କଲେଜ କୁ ରାତି ରେ ମନ୍ତ୍ରୀ ମାନେ ଆସି କାହିଁକି ରହୁଥିଲେ ବୋଧେ ସେମାନେ ଛାତ୍ରଛାତ୍ରୀ ମାନଙ୍କୁ କିଛି ବିଶେଷ ଜ୍ଞା-ନ ଦେଉଥିଲେ , ଏପରି କହିଛନ୍ତି ସେହି ପୂର୍ବତନ ଛାତ୍ର ।ସେ ଏହା ମଧ୍ୟ କହିଥିଲେ ଯେ ,ସମସ୍ତେ ଜାଣି କରି ଏହି ସବୁ କଥା ଚୁପଚାପ୍ ରହୁଥିଲେ ସେଥିପାଇଁ ମଧ୍ୟ ସେମାନଙ୍କୁ କୌଣସି ଡର ରହୁ ନଥିଲା ଓଲଟା ସେମାନଙ୍କ ସାହସ ଦିନ ପ୍ରତି ଦିନ ବଢିବାକୁ ଲାଗିଥିଲା ଏବଂ ସେମାନେ ଏହାର ଫାଇଦା ଉଠାଉ ଥିଲେ ।

କଲେଜ ରୁ ବାହାର ହୋଇଯିବା ଭ-ୟ ରେ ସେଠାରେ ପଢୁଥିବା ଛାତ୍ରଛାତ୍ରୀ ସବୁ କିଛି ଜାଣିବା ସତ୍ତ୍ବେ ମଧ୍ୟ ଚୁପ୍ ରହୁଥିଲେ ।ଏହା ସହିତ ମଧ୍ୟ  ପ-ରୀ-କ୍ଷା ରେ ମାର୍କ ନ ମିଳିବାର ଡର ମନ ଭିତରେ ସବୁବେଳେ ରହୁଥିଲା , ଯେଉଁଥି ପାଇଁ ସେମାନେ ଜାଣିଶୁଣି ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ ।

ଛାତ୍ର ଜଣକ ଏହା କହିଥିଲେ ଯେ , ଗୋବିନ୍ଦ ସହ ଏବେ ଯାହା ହେଉଛି ତାହା ତ ନି-ଶ୍ଚ-ୟ ହେବାର ଥିଲା ,କାହିଁକି ନା ଦିନେ ନା ଦିନେ  ସତ ଟା ତ ଆଗକୁ  ଆସିବାର ଥିଲା। ଖାଲି ଏହି କଥା ଟା ସମସ୍ତଙ୍କୁ ଦୁଃ-ଖ  ଦେଲା ଯେ ସେହି ଚକର ରେ ସେମାନଙ୍କ ମାମ୍ ମମୀତା ମେହେର ଙ୍କ ମୃ-ତ୍ୟୁ ହୋଇଗଲା । ଶେଷ ରେ ଏହା କହିଛନ୍ତି ଯେ ସେମାନେ ମମୀତା ମାମ୍ ଙ୍କ ପାଇଁ ନ୍ୟା-ୟ ଚାହୁଁ ଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *