ବାତ୍ୟା କୁ ନେଇ ଆସିଲା ବଡ ଖବର ,ଏହି ଜାଗାରେ ହେବ ଲ୍ୟାଣ୍ଡଫଲ ! ଏହି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସାମ୍ଭାବ୍ୟ ବାତ୍ୟା ଟି କେଉଁ ସ୍ଥାନ ରେ ଲ୍ୟାଣ୍ଡଫଲ କରିବ ଏବଂ ଏହା ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷା ହେବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ବଡ ଖବର ।ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ରୂପ କଣ ରହିବ?ଏହା କେଉଁଠି ସ୍ଥଳଭାଗ ଛୁଇଁବ ଆଉ କେଉଁ ଦିଗରେ ଗତି କରିବ?ବାତ୍ୟା ଭୀଷଣ ନା କମ ପ୍ରଭାବ ହେବ? ତେବେ ବର୍ତ୍ତମାନ ପାଣିପାଗ ବିଭାଗ ତରଫ ରୁ ମିଳିଥିବା ସୂଚନା ଉପରେ ଆସନ୍ତୁ ନଜର ପକେଇବା ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମିଳୁଥିବା ସୂଚନା ଅନୁଯାୟୀ ,ସାମ୍ଭାବ୍ୟ ବାତ୍ୟା ଟି ପୁରୀରୁ ପାରାଦ୍ଵୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ । ତେବେ ଏହି ବାତ୍ୟା ପ୍ରଭାବରେ ପାଖାପାଖି ୭୦ କିଲୋମିଟର ବେଗରେ ପବନ ବହିବାର  ସମ୍ଭାବନା ରହିଛି । ଆକଳନ ରୁ ଜଣା ପଡ଼ୁଛି ଯେ ଆସନ୍ତା ୯ ଆଉ ୧୦ ତାରିଖରେ ବହୁତ୍ ଜୋର୍ ରେ ବର୍ଷା ହେବାର ସମ୍ଭାବନା ରହିଛି ।

 

ତେବେ ବର୍ତ୍ତମାନ ଅନେକ ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି ଯେ ,ସାମ୍ଭାବ୍ୟ ବାତ୍ୟା ଟି ପୁରୀ ଏବଂ ପାରାଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। ଏହା ମଧ୍ୟ କହିଛନ୍ତି ଯେ ଏହି ବାତ୍ୟାର ବିଶେଷ ପ୍ରଭାବ ରହିବ ନାହିଁ । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ,ଦକ୍ଷିଣ ଅଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଘୁର୍ଣ୍ଣି ବଳୟ ଟି ସୃଷ୍ଟି ହେବ ।

 

ପରବର୍ତୀ ସମୟରେ ଏହା କ୍ରମଶଃ ଘନୀଭୂତ ହୋଇ ଲଘୁଚାପ ର ରୂପ ନେଇ ଏବଂ ଏହା ପରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି । ମିଳୁଥିବା ସୂଚନା ଅନୁଯାୟୀ ,ସାମ୍ଭାବ୍ୟ ବାତ୍ୟା ଟି ଆସନ୍ତା ଦଶ ତାରିଖ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁପାରେ। ତେବେ ଆସନ୍ତା ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ପାଗ ମେଘୁଆ ରହିବ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.