ଭାଇରଲ ହେଲା ଆଉ ଏକ ନୂଆ କଲ ରେକର୍ଡ ମମିତା ମାମଲାରେ । ଶୁଣ ଏହି Call Recording…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଗରୁ ଆରକ୍ଷୀ ଅଧିକାରୀକୁ ସମ୍ମାନ ଦେଉଥିଲେ ଏବେ ଘୃଣା କରୁଛନ୍ତି କାହିଁକି ? ଭା-ଇ-ର-ଲ ହେଉଛି ବଲାଙ୍ଗିର ଆରକ୍ଷୀ ଅଧିକାରୀ ସହ ସାମ୍ବାଦିକଙ୍କ କଲ ରେକର୍ଡ଼ିଂ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସାରା ଓଡ଼ିଶାରେ କେବଳ ଗୋଟିଏ ଘଟଣା କୁ ଚହଲ ପଡିଛି ଆଉ ତାହା ହେଉଛି ଭବାନୀପାଟଣା ରେ ଯୁବତୀ ମମିତା ମେହେରା ଙ୍କର  ଘଟଣା।ତେବେ ଗତ ୮ ଅକ୍ଟୋବର ଠାରୁ ନିଖୋଜ ଥିବା ମମିତା ଙ୍କର ମ-ରି-ବା ବିଷୟରେ ଆରକ୍ଷୀ ଅଧିକାରୀ ଜାଣିବା ପରେ ଏହାର ତ-ଦ-ନ୍ତ ଆରମ୍ଭ କରିଥିଲା। ତେବେ ପ୍ରାଥମିକ ତ-ଦ-ନ୍ତ ରେ ଜଣାପଡି ଥିଲା କି ଗୋବିନ୍ଦ ସାହୁ ମମିତା ଙ୍କୁ ନିଜ କାର ରେ ବସାଇ ନେଇ ପୂର୍ବରୁ ଯୋଜନା ଅନୁସାରେ ତାଙ୍କୁ ମା-ରି-ଥି-ଲେ। କିନ୍ତୁ ବର୍ତ୍ତମାନ ଜଣା ଯାଉଛି ଯେ ଏହା ପଛରେ ବହୁତ ବଡ଼ ବଡ଼ ଲୋକ ତଥା ନେତା ମନ୍ତ୍ରୀ ଙ୍କର ହାତ ରହିଛି ବୋଲି।

 

ତେବେ ଏନେଇ ଗତ କାଲି ବଲାଙ୍ଗୀର ର SP ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ ମମିତା ଙ୍କର ମ-ରି-ବା ମା-ମ-ଲା କୁ ନେଇ କିଛି ତଥ୍ୟ। କିନ୍ତୁ ଏଥିରେ ଲୋକମାନେ ସନ୍ତୁଷ୍ଟ ନଥିଲେ ତାଙ୍କ କଥା ଲାଗିଥିଲା ଯେପରି ଅନେକ ର-ହ-ସ୍ୟ ଲୁଚି ରହିଛି , ଘଟଣା ଉପରେ ପର୍ଦା ପକାଇବା ପାଇଁ ସେ ଏହିପରି କରିଛନ୍ତି।ସାମ୍ବାଦିକ ଜଣଙ୍କ ଆରକ୍ଷୀ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ, କି ଏହା କିପରି ସମ୍ଭବ ଅଟେ। ନିଶ୍ଚିତ ଭାବରେ ଆପଣ ମାନଙ୍କ ର ଏହି ମା-ମ-ଲାରେ ସମ୍ପୂର୍କ୍ତି ରହିଛି।

 

ସେ ଆରକ୍ଷୀ ଅଧିକାରୀ କୁ କହିଥିଲେ କି ଏହିପରି ଆପଣଙ୍କ ର ପରିବାର ରେ କାହା ସହ ହୋଇଥିଲେ ଆପଣ କଣ କରିଥାନ୍ତେ। ତେବେ ଆରକ୍ଷୀ ଅଧିକାରୀ ଜଣଙ୍କ କହିଛନ୍ତି କି ମୁଁ ସେହି ଲେଭଲ ର ଅଫିସର ନୁହେଁ ତେଣୁ ମୁଁ ଏ ବିଷୟରେ କିଛି ବି ଜାଣି ନାହିଁ। ଏହା ପରେ ସାମ୍ବାଦିକ ପୁଣି କହିଥିଲେ କି ଆପଣ ଙ୍କର ଜୀବନ କାଳ ଭିତରେ କେତେ ଜଣ ସାଧାରଣ ବ୍ୟକ୍ତି ଙ୍କୁ ଆପଣ ସାମ୍ନା ର ସହ ଅ-ଭି-ଯୋ-ଗ ଗ୍ରହଣ କରିଛନ୍ତି।ଆରକ୍ଷୀ ଅଧିକାରୀ ଚୁପ ରହିଥିଲେ। 

 

ତା ପରେ ସାମ୍ବାଦିକ ଜଣଙ୍କ କହିଥିଲେ କି ଯେତେବେଳେ ଗୋଟିଏ ଗରିବ ଲୋକ ଥା-ନା କୁ ଯାଏ ତାକୁ ଆପଣ ମାନେ କୁକୁର ଗଧ ଭଳି ବ୍ୟବହାର କରନ୍ତି ମାତ୍ର ଧନୀ ଲୋକ କିମ୍ବା ନେତା ମନ୍ତ୍ରୀ ହେଲେ ତାଙ୍କୁ ମୁଣ୍ଡିଆ ମାରନ୍ତି। ସେମାନେ ତ ମୂର୍ଖ ଲୋକ ୫ ବର୍ଷ ପାଇଁ ଶାସନ ପଦବୀରେ ରହିଥାନ୍ତି ,କିନ୍ତୁ ଆପଣ ମାନେ ତ ଉଚ୍ଚ ଶିକ୍ଷା ଗ୍ରହଣ କରି ନିଜ ଯୋଗ୍ୟତାରେ ଚାକିରୀ ୬୦ ବର୍ଷ ପାଇଁ ପାଇଛନ୍ତି ତ ପୁଣି ସେମାନ ଙ୍କ ଆଗରେ ମୁଣ୍ଡ ନୁଆଇବା କଣ ଦରକାର। ତେବେ ସାମ୍ବାଦିକ ଙ୍କର ଏହି କଥାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *