ଭାଇରାଲ ହେଲା ମମିତା ମମିତା କେସ ରେ ଆଉ ଏକ ନୂଆ କଲ ରେ-କ-ର୍ଡ , ଶୁଣନ୍ତୁ ଏହି କଲ୍ ରେ-କ-ର୍ଡ । ଶୁଣ ଏହି Call Record…

 

ବର୍ତ୍ତମାନ ମମିତା ମେହେରା ଙ୍କର ମା-ମ-ଲା ଟି ସାରା ଓଡ଼ିଶାରେ ବେଶ୍ ଚର୍ଚ୍ଚ ର ବିଷୟ ପାଲଟି ଯାଇଛି ।ମମିତା ମେହେର ଗତ ୮ ଅକ୍ଟୋବର ଠାରୁ ନିଖୋଜ ରହିଥିଲେ ।ତେବେ ଯେତେବେଳେ ମମିତା ଙ୍କର ମ-ରି-ବା ବିଷୟରେ ଖବର ଆସିଲା ସେହି ସମୟ ରେ  ଆରକ୍ଷୀ ଅଧିକାରୀ ଏହାର ତ-ଦ-ନ୍ତ ଆରମ୍ଭ କରିଥିଲେ । ମା-ମ-ଲା କୁ ଅଧିକ ରୁ ଅଧିକ ତ-ଦ-ନ୍ତ କରିବା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ,ଗୋବିନ୍ଦ ସାହୁ ମମିତା ଙ୍କୁ ନିଜ କାର ରେ ବସାଇ ତାଙ୍କର ହ-ତ୍ୟା କରିଥିଲେ ଏବଂ ସେ ଏଥିପାଇଁ ମଧ୍ୟ ପୂର୍ବରୁ ଅନେକ ଯୋଜନା ମାନ କରି ଆସିଥିଲେ। ଏହି କେସ ରେ ଏକ ଅଡିଓ କଲ ରେକର୍ଡ ଭାଇରଲ ହେଇଛି ଆସନ୍ତୁ ଶୁଣିବା ।

 

 ଏହା ପରେ ମଧ୍ୟ ଗୋବିନ୍ଦ ସାହୁ ପୋ-ଲି-ସ ଆଗରେ ମାନି ଯାଇଥିଲେ ସେ ମମିତା ଙ୍କ ହ-ତ୍ୟା ତାଙ୍କର କାର ଭିତରେ କରିଥିଲେ । କିନ୍ତୁ ଏହି ଘଟଣା ଟି ପଛରେ ଅନେକ ବଡ଼ ବଡ଼ ଲୋକ ତଥା ନେତା ମନ୍ତ୍ରୀ ଙ୍କ ର ହାତ ରହିଛି ବୋଲି ,ବର୍ତ୍ତମାନ ସମୟ ରେ ଏହା ଜଣା ପଡୁଛି ।ତେବେ ଏନେଇ ଗତ କାଲି ବଲାଙ୍ଗୀର ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସେହି  ସାମ୍ବାଦିକ ସମ୍ମିଳନୀ ରେ ବଲାଙ୍ଗୀର ର ଏସପି ମମିତା ଙ୍କ ର ମ-ରି-ବା ମା-ମ-ଲା କୁ ନେଇ କିଛି ତଥ୍ୟ ରଖିଥିଲେ । କିନ୍ତୁ ତାଙ୍କର କଥା କୁ ଶୁଣିବା ପରେ ଲୋକମାନେ ତାଙ୍କର କଥା ରେ ସ-ନ୍ତୁ-ଷ୍ଟ ହୋଇ ନ ଥିଲେ  ବରଂ ସମସ୍ତ ଲୋକ ମାନଙ୍କୁ ଏପରି ଲାଗିଥିଲା ଯେ ତାଙ୍କ କଥା ରେ ଯେମିତି ଅନେକ ର-ହ-ସ୍ୟ ଲୁଚି ରହିଛି ଏବଂ ଏହି ଘଟଣା ଉପରେ ପର୍ଦା ପକାଇବା ପାଇଁ ସେ ଏହିପରି କହୁଛନ୍ତି।

 

ସାମ୍ବାଦିକ ଜଣଙ୍କ ଆରକ୍ଷୀ ଅଧିକାରୀ ଙ୍କ କଥା ଶୁଣି ତାଙ୍କୁ ଏହା କହିଥିଲେ ଯେ , ଆପଣଙ୍କ କଥା ରୁ ଏପରି ଲାଗୁଛି ନି-ଶ୍ଚି-ନ୍ତ ଭାବରେ ଆପଣଙ୍କ ର ଏହି ମା-ମ-ଲାରେ ସ-ମ୍ପୂ-ର୍କ୍ତି ରହିଛି ।ସାମ୍ବାଦିକ ଜଣଙ୍କ  ଏହା ପରେ ସେ ଆରକ୍ଷୀ ଅଧିକାରୀ କୁ କହିଥିଲେ କି ଆପଣ କଣ କରିଥାନ୍ତେ ଯଦି ଏହିପରି ଆପଣଙ୍କ ର ପରିବାର ରେ କାହା ସହ ହୋଇଥାଆନ୍ତା । 

 

ସାମ୍ବାଦିକ ଙ୍କ କଥା କୁ ଶୁଣି ଆରକ୍ଷୀ ଅଧିକାରୀ ଜଣଙ୍କ ଏହା କହିଥିଲେ କି,” ମୁଁ ସେତେ କମ୍ ସ୍ତର  ର ଅଫିସର ନୁହଁ ଏବଂ ମୁଁ ମଧ୍ୟ ଏ ବିଷୟରେ କିଛି ବି ଜାଣି ନାହିଁ। ଏହା ପରେ ସାମ୍ବାଦିକ ଜଣକ ଆରକ୍ଷୀ ଅଧିକାରୀ ଙ୍କୁ ଏହା କହିଥିଲେ ଯେ ଆପଣ ଙ୍କ ର ଜୀବନ କାଳ ଭିତରେ କେତେ ଜଣ ସାଧାରଣ ବ୍ୟକ୍ତି ଙ୍କୁ ଆପଣ ସାମ୍ନା ର ସହ ଅ-ଭି-ଯୋ-ଗ ଗ୍ରହଣ କରିଛନ୍ତି ଏବଂ ଏହି କଥା ଶୁଣି ଆରକ୍ଷୀ ଅଧିକାରୀ ଚୁପ ରହିଥିଲେ। 

 

ଶେଷରେ ସେହି ସାମ୍ବାଦିକ ଜଣଙ୍କ କହିଥିଲେ ଏହି ନିରାଟ ସତ୍ୟ ,”  ଗରିବ ଲୋକ ଟି ଏ ଯେତେବେଳେ ଥା-ନା କୁ ଯାଇଥାଏ ସେତେବେଳେ ତାକୁ ସେଠାରେ କୁକୁର ଗଧ ଭଳି ବ୍ୟବହାର କରାଯାଏ କିନ୍ତୁ ଯେତେବେଳେ କୌଣସି ଧନୀ ଲୋକ କିମ୍ବା ନେତା ମନ୍ତ୍ରୀ ଯାଇଥାନ୍ତି ତାଙ୍କୁ ମୁଣ୍ଡିଆ ମାରାଯାଏ । ସାମ୍ବାଦିକ ଜଣକ ଏହା କହିଛନ୍ତି ଯେ ମନ୍ତ୍ରୀ ମାନେ ହେଉଛନ୍ତି ମୂର୍ଖ ଲୋକ  ସେମାନେ କେବଳ ୫ ବର୍ଷ ପାଇଁ ହିଁ ଶାସନ ପଦବୀରେ ରହିଥାନ୍ତି ,କିନ୍ତୁ ଆପଣ ମାନେ ତ ନିଜ ଯୋଗ୍ୟତାରେ ଉଚ୍ଚ ଶିକ୍ଷା ଗ୍ରହଣ କରି ୬୦ ବର୍ଷ ପାଇଁ ଚାକିରୀ ପାଇଛନ୍ତି ତାହେଲେ ଆପଣ ମାନଙ୍କୁ ସେମାନଙ୍କ ଆଗରେ ମୁଣ୍ଡ ନୁଆଇବା କଣ ଦରକାର । ତେବେ  ସେହି ସାମ୍ବାଦିକ କହିଥିବା ଏହି ସବୁ କଥାକୁ ଲୋକ ମାନେ ବେଶ୍ ପ୍ର-ଶଂ-ସା କରିଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *