IPL ଖେଳିବ Cuttack ସ୍ପଷ୍ଟ କଲା BCCI । ଆସନ୍ତୁ ଜାଣିବା କେଉଁ 2 ମାଲିକ କିଣିବେ କଟକ ଦଳ…

 

 

ବନ୍ଧୁଗଣ ସୂଚନା ମିଳିଛି ଯେ ,୨୦୨୨ ରେ ଆୟୋଜିତ ହେବାକୁ ଯାଉଥିବା ଆଇ-ପି-ଏଲ ରେ ୨ ଟି ନୂଆ ଟିମ ସାମିଲ ହେବାକୁ ଯାଉଛି । ଏପରି  ହେଲେ ଆଇ-ପି-ଏଲ ରେ ଅଧିକ ମ୍ୟାଚ ଖେଳା ଯିବ । ଯାହା ଫଳରେ ପ୍ରସାରଣ ସଂସ୍ଥା କୁ ଅଧିକ ଲାଭ ମିଳିବ । ଏହି ଲାଭାଂଶାରୁ ବିସିସିଆଇକୁ ମୋଟା ଅଙ୍କର ଅର୍ଥ ମିଳିବ । 

 

୨ ଟି ନୂଆ ଟିମ ସାମିଲ ହେଲେ ବି-ସି-ସି-ଆଇକୁ ପ୍ରାୟ ୭ରୁ ୧୦ ହଜାର କୋଟି ଟଙ୍କାର ଫାଇଦା ମିଳିବ । ୨୦୨୨ ଆଇ-ପି-ଏଲରେ ସମୁଦାୟ ୧୦ ଟି ଟିମ ସାମିଲ ହେବାକୁ ଯାଉଛି ଏବଂ ଯାହା ଫଳରେ ମଧ୍ୟ  ମ୍ୟାଚ ସଂଖ୍ୟା  ୭୪ କୁ ବୃଦ୍ଧି  ହୋଇପାରେ । 

 

୨୦୨୨ ଆଇ-ପି-ଏଲରେ କଟକ ଖେଳିପାରେ ବୋଲି ବେଶ୍ ଚର୍ଚ୍ଚା ହେଉଛି । ଏହା ସହ ସୂଚନା ରୁ ଜଣା ପଡ଼ିଛି ନେ ବିସିସିଆଇ ର ନୂଆ ତାଲିକାରେ କଟକର ନାଁ ରହିଛି । କଟକକୁ ନେଇ ଆଇ-ପି-ଏଲ ଫ୍ରାଞ୍ଚାଇଜ୍ କରିବା ପାଇଁ  ବର୍ତ୍ତମାନ ସମୟ ରେ ଯୋଜନା ହେଉଥିବାର ଜଣା ପଡ଼ିଛି ।  

 

 ନଵୀନ ଜିନ୍ଦଲ ଓ ମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ନୂଆ ଫ୍ରାଞ୍ଚାଇଜ୍ ମାଲିକ ହେଵା ସହ କଟକ, ଗୌହାଟୀ, ରାଞ୍ଚୀ, ଧର୍ମଶାଳା ଓ ଅହମଦାଵାଦ ମଧ୍ୟରୁ କୌଣସି ସହରକୁ ନୂଆ ନୂଆ ଟିମ୍ କରିବା ପାଇଁ ଵି-ସି-ସି-ଆଇ ପ୍ରସ୍ତାବ ଦେଇଛି  । ତେବେ ୨୦୨୨ ରେ ଆଇ-ପି-ଏଲରେ କଟକ ଖେଳାଇବା ନେଇ ବର୍ତ୍ତମାନ ବହୁତ୍ ଚର୍ଚ୍ଚା ଚାଲିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *