ମମିତା ମେହର କେସ ରେ Viral ହେଲା ଆଉ ଏକ Call Record । ଆସନ୍ତୁ ଶୁଣିବା ଏହି Call Record…

 

 ବନ୍ଧୁଗଣ ମମିତା ମେହେରଙ୍କ ହ-ତ୍ୟା କାଣ୍ଡ ଏବେ ସାରା ରାଜ୍ୟରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।  ଏହି ଘଟଣା ରେ ଅଧିକ ରୁ ଅଧିକ ତଦନ୍ତ କରିବା ପରେ ମାମଲା ରେ ଅନେକ ତଥ୍ୟ ସାମ୍ନା କୁ ଆସିଥିଲା  ଏବଂ ଏହା ପରେ ହତ୍ୟା କାରୀ ଭାବରେ ପୋଲିସ ଗୋବିନ୍ଦ ସାହୁ ଙ୍କୁ ଗିରଫ କରି ଥିଲା । ଏହା ପରେ ଅନେକ ପଚରା ଉଚରା ହେବା ପରେ ମମିତାଙ୍କୁ ହ-ତ୍ୟା କରିଥିବା କଥା କୁ  ସ୍ୱୀକାର କରିଛି ଗୋବିନ୍ଦ ସାହୁ । ତେବେ ସେହି ସମୟ ମଧ୍ୟରେ ପୋଲିସ ଗୋବିନ୍ଦକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋ-ର୍ଟ-ରେ  ହା-ଜ-ର କରିଛି  । ଏହି କେସ ରେ ଅଡିଓ କଲ ରେକର୍ଡ Viral ହେଇଛି ଆସନ୍ତୁ ଶୁଣିବା ଏହି ବିଷୟରେ ।

 

କୋ-ର୍ଟ ଚା-ଲା-ଣ ପରେ ଅଭିଯୁକ୍ତ ଗୋବିନ୍ଦ କୁ  ୫ ଦିନ ପାଇଁ ପୋଲିସ ରି-ମା-ଣ୍ଡ କୁ କୋ-ର୍ଟ ମ-ଞ୍ଜୁ-ର କରିଛନ୍ତି । ଅ-ଭି-ଯୁ-କ୍ତ ଗୋବିନ୍ଦ ପୋଲିସ କବଳ ରୁ ଖ-ସି ପଳାଇଥିଲା । ଏହା ପରେ ତାଙ୍କୁ ଖୋଜି ଆଣିବା ପାଇଁ ପ୍ରଥମେ କୋଡିଏ ହଜାର ଟଙ୍କା ର ଅର୍ଥ ରାଶି ରଖା ଯାଇଥିଲା ଏବଂ ଏହା ପରେ ଏକ ଲକ୍ଷ ଟଙ୍କା ର ଅର୍ଥ ରାଶି ରଖା ଯାଇଥିଲା ।

 

ତେବେ ବର୍ତ୍ତମାନ ର ଯାହା ବଡ଼ ଖବର ରହିଛି ଏହି ଘଟଣା କୁ ନେଇ ବଲାଙ୍ଗୀର ର ଏ-ସ-ପି ଙ୍କ ସହ ସାମ୍ବାଦିକ ଙ୍କ  ଫୋନ୍ କଲ୍ ରେ କଥା ହୋଇଥିଲେ ଏବଂ ବର୍ତ୍ତମାନ ସେହି କଲ ରେ-କ-ର୍ଡ ଟି ସୋସିଆଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି ।

 

 ଯେଉଁଠି ସାମ୍ବାଦିକ ଜଣକ ଏସପି ଙ୍କ ମୁହଁ କୁ ବନ୍ଦ କରି ଦେଇଛନ୍ତି ।ତେବେ ସେହି କଲ୍ ରେ-କ-ର୍ଡ ରୁ ଏହା ଶୁଣା ଯାଇଛି ଯେ ,ଘୋଷଣା ହୋଇଥିବା ଅର୍ଥ ରାଶି ବଢିବାର କାରଣ ପଚାରି ଥିଲେ ସାମ୍ବାଦିକ ଏବଂ ଏହା କହିଥିଲେ ଯେ ଗୋବିନ୍ଦ ତାର ନିଜ ସ୍ତ୍ରୀ ସହ ଫୋନ ମାଧ୍ୟମ ରେ କଥା ବାର୍ତ୍ତା ହେଉଛି । ଯଦି ତାକୁ ଧରିବାର ଅଛି ତାହେଲେ ଗୋବିନ୍ଦ ର କଲ କୁ ଟ୍ରା-କ ନ କରାଯାଇ , ଅର୍ଥ ର ରାଶି କଣ ପାଇଁ ଘୋଷଣା କରା ଯାଇଛି ଏବଂ ତାହାର ମାତ୍ରା କୁ ପୁଣି ବଢାଇ ଦିଆ ଯାଉଛି ।

 

ଏହା ପରେ ସାମ୍ବାଦିକ ଜଣକ ଏହା କହିଥିଲେ କି ,”  ଏକ କ-ଳ-ଙ୍କି-ତ ତଥା ଏମ୍ ଅ-ସ-ମା-ଜି-କ ବ୍ୟକ୍ତି କୁ କଣ ପାଇଁ ଆପଣ ସ-ମ୍ମା-ନ ର ସହିତ ବସାଇ ଚା ପିବା ପାଇଁ ଯାଚୁଥିଲେ ।  ଏହା ଦ୍ୱାରା ସେ ଖ-ସି ପଳେଇବା ରେ ସକ୍ଷମ ହୋଇ ପାରିଥିଲା ।

 

ସାମ୍ବାଦିକ ଜଣକ ଙ୍କ ଏହି କଥା ଶୁଣିବା ପରେ ପୋଲିସ ଜଣକ ତାଙ୍କୁ ଏହା କହିଥିଲେ କି ,’ ଯଦି ସେହି ବ୍ୟକ୍ତି  ଜଣେ ଅ-ସ-ମା-ଜି-କ ବ୍ୟକ୍ତି ଥିଲା ତାହେଲେ କାହିଁକି ତାର ନାମ ରେ ଆଗରୁ କିଛି ଅ-ଭି-ଯୋ-ଗ  କରାଯାଇ ନଥିଲା । ଏହି କଥା କୁ ଶୁଣିବା ପରେ ସାମ୍ବାଦିକ ଜଣକ ତାଙ୍କୁ କହିଥିଲେ କି ୨୦୧୮ ଜାନୁଆରୀ ୨୨ ରେ ସ୍କୁ-ଲ ରେ ହୋଇଥିବା ରେ-ପ ର ଏକ ଅ-ଭି-ଯୋ-ଗ କରାଯାଇଥିଲା କିନ୍ତୁ ସେତେବେଳେ ସେହି ଘଟଣା ଟି ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।

 

ସାମ୍ବାଦିକ ଙ୍କ ଏହି କଥା କୁ ଶୁଣିବା ପରେ ପୋଲିସ କର୍ମୀ ଏହା ଉତ୍ତର ଦେଇଥିଲେ ଯେ  ସେହି ସମୟ ରେ ସେ ଏହି ଥାନା ରେ ନଥିଲେ । ତେବେ ସେହି ପୋଲିସ କର୍ମୀ ଙ୍କ ଏପରି କଥା ବାର୍ତ୍ତା ଏବଂ ତାଙ୍କର କାର୍ଯ୍ୟ କୁ ଦେଖି କହିଥିଲେ ଯେ ନିଜର କର୍ତ୍ତବ୍ୟ ଠିକ ଭାବରେ କରୁଥିଲେ ୨୦ ବର୍ଷ ତଳ ର ଥା-ନା କର୍ମ ଚାରୀ ମାନେ । ସେମାନେ କେବେ ହେଲେ ଅ-ଭି-ଯୁ-କ୍ତ ମାନଙ୍କୁ ସମ୍ମାନ ର ସହ ବସାଇ ଚା ପାଣି ପିଇବା ପାଇଁ ଦେଉ ନଥିଲେ କିନ୍ତୁ ବର୍ତ୍ତମାନ ର ସମୟ ଅନୁସାରେ ଥାନା ର କର୍ମ ଚାରି ମଧ୍ୟ ବଦଳି ଯାଇଛନ୍ତି ,ଏମାନେ ନିଜର କ-ର୍ତ୍ତ-ବ୍ୟ ଅପେକ୍ଷା ଟଙ୍କା ଉପରେ ଧ୍ୟାନ ଦେଉଛନ୍ତି। ତେଣୁ ଶେଷ ରେ ଏହା କହିଥିଲେ ଯେ” ଆଗରୁ ମୁଁ ପୋଲିସ ଵାଲା ଙ୍କୁ ବହୁତ ସ-ମ୍ମା-ନ ଦେଉଥିଲି କିନ୍ତୁ ବର୍ତ୍ତମାନ ବହୁତ ଘୃ-ଣା ଲାଗୁଛି” ।

Leave a Reply

Your email address will not be published. Required fields are marked *