ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ମମିତା କାର ଭିତରେ ଗୋବିନ୍ଦ ସାହୁ ଙ୍କୁ ଦେଇଥିଲେ କେଉଁ ଜବାବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମମିତା ଙ୍କ ମା-ମ-ଲା କୁ ନେଇ ବର୍ତ୍ତମାନ ସା-ମ୍ନା କୁ ଆସିଛି ଏକ ନୂଆ ତଥ୍ୟ । ଅ-ନୈ-ତି-କ ପ୍ରେମ ସ-ମ୍ପ-ର୍କ କୁ ପ୍ରକଟ କରିଦେବା କାଳ ହୋଇଥିଲା ନମିତା ଙ୍କ ପାଇଁ । ଶେଷ ରେ ଲୋକ ଲ-ଜ୍ୟା ଭ-ୟ ରେ ଶିକ୍ଷୟିତ୍ରୀ ଙ୍କ ହ-ତ୍ୟା କରାଯାଇଥିଲା । ୫ ଦିନିଆ ରି-ମା-ଣ୍ଡ ରେ ଆସିବା ପରେ ଏପରି ଚା-ଞ୍ଚ-ଲ୍ୟ କର ସତ୍ୟ ବଖାଣି ଛନ୍ତି ଗୋବିନ୍ଦ ।
ପୋ-ଲି-ସ ଯେତେବେଳେ ଗୋବିନ୍ଦ ଙ୍କୁ ପଚାରି ଥିଲା ଗୋଟେ ପରେ ଗୋଟେ ପ୍ର-ଶ୍ନ ଗୋବିନ୍ଦ କାନ୍ଦି କାନ୍ଦି କହିଥିଲା ଏହି ସବୁ ସତ୍ୟ । ଗୋବିନ୍ଦ ଙ୍କ ହିସାବ ରେ ମମିତା ତାଙ୍କ ର ସବୁ କିଛି ସି-କ୍ରେ-ଟ ଜାଣି ସାରି ଥିଲେ , ସେଥିପାଇଁ ସେ ଭ-ୟ ରେ ଚି-ନ୍ତି-ତ ହୋଇ ସେ ସେହି କଥା କୁ ଗୁ-ପ୍ତ ରଖିବାକୁ ମମିତା ଙ୍କ ନିକଟ ରେ ନେହୁରା ମଧ୍ୟ ହୋଇଥିଲା । କିନ୍ତୁ ମମିତା ଏ ସବୁ କୁ ଏଡାଇ ଦେଇଥିଲା ଏବଂ କହିଥିଲେ ଯେ ସେ ସବୁ କିଛି ପ୍ର-କ-ଟ କରିଦେବେ ।
ଏହା ପରେ ସ୍କୁ-ଲ କାଗଜ ପତ୍ର କାର୍ଯ୍ୟ ଏପରି କିଛି କୁହାଯାଇ ମମୀତା ଙ୍କୁ ଡକା ଯାଇଥିଲା ଏବଂ ଅକ୍ଟୋବର ୮ ତାରିଖ ଦିନ ସେ ମମୀତା ଙ୍କୁ ରାସ୍ତା ରୁ ହଟେଇ ଦେଇଥିଲା ଗୋବିନ୍ଦ। ପ୍ରଥମେ ମମୀତା ଙ୍କୁ ବୁଝାଇ କହିଥିଲେ କାହାକୁ ନ କହି ଗୁପ୍ତ ରେ ରଖିବାକୁ କିନ୍ତୁ ଯେତେବେଳେ ମମିତା ନ ମାନିଲେ ସେତେବେଳେ ସେହି କାର ଭିତରେ ଉଭୟ ଙ୍କ ଭିତରେ ହୋଇଥିଲା ଅନେକ ଝ-ଗ-ଡା ଏବଂ ଦିନ ୧୧ ଟା ଭିତରେ ସେହି କାର ଭିତରେ ମମିତା ଙ୍କ ହ-ତ୍ୟା କରିଦେଇଥିଲା ଗୋବିନ୍ଦ ।
ସବୁ କିଛି ଆଗରୁ ଭାବି କରି ରଖିଥିଲା ଗୋବିନ୍ଦ । ହ-ତ୍ୟା କରିବା ପରେ ଶରୀର କୁ କେଉଁଠି କୁ ନେବ କଣ କରିବ ସବୁ କିଛି ଆଗରୁ ହିଁ ପ୍ରସ୍ତୁତି କରି ରଖିଥିଲା । ତେବେ ଏହି ସବୁ କଥା କହିଥିଲା ଗୋବିନ୍ଦ ଏବଂ ଶେଷ ରେ ଏହା କହିଥିଲା ଯେ ସେମାନେ କାର ଭିତରେ କଣ ସବୁ କଥା ହୋଇଥିଲେ । ତେବେ ଆସନ୍ତୁ ଜାଣି ନେବା ସେମାନେ କାର ଭିତରେ କଣ ସବୁ କଥାବାର୍ତ୍ତା ହୋଇଥିଲେ ।
ଗୋବିନ୍ଦ :- ମମୀତା ମାଆ ଙ୍କ ରାଣ ଖାଅ ମୋ ବିଷୟ ରେ କାହାକୁ କିଛି କହିବୁନି । ମମିତା ମେହେର :- ମୁ ମାଆ ଙ୍କ ମିଛ ରାଣ ତୋ ପରି ଗୋଟେ ପାପୀ ପାଇଁ ଖାଇ ପାରିବିନି । ଗୋବିନ୍ଦ :- ମମିତା ଦେଖ ! ତୁ ମୋ ବିଷୟରେ ବହୁତ୍ କିଛି ଜାଣିଛୁ ଏ ସବୁ ଭଲ କଥା ନୁହେଁ ।ମମିତା ମେହେର :- ହଂ ତୁମେ ଝିଅ ମାନଂକ ଜୀବନ ସହ ଖେଳୁଛ ଏବଂ ତାଙ୍କ ସହ ଖରାପ କାମ କରୁଛ, ତୁମେ ସମାଜ ପାଇଁ ହେଉଛ ଗୋଟେ ପାପି । ଗୋବିନ୍ଦ ସାହୁ :- ସେ ଉପଦେଶ ମୋର ଆବଶ୍ୟକତା ନାହିଁ । ତୁ ମୋ ବିଷୟ ରେ କାହାରି ଆଗରେ ପାଟି ଖୋଲିବୁ ନହେଲେ … ମମିତା ମେହେର :- ନହେଲେ କଣ କରିବ ? ମୋ ଘର ଲୋକ ଏହା ଜାଣିଛନ୍ତି ଯେ ମୁଁ ତୁମ ସହ ଆସିଛି ବୋଲି ।
ଗୋବିନ୍ଦ ସାହୁ :- ନିଜକୁ ଏତେ ଚାଲାକ୍ ଭାବେନି ରୁ ଜାଣିନୁ ମୁ କଣ କରିପାରେ । ତୋ ଭଳି କେତେ ଜଣଙ୍କୁ ମୁଁ ମୋ ରାସ୍ତା ରୁ ହଟେଇ ଦେଇଛି । ଦେଖ ମୁ କଣ କରୁଛି । ତୁ ମୋ ପାଇଁ ଆଉ କିଛି ବାଟ ଛାଡ଼ିଲୁନୁ । ତତେ ମୁଁ ଜୀବନ ରେ ମା-ରି ଦେବି । ମମିତା ମେହେର :- ଓଃ ଆହ୍… ମତେ ଛାଡ ରାକ୍ଷସ ଆ… ଆ…ତେବେ ଏହି ସବୁ କଥା ବାର୍ତ୍ତା ହୋଇଥିଲେ ସେ ଦୁଇ ଜଣ ସେହି କାର ଭିତରେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।