ଦେଖ Video : କେମିତି ଭାସିଗଲେ ବାପା,ପୁଅ, ଝିଅ… ଦେଖ Video

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମହାନଦୀ ସ୍ରୋତ ରେ ଭାସିଯାଇ ଥିଲା ପରିବାର । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ତାପରେ Video ଦେଖିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କିଛି ଦିନ ତଳେ ମହାନଦୀ ରେ ହାତୀ କୁ ବଞ୍ଚାଇବାକୁ  ଯାଇ ଓଡ଼ିଶା ବାସି ଅରିନ୍ଦମ ଙ୍କୁ ହରାଇ ଥିଲା । ସେହିପରି ଗତ କାଲି ମହାନଦୀ ର ସୁଅ ରେ ଭାସିଗଲା ସଂସାର।  ବାପା ,ପୁଅ, ଝିଅ ଗାଧଉଥିବା ବେଳେ ଖସି ଯାଇଥିଲା ଗୋଡ଼।  ଘଟଣା ଟି ଘଟିଛି ସମ୍ବଲପୁର ଜିଲ୍ଲା ଦଳାଇପଡ଼ା ଗ୍ରାମ ରେ ଭାସି ଯାଇଥିଲେ ବାପା ପୁଅ ଓ ଝିଅ ।ଦୀର୍ଘ ସମୟ ର ଖୋଜା ଖୋଜି ପରେ ଚେ-ତା-ସୁ-ଣ୍ୟ ଅବସ୍ଥା ରେ ବାପ ଓ ପୁଅ କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । କିନ୍ତୁ ଏବେବି ଝିଅ ନିଖୋଜ୍ ଅଛି। ପେନସନ ପଡା ର ଏମ୍ ଡି ଅଲ୍ଟବ ଙ୍କ ପୁଅ ଅବତାବ ଓ ଝିଅ ଋକ୍ସନା ଙ୍କ ସହିତ ଦଳେଇ ପଡା ଘାଟ କୁ ଗାଧେଇବାକୁ ଯାଇଥିଲେ ।ଜଣେ ଭାସିଯିବା ପରେ ଜଣ କୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ଭାସିଯାଇ ଥିଲେ। 

            

ଖବର ପାଇବା ପରେ ଅଡ୍ରାଫ୍ ଟିମ୍ ଯାଏ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।ଡଙ୍ଗା ସାହାଯ୍ୟ ରେ ଖୋଜା ଖୋଜି କାର୍ଯ୍ୟ ଆରମ୍ଭ ହେଇଥିଲା । ଅନେକ ସମୟ ର ଖୋଜା ଖୋଜି ପରେ ବାପା ଓ ପୁଅ କୁ ଉଦ୍ଧାର କରା ଯାଇଥିଲା କିନ୍ତୁ ଝିଅ ରୁକ୍ସନା ର ଏବେ ଯାଏ କୌଣସି ପତା ମିଳି ନାହିଁ । ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ରେ ବାଧା ପ୍ରାପ୍ତ ହେଇଥିଲା । ତେବେ ବାପ ଓ ପୁଅ ଙ୍କୁ ସ୍ଥାନୀୟ ବଡ଼ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା। ଝିଅ କୁ ଖଜିବା ଦମକଳ ବାହିନୀ ପାଇଁ ଏକ ବଡ଼ ଚେଲେଞ୍ କହିଲେ ଅତୃକ୍ତି ହେବ ନାହିଁ। କାରଣ ରାତି ହୋଇଯାଇଥିବାରୁ  ଅନ୍ଧାର ମଧ୍ୟ ରେ ଖୋଜିବା ସମ୍ଭବ ନଥିଲା। ପାରାଦୀପ ରେ ଗେଟ ଖୋଲା ଯାଇଥିବାରୁ ପାଣି ର ଶ୍ରୋତ ଅଧିକ ଅନୁଭୂତ ହେଇଥିଲା ।ତାହା ମଧ୍ୟ ରେ ଖୋଜିବା ପ୍ରକିୟା ଆରମ୍ଭ କରାଯାଇଥିଲା । ହେଲେ ଅନେକ ସମୟ ଅନ୍ଧାର ଭିତରେ ଖୋଜିବା ପରେ ମଧ୍ୟ ଝିଅ ଋକ୍ସନା ର କୌଣସି ଖବର ମିଳି ନଥିଲା । ଏବେ ଖାଲି ଅପେକ୍ଷା କାଲି ସକାଳ କୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *