ଏହି କାର୍ଯ୍ୟ କରିବା ଫଳରେ ଶତ୍ରୁ ମଧ୍ୟ ମିତ୍ର ହୋଇ ଯାଇଥାଏ,ଜୀବନରେ କେହି ଆଉ ଆପଣଙ୍କ ବିରୁଦ୍ଧରେ କେବେ କହିବେ ନାହିଁ..

 

 

ବନ୍ଧୁଗଣ ଦୁନିଆ ରେ ଏପରି ଅନେକ ଲୋକ ରହିଛନ୍ତି ଯେଉଁ ମାନଙ୍କର ଅନେକ ଶତ୍ରୁ ରହି ଥାଆନ୍ତି । ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା କି ଶତ୍ରୁ ମଧ୍ୟ ମିତ୍ର ହୋଇଯିବେ । ତେବେ ବନ୍ଧୁଗଣ ସେହି ସବୁ କଥା ଗୁଡ଼ିକ କଣ ଆସନ୍ତୁ ଜାଣିବା ।

 

ପ୍ରଥମ କଥା ଟି ହେଉଛି ଅନ୍ୟ ମାନଂକ ସହିତ କଥା ହେବେ ବେଳେ ଭଲ ବ୍ୟବହାର କରିବା ଉଚିତ୍ ଏବଂ ସେମାନଙ୍କୁ ଭଲ କଥା କହିବା ଆବଶ୍ୟକ । ଏହା ସହିତ ମଧ୍ୟ ମଧୁର ବଚନ କହିବା ଆବଶ୍ୟକ ଅଟେ । ଯଦି ଆପଣ ଏପରି କରିବେ ତାହେଲେ ଅନ୍ୟ ଲୋକ ମାନେ ଆପଣଙ୍କ ମିତ୍ର ହୋଇଯିବେ ଏବଂ କେହି ବି ଶତ୍ରୁ ହୋଇ ପାରିବେ ନାହିଁ ।

 

  

 

ଅନ୍ୟ ଲୋକ ମାନେ ମଧ୍ୟ ଆପଣଙ୍କ ସହିତ ଭଲ ଭାବରେ କଥା ହେବେ । କିନ୍ତୁ ଯଦି ଆପଣ ଅନ୍ୟ ଲୋକ ଙ୍କ ସହ କଥା ହେବା ବେଳେ ଆପଣ ଖରାପ ଭାଷା ର ପ୍ରୟୋଗ କିମ୍ବା ଭଲ ଭାବରେ କଥା କହିବେ ନାହିଁ ତାହେଲେ ସେ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ତେଣୁ କଥା ହେବା ବେଳେ ଖରାପ ଭାଷା ର ବ୍ୟବହାର ନ କରି ଭଲ ଭାବରେ କଥା ହୁଅନ୍ତୁ ।

 

ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ ହେବ ଏବଂ କେହି ମଧ୍ୟ ଆପଣଙ୍କର ଶତ୍ରୁ ହେବେ ନାହିଁ । ଏହା ସହିତ ମଧ୍ୟ ଆପଣ ପର ଉପକାର କରିବାକୁ ପ୍ରୟାସ କରନ୍ତୁ ଦେଖିବେ ଆପଣ ସମସ୍ତଙ୍କ ପ୍ରିୟ ହୋଇଯିବେ ଏବଂ ସମସ୍ତେ ଆପଣଙ୍କ ସମ୍ମାନ କରିବେ । ଏପରି କରିବା ଦ୍ବାରା ଭଗବାନ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

 

ତେଣୁ ଏହି ଦୁଇଟି କାମ କରିବାକୁ ପ୍ରୟାସ କରନ୍ତୁ ଦେଖିବେ ସମାଜ ରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବା ସହ ଆପଣଙ୍କ ସମସ୍ତଙ୍କର ପ୍ରିୟ ହୋଇଯିବେ । ସମସ୍ତେ ଆପଣଙ୍କୁ ବହୁତ୍ ସମ୍ମାନ ଦେବେ ।ଯାହା ଫଳରେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ମଧ୍ୟ ସମସ୍ୟା ରହିବ ନାହିଁ ଓ ଆପଣ ଅନେକ ସଫଳତା ପାଇ ପାରିବେ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.