ଏବର୍ଷ ମେ ୧୬ ଚନ୍ଦ୍ର ଗ୍ରହଣ ନେଇ ଆସୁଛି ଖୁସି ଖବର,ଏହି ୭ଟି ରାଶି କୁ ଭୟଙ୍କର ବିପଦ…

 

 

ଦର୍ଶକ ବନ୍ଧୁ ଚଳିତ ବର୍ଷ ୨୦୨୨ ମସିହା ରେ ଦେଖାଯିବ ଦୁଇଟି ଚନ୍ଦ୍ର ଗ୍ରହଣ । ତେବେ ସେଥି ମଧ୍ୟରୁ ଗୋଟେ ଆସନ୍ତା ମେ ୧୬ ତାରିଖ ଦିନ ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ିବାକୁ ଯାଉଛି। ଏହି ଗ୍ରହଣ ଦ୍ଵାରା ଅନେକ ରାଶି ମାନଙ୍କ ଉପରେ ପ୍ରଭାବ ପଡ଼ିବ । ତେବେ କେଉଁ ରାଶି ଉପରେ ଭଲ ପ୍ରଭାବ ପଡ଼ିବ ତ ଆଉ କେଉଁ ରାଶି ଉପରେ ଖରାପ ପ୍ରଭାବ ପଡ଼ିବ ।ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ କେଉଁ ରାଶି ମାନଙ୍କ ଉପରେ କିପରି ରହିବ ।

 

ବୃଷ – ଏହି ଗ୍ରହଣ ପ୍ରଭାବ ରେ ଏହି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ଯାହା ଫଳରେ ଏହି ରାଶି ମାନଙ୍କ ଭାଗ୍ୟ ବହୁତ୍ ଭଲ ରହିବ । ଏହି ରାଶି ର ବ୍ୟକ୍ତି ମାନଂକ ସମସ୍ତ ମନସ୍କାମନା ପୂରଣ ହେବା ସହିତ ଏମାନେ ନିଜ ପ୍ରେମ ଜୀବନ ରେ ସଫଳ ହେବେ ।

 

ତୁଳା ରାଶି – ଏହି ରାଶି ର ବ୍ୟକ୍ତି ମାନଙ୍କୁ ହଠାତ ଧନ ପ୍ରାପ୍ତି ର ସୁଯୋଗ ରହିଛି । ଏହି ରାଶି ର ବ୍ୟକ୍ତି ମାନଂକ ମନ ଧାର୍ମିକ କାର୍ଯ୍ୟରେ ଲୀନ ରହିବ ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି ।

 

କନ୍ୟା ରାଶି – ବହୁତ ଦିନ ରୁ ଲାଗି ରହିଥିବା ସମସ୍ୟା ରୁ ମୁକ୍ତି ପାଇବେ । ଏହି ରାଶି ର ବ୍ୟକ୍ତି ମାନଙ୍କର ରାଜଯୋଗ ଆସୁଅଛି । ଶାରିରୀକ ଏବଂ ମାନସିକ ସ୍ଥିତି ଭଲ ରହିବ । କୌଣସି ନୂଆ ସ୍ଥାନ କୁ ଯାତ୍ରା କରି ପାରନ୍ତି ।

 

କୁମ୍ଭ ରାଶି – ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ରାଜଯୋଗ ଆସୁଅଛି । ଏମାନଙ୍କ ଜୀବନରୁ ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ । ନୂତନ ଲୋକଙ୍କ ସହ ଭେଟ ହେବ । ଏମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

 

ସିଂହ ରାଶି – ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଧନ ପ୍ରାପ୍ତି ର ଯୋଗ ବନୁଅଛି । ଏମାନେ ସମସ୍ତ କ୍ଷେତ୍ର ରେ ସଫଳତା ହାସଲ କରିବେ ।ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ବ୍ୟବସାୟ ବାଣିଜ୍ୟ ରେ ଉନ୍ନତି ଦେଖାଯିବ ।

 

ମିଥୁନ ରାଶି –  ଏହି ଚନ୍ଦ୍ର ଗ୍ରହଣ ଟି ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶୁଭମୟ ରହିବ  । ଏମାନଙ୍କ ପ୍ରେମ ଜୀବନ ସୁଖମୟ ହେବ ।ବ୍ୟବସାୟ ବାଣିଜ୍ୟ ରେ ଉନ୍ନତି ଦେଖାଯିବ । ପ୍ରେମ ବିବାହ କରିବାର ଯୋଗ ବନୁଅଛି ।

 

ମିଥୁନ ରାଶି – ଏମାନଙ୍କ ଜୀବନ ରେ ଏକ ବଡ ଧରଣ ର ପରିବର୍ତ୍ତନ ଆସିବାକୁ ଯାଉଛି । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ପୂର୍ବରୁ ରହିଥିବା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିବ । ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ ।

 

Leave a Reply

Your email address will not be published.