ଆସିଲା ରିକ୍ରିଏସନ ଭିଡ଼ିଓ । କେମିତି ମମିତା ଙ୍କୁ ବାଟରୁ ସଫା କରିଥିଲେ ଗୋବିନ୍ଦ । Watch Video…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,  ମମିତା କୁ କେମିତି ମାରିଥିଲା ଗୋବିନ୍ଦ ଆସିଲା ରିକ୍ରିଏସନ ଭିଡ଼ିଓ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

ଆ-ଇ-ନ୍ ଶୃ-ଙ୍ଖ-ଳା ପରିସ୍ଥିତି କାରଣ ରୁ ବୋଧେ ବଲାଙ୍ଗୀର ପୋ-ଲି-ସ ଗୋବିନ୍ଦ ସାହୁ କୁ ନେଇ କରି  ଭୋର୍ ୪ ଟା ବେଳେ ସିନ ରିକ୍ରିଏସନ୍ କରିଛି ଏବଂ ସେଠାରେ ହିଁ ହ-ତ୍ୟା କରି ଦେଖାଇ ଥିଲା ତାର ଅ-ପ-ରା-ଧ ର କାରନାମା , କିପରି ଭାବରେ ସେ ସେଠାରେ ମାମିତା ଙ୍କୁ ପୋତି ଥିଲା ଏବଂ ପୋ-ଡ଼ି ଥିଲା । ଏହାର Video ତଳେ ଅଛି ଯାଇଁ ଦେଖନ୍ତୁ ।

 

ବର୍ତ୍ତମାନ ଗୋବିନ୍ଦ ଙ୍କୁ ସିନ୍ଧେକେଲା ର ଥା-ନା ର ରଖା ଯିବାର ଅନୁମାନ କରାଯାଉଛି । ବର୍ତ୍ତମାନ ଦୁଇ ଦିନ ଗୋବିନ୍ଦ ଉପରେ ଜେ-ରା କରିବା ପରେ ଗୋବିନ୍ଦ ସମସ୍ତ ତଥ୍ୟ କୁ ପୋ-ଲି-ସ ଆଗରେ ପ୍ରକାଶ କରିଛି କିନ୍ତୁ ଏ ନେଇ ପ୍ରଶ୍ନ ଉଠୁଛି ଯେ ପୂର୍ବରୁ ୪ ଦିନ  ପୋ-ଲି-ସ ଗୋବିନ୍ଦ ଉପରେ କିପରି ଭାବରେ ଜେ-ରା କରୁଥିଲା ଯେ କୌଣସି ବି ତଥ୍ୟ ଦେଇ ନଥିଲା ଗୋବିନ୍ଦ ।

 

 ସେହି ୪ ଦିନ ରେ କଣ କରୁଥିଲା ପୋ-ଲି-ସ ଯେ ଗୋବିନ୍ଦ ପୋ-ଲି-ସ ଙ୍କୁ ଭୂତେଇ ଦେଇ ତା ପରେ ଚଂପଟ ମାରିଥିଲା ।ତେବେ ବର୍ତ୍ତମାନ ଏହି ପ୍ରଶ୍ନ ଟି ସାମ୍ନା କୁ ଆସୁଛି ।ପୋ-ଲି-ସ କିଭଳି ଭାବରେ ଆତିଥ୍ୟ ଦେଉଥିଲା ଏବଂ କିପରି ଭାବରେ ଜେ-ରା କରୁଥିଲା ଯେ ଗୋବିନ୍ଦ କିଛି ବି ତଥ୍ୟ ଦେଇ ନଥିଲା । 

 

ତେବେ କେଉଁ ଭଳି ଭାବରେ ବର୍ତ୍ତମାନ ତ-ଦ-ନ୍ତ କରା ଯାଉଛି ଏବଂ ଯେଉଁ ତ୍ୱରାନ୍ୱିତ ବେଗ ରେ ପୋ-ଲି-ସ କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ କ୍ରା-ଇ-ମ୍ ସିନ ରି କ୍ରିଏସନ୍ କରା ଯାଉଛି ଏବଂ ଏ ନେଇ ରାଧେ କୁ ପଚରା ଉଚରା ଜାରି ରହିଛି ,ତେବେ ଏହି ସବୁ ଭିତରେ ଯେ କି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋ-ଲି-ସ ର ଜେ-ରା ରେ ଅନେକ ସତ୍ୟ ଓଗାଳି ସାରିଛି । ତେବେ ଏହି ତ-ଦ-ନ୍ତ କୁ କିପରି ଭାବରେ ଅଧିକ ତ୍ୱରାନ୍ୱିତ କରିହେବ ସେ ଦିଗ ରେ ପୋ-ଲି-ସ ବର୍ତ୍ତମାନ ଅଧିକ ରୁ ଅଧିକ ତ-ତ୍ପ-ର ହୋଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *