ଏହି ଚନ୍ଦ୍ରଗ୍ରହଣ ରେ ୫ଟି ରାଶି ଙ୍କ ଭାଗ୍ୟ ବଦଳିବ। ୫ଟି ରାଶି ହେବେ କୋଟିପତି।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ଚନ୍ଦ୍ରଗ୍ରହଣ ରେ ୫ଟି ରାଶି ଙ୍କ ଭାଗ୍ୟ ବଦଳିବ। ୫ଟି ରାଶି ହେବେ କୋଟିପତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମସ୍ତେ ଜାଣିଥିବେ ଭାଗ୍ୟ ବୋଲି ଗୋଟେ କଣ ଅଛି |ରାଶି ମଧ୍ୟ୍ୟ ଜନ୍ମ ପରେ ଜଣା ଯାଏ |ଭାଗ୍ୟ ରେ ଯାହା ଲେଖା ଥାଏ ତାହା ସ୍ଥିର |ସୋମବାର ଦିନ ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ିବାକୁ ଯାଉଛି।ଯାହା ଦ୍ଵାରା ବହୁତ ବ୍ୟକ୍ତିଙ୍କ ଲାଭ ହେବା ସହ ଏହା ବହୁତ ଦେଶ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇବ ଯାହା ଦ୍ଵାରା କି ସେହି ଦେଶ ମାନଙ୍କରେ ବାତ୍ୟା,ବନ୍ୟା,ମରୁଡି ଏବଂ ଭୂମିକମ୍ପ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିବ।ଚନ୍ଦ୍ର ଗ୍ରହଣ ସମୟରେ କିଛି ବିଷୟରେ ସଚେତନତା ଅବଲମ୍ବନ କରିବାକୁ ପଡ଼ିଥାଏ କିଛି କାର୍ଯ୍ୟ କରିବା ଆଦୌ ନିଷେଧ ହୋଇଥାଏ ।

 

ଭାରତରେ ଏହା ଅନୁଭୂତ ହେବ କି ନାହିଁ ଏବଂ ଅନ୍ୟ କେଉଁ ଦେଶ ମାନଙ୍କରେ ଏହା ଦେଖା ଯିବ।ଚଳିତ ବର୍ଷ ମଇ ମାସ ୧୬ ତାରିଖରେ ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି।ଏହି ଦିନ ବୈଶାଖ ପୂର୍ଣ୍ଣିମା ମଧ୍ୟ ପଡ଼ିଅଛି।ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ସକାଳ ୭ଟା ୫୮ମିନିଟରୁ ଆରମ୍ଭ କରି ଦ୍ୱିପ୍ରହର ୧୧ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ,ଏହି ଚନ୍ଦ୍ର ଗ୍ରହଣ ୩ ଘଣ୍ଟା ୨୭ ମିନିଟ୍ ପର୍ଯ୍ୟନ୍ତ ରହିବ।ଏହି ଚନ୍ଦ୍ର ଗ୍ରହଣ ବିଶେଷ ପ୍ରଭାବ ଭାରତ ଏବଂ ଓଡ଼ିଶା ଉପରେ ବିଶେଷ ଭାବରେ ପଡ଼ିବ ନାହିଁ|ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା,ଇଉରୋପର କିଛି ଅଂଶ,ଓ ପ୍ରଶାନ୍ତ ମହାସାଗର ଏବଂ ଆଫ୍ରିକା, ଆନ୍ତରକଟିକା ଏବଂ ଅଷ୍ଟ୍ରେଲିଆ ଆଦି ଦେଶ ମାନଙ୍କରେ ଦେଖାଯିବ।

 

ଏହି ସମୟରେ ଛୁରୀ,ପନିକି ଏବଂ ଲୁହା ଜିନିଷ ଗୁଡ଼ିକୁ ସ୍ପର୍ଶ କରିବା ଉଚିତ୍ ନୁହେଁ|ଏହି ସଂସ୍ଥାରେ କେବଳ ରୋଗୀ,ଛୋଟ ପିଲା ଏବଂ ବୁଢ଼ା ଲୋକଙ୍କୁ ଛାଡି ଦେଲେ ଅନ୍ୟ କେହି ଭୋଜନ ଗ୍ରହଣ କରିବା ଉଚିତ୍ ନୁହେଁ।ଏହି ସମୟରେ ଘରେ ଠାକୁର ପୂଜା କରିବ ନିଷେଧ ହୋଇଥାଏ ଏବଂ ଠାକୁର ଘର କବାଟ ବନ୍ଦ ରହିଥାଏ।ଏହି ସମୟରେ ଶୋଇବା କିମ୍ବା ପରିବା କାଟିବା ଆଦି କାର୍ଯ୍ୟ କରିବାକୁ ଅଶୁଭ ବୋଲି ଧରା ଯାଇଥାଏ। ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ କେଉଁ ରାଶି ମାନଙ୍କ ଉପରେ ପଡ଼ିବ।

 

ମେଷ:-ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଧନ ସମସ୍ୟା ଦୂର ହେବ,ବାଣିଜ୍ୟ ଏବଂ ବ୍ୟବସାୟ ବୃଦ୍ଧି ହେବ ଓ ଲାଭ ମିଳିବ।ସନ୍ତାନ ପ୍ରାପ୍ତିର ଯୋଗ ଆସୁଛି,ଲୋକମାନେ ଆପଣଙ୍କ ଉନ୍ନତ ଦେଖି ଇର୍ଷା କରିବେ|ସମସ୍ତଙ୍କ ଠାରୁ ସମ୍ମାନ ଓ ଭଲ ପାଇବା ମିଳିପାରେ।

 

କୁମ୍ଭ:-ଯଦି ଆପଣ କୈାଣସି ବାଦବିବାଦରେ ଫସି ରହିଛନ୍ତି ତେବେ ଅନେକ ଶୀଘ୍ର ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ। ଆୟ ବହୁତ୍ ରହିବ । ସାମାଜିକ ଓ ପାରିବାରିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କୌଣସି ଏକ ବଡ଼ ସୁଯୋଗ ଆପଣ ଙ୍କୁ ମିଳିପାରେ ।

 

ମିଥୁନ:-ଏହି ରାଶି ମାନଙ୍କ ଧନ ଲାଭ ଯୋଗ ରହିବା ସହ ବହୁତ ଦିନ ଧରି ରହିଥିବା କାମ ହେବ।ଧନ ସମସ୍ୟା ଦୂର ହେବ।ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ରହିବେ । କୌଣସି ଏକ ବଡ ଚିନ୍ତା ସମାପ୍ତ ହେବ । ଅଚାନକ ଭ୍ରମଣ ର ସୁଯୋଗ ରହିଛି । ଚାକିରି ଯୋଗ ମଧ୍ୟ ରହିଛି । ସବୁଠି ଆଦର ମିଳିବ ।

 

ସିଂହ:-ସମସ୍ତଙ୍କ ଠାରୁ ସମ୍ମାନ ଓ ଭଲ ପାଇବା ମିଳିପାରେ । ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଅନେକ ଦକ୍ଷତା ରହିବ। ସରକାର କିମ୍ବା ସରକାରୀ କ୍ଷେତ୍ରରୁ ଆପଣଙ୍କୁ ସହାୟତା ମିଳିବ ଏବଂ କିଛି ନୂଆ କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରବେଶ କରି ପାରନ୍ତି। 

 

କନ୍ୟା:-ଏହି ରାଶି ମାନଙ୍କ ରାଜ ଯୋଗ ଆସୁଅଛି।ବହୁତ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂରୀଭୂତ ହେବା ସହ ଆପଣଙ୍କୁ ନୂତନ ସୁଯୋଗ ମିଳିବ।ନୂତନ ଅବସର ମିଳିବ ଓ ନୂତନ ବନ୍ଧୁଙ୍କ ସହ ଭେଟ ହେବ ଯାହାକି ଲାଭଦାୟକ ହେବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.