ଗୋବିନ୍ଦ ମୁଁହରୁ ଶୁଣନ୍ତୁ କେମିତି କଲବଲ କରି ସଫା କରିଥିଲା ଦୁନିଆରୁ ମମିତାଙ୍କୁ ! Watch Video….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଘଟଣା ଦିନର ସମସ୍ତ ଘଟଣାର  ଆରକ୍ଷୀ ଅଧିକାରୀର ଗୋଟି ଗୋଟି ପ୍ରଶ୍ନର ଉତ୍ତର ଦେଲା ଗୋବିନ୍ଦ ସାହୁ, ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭା-ଇ-ରା-ଲ୍ ହେଉଛି ତାର ଭିଡିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କିଛି ମାସ ତଳେ ଆମ ରାଜ୍ୟରେ ଏକ ଖବର ବହୁତ ଚର୍ଚ୍ଚାରେ ଥିଲା, ତାହା ଥିଲା ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ଙ୍କ ଘଟଣା। ଏବେ ମଧ୍ୟ ଆମ ରାଜ୍ୟରେ ଏକ  ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି, ତେବେ ସେହି ଖବରଟି ଥିଲାକି ଗୋଟେ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କୁ ସେଠାକାର ପ୍ରେସିଡେଣ୍ଟ ମା-ରି ଦେଇ, ତାଙ୍କ ଜିଲ୍ଲାରେ ତିଆରି ହେଉଥିବା ନୂଆ ଷ୍ଟାବିୟମ୍ ରେ ପୋ-ତିଦେଇଥିଲେ। ଏହି ଖବର ପାଇବା ପରେ ଆରକ୍ଷୀ ଅଧିକାରୀ ସେଠାରେ ପହଁଞ୍ଚିଥିଲା, ଖୋଳାଖୋଳି ମଧ୍ୟ ଆରମ୍ଭ କରିଥିଲା ତିନି ଘଣ୍ଟା ପରେ ସେ ସେଠାରୁ ଏକ ଦ-ଗ୍ଧ ମ-ଲା ଦେହ ପାଇଥିଲା। ଏହାପରେ ଆରକ୍ଷୀ ଅଧିକାରୀ ତାହାକୁ ସିଲ୍ କରି ନେଇଥିଲା, ଏହାକୁ ଦେଖିବା ପାଇଁ ସେଠାରେ ବହୁ ଲୋକ ଭିଡ଼ ବାନ୍ଧିଥିବାର ଦେଖିବାକୁ ମିଳିଥିଲା। 

 

ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର, ଯାହାଙ୍କୁ ମ-ରା ଯାଇଛି ତାଙ୍କ ନାମ ଥିଲା ମମିତା ମେହେର। ସେ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଥିଲେ। ସେହି ସ୍କୁଲରେ ଏପରି କିଛି ଖ-ରା-ପ କାମ ହେଉଥିଲା, ଯାହା ସମ୍ପର୍କରେ ମମିତାଙ୍କ ପାଖରେ ଖବର ଥିଲା ଏବଂ ମମିତା ସେହି ସବୁ ସମ୍ପର୍କରେ ଜାଣିଥିଲେ। ଏହାକୁ ନେଇ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁ-ଲା-ସା କରିଥିଲେ ମମିତା। ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ କ-ଳା-କା-ର-ନା-ମା ର ସମସ୍ତ ଖବର ଥିଲା ମମିତାଙ୍କ ପାଖରେ ଏବଂ ତାହାର ଖୁ-ଲା-ସା କରିବା ପାଇଁ ସ୍କୁଲର ପ୍ରିନ୍ସିପାଲ୍ ତାଙ୍କୁ କହିଥିଲେ। ତେବେ ନିଜର କ-ଳା-କା-ର-ନା-ମା ର ଖୁ-ଲା-ସା ହେବା ଡ-ରରେ ମମିତାଙ୍କୁ ମା-ରି ନିଜ ରାସ୍ତାରୁ ହଟାଇ ଦେଇଥିଲା ଗୋବିନ୍ଦ ସାହୁ। 

 

ତେବେ ଯେତେବେଳେ ସେହି ଦ-ଗ୍ଧ ମ-ର ଦେହ ଉଦ୍ଧାର ହୋଇଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇନଥିଲା କି ତାହା ମମିତାଙ୍କର କି ନାହିଁ। ଏହାପରେ ଆରକ୍ଷୀ ଅଧିକାରୀ ଏହାକୁ ନେଇ ପରୀକ୍ଷା ପାଇଁ ପଠାଇଥିଲା ଏବଂ ଏହା ପଛର ସବୁ ର-ହ-ସ୍ୟ ମଧ୍ୟ ଖୋଳତାଡ କରିଥିଲା। ଏବେ କିନ୍ତୁ ଆରକ୍ଷୀ ଅଧିକାରୀର ସବୁ ଖୋଳତାଡ ସରି ଯାଇଛି, କାରଣ ଏହି ଘଟଣାର ପ୍ରକୃତ ଦୋ-ଷୀ ଆରକ୍ଷୀ ଅଧିକାରୀ ପାଖରେ ନିଜର ଦୋ-ଷ ସ୍ୱୀକାର କରି ସାରିଛି। ସେ ମମିତାଙ୍କୁ ମା-ରି-ଛି ବୋଲି କହିସାରିଛି, ଏନେଇ ଆରକ୍ଷୀ ଅଧିକ୍ଷକ ମଧ୍ୟ ନିଜର ସୂଚନା ଦେଇ ସାରିଛି। ତେବେ ସୋ-ସି-ଆ-ଲ୍ ମି-ଡି-ଆରେ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେକି ଆରକ୍ଷୀ ଅଧିକାରୀ ଜଣକ ସେହିଦିନର ସମସ୍ତ ଘଟଣା ବିଷୟରେ ଗୋଟି ଗୋଟି କରି ପ୍ରଶ୍ନ ପଚାରୁଛନ୍ତି ଆଉ ଗୋବିନ୍ଦ ସାହୁ ତାଙ୍କର ସେହି ସମସ୍ତ ପ୍ରଶ୍ନର ଉତ୍ତର ଦେଉଛି। 

 

ଆରକ୍ଷୀ ଅଧିକାରୀ ଜଣକ ପଚାରିଥିଲେ ଗାଡି କେଉଁଠି ଥିଲା, ସେ କହିଥିଲା ବାରିରେ ଥିଲା, କେତେବେଳେ ଷ୍ଟାଡିୟମ୍ କୁ ନେଇକି ଆମିଲେ, ସେ କହିଥିଲା ରାତି ୮ରୁ ୯ ଭିତରେ। ଏହାପରେ ପଚାରିଥିଲେ ଗାଡି ଆଣିକି କଣ କରିଥିଲେ, ସେ କହିଲା ଏଠାରେ ଯେଉଁ ଗାତ ଖୋଳିଥିଲି ସେଠାରେ ପକାଇ ଦେଲି, ଝାଟି, କୁଟି, କାଠ, ଟାୟାର୍ ପକାଇ ନିଆଁ ଲଗାଇ ଦେଲି। ଏହା ପରେ ପଚାରିଥିଲେ ଡେ-ଡ୍-ବ-ଡି ଜଳିଲା, ତାର ଜିନିଷ ପତ୍ର ସବୁ ମୋବାଇଲ୍ ବ୍ୟାଗ୍ ସେଗୁଡିକ କଣ ହେଲା, ସେ କହିଲା ଡେ-ଡ୍-ବ-ଡି ଜଳିଲା ଆଉ ତାର ଜିନିଷ ପତ୍ର ସବୁ ସେହି ନି-ଆଁରେ ପକାଇ ଦେଲି, ସେଗୁଡିକ ବି ଜଳିଲା, ଏହାପରେ ମୁଁ ଏଠାରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରହିଲି ଏହା ପରେ ପଳାଇଗଲି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *