ପ୍ରେମିକ କହିଲା ଶେଷରେ କଣ ସେଦିନ Hotel ରେ ଘଟିଥିଲା | ଦେଖନ୍ତୁ Video…

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ବା ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି । ତେବେ ପୂର୍ବ ଭଳି ପ୍ରକୃତ ପ୍ରେମ ବହୁତ କମ୍ କ୍ଷେତ୍ର ରେ ଦେଖା ଯାଉଛି । ବର୍ତମାନ ଅନେକ ପ୍ରେମ ରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି । ଆଉ ମଧ୍ୟ ଅନେକ କ୍ଷେତ୍ର ରେ ଦେଖା ଯାଉଛି ଯେ, ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି । ଆଉ ଏଥିପାଇଁ ମଧ୍ୟ ଅନେକ ଲୋକ ଙ୍କ ର ପ୍ରେମ ଉପରୁ ବିଶ୍ବାସ ଉଠି ଯାଉଛି ।

 

ଆଜିକାଲି ଅନେକ ଯୁବକ ଯୁବତୀ ମାନେ ଏହି ଭଲ ପାଇବାରେ ଅନେକ ଭୁଲ କାମ କରି ବସୁଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ବରଗଡ଼ ଜିଲ୍ଲା ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।ସୂଚନା ମୁତାବକ ,ଜଣେ ଝିଅ ନିଜର ବିଦ୍ୟାଳୟ ପାଠ ପଢା ଶେଷ କରି କଲେଜ୍ ରେ ପଢିବା ପାଇଁ ଗାଁରୁ ସହରକୁ ଯାଇଥିଲେ । ତେବେ ସେହି ଝିଅ ଉପରେ ତାଙ୍କ ବାପାଙ୍କ ର ବହୁତ ଆଶା ଭରସା ରହିଥିଲା । 

 

ସେ ଝିଅ ଟି ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ ।ମିଳିଥିବା ସୂଚନା ଅନୁଯାୟୀ , ୧୭ ବର୍ଷୀୟ ସେହି ଯୁବତୀ ଜଣକ ୨୩ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଏହାପରେ ସେମାନେ ହୋଟେଲକୁ ଯାଇଥିଲେ, ତାଙ୍କର କୌଣସି ସାଙ୍ଗ ମଧ୍ୟ ଏକଥା ଜାଣି ନଥିଲେ । ଆଉ ସେହି ହୋଟେଲ୍ ରେ ସେହି ଝିଅ ଟି ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିଥିଲେ । 

 

ଆଉ ଏହାପରେ ସେହି ଝିଅ ଟି ବେହୋସ ହୋଇଯାଇଥିଲେ ଏବଂ ତାଙ୍କର ପ୍ରେମିକ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଆଉ ସେହି ଡାକ୍ତରଖାନା ରେ ଝିଅ ଟି ର ଦେ-ହା-ନ୍ତ ହୋଇ ଯାଇଛି। ତେବେ ପୋ-ଲି-ସ୍ ସେହି ଯୁବକ ଙ୍କୁ ଗିରଫ କରିଛି ଏବଂ ସେହି ଯୁବକ ମଧ୍ୟ ଏହି ସବୁ କଥା କହିଥିଲେ। ତେବେ ବର୍ତ୍ତମାନ ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.