ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ମନ ମୁଗ୍ଧକର କୀର୍ତନ।ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ। ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ମନ ମୁଗ୍ଧକର କୀର୍ତନ।ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅନେକ ସମୟରେ ଆପଣ ଅନେକ ନାମ ସଂକୀର୍ତ୍ତନ କୁ ଶୁଣିବାକୁ ପାଉଥିବେ।ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀ, ଯଜ୍ଞ ମାନଙ୍କରେ ଏସବୁ କୁ ଆପଣ ଶୁଣିବାକୁ ପାଉଥିବେ। ଏବେ ଅଷ୍ଟମ ପ୍ରହରୀ ପ୍ରାୟତଃ ଗାଆଁ ଗାଆଁ ମାନଙ୍କରେ ଆୟୋଜିତ ହେଉଛି। ଲୋକେ ବହୁତ୍ ଉତ୍ସାହର ସହିତ ଏସବୁକୁ ଉପଭୋଗ କରୁଛନ୍ତି, ନାମ ଶୁଣୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନେକ ନାମ ସଂକୀର୍ତ୍ତନ ର ଦୃଶ୍ୟ ଦେଖୁବାକୁ ମିଳୁଛି। 

 

ଅବଶ୍ୟ ପୂର୍ବ ସମୟ ର ନାମ ସଂକୀର୍ତ୍ତନ ର ଢାଞ୍ଚା ଏବଂ ଏବେର ନାମ ସଂକୀର୍ତ୍ତନ ର ଢାଞ୍ଚା ଭିତରେ ସାମାନ୍ୟ ପାର୍ଥକ୍ୟ ରହିଛି।ଅନେକ ସମୟରେ ଆପଣ ଅନେକ ନାମ ସଂକୀର୍ତ୍ତନ କୁ ଶୁଣିବାକୁ ପାଉଥିବେ।ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀ, ଯଜ୍ଞ ମାନଙ୍କରେ ଏସବୁ କୁ ଆପଣ ଶୁଣିବାକୁ ପାଉଥିବେ। ଏବେ ଅଷ୍ଟମ ପ୍ରହରୀ ପ୍ରାୟତଃ ଗାଆଁ ଗାଆଁ ମାନଙ୍କରେ ଆୟୋଜିତ ହେଉଛି। ଲୋକେ ବହୁତ୍ ଉତ୍ସାହର ସହିତ ଏସବୁକୁ ଉପଭୋଗ କରୁଛନ୍ତି, ନାମ ଶୁଣୁଛନ୍ତି। 

 

ସୋସିଆଲ ମିଡିଆରେ ମଧ୍ୟ ଅନେକ ନାମ ସଂକୀର୍ତ୍ତନ ର ଦୃଶ୍ୟ ଦେଖୁବାକୁ ମିଳୁଛି।ହରେ ରାମ ହରେ ରାମ ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି ।ଛୋଟ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।ହରେ କୃଷ୍ଣ ଗୀତକୁ ସେମାନେ ଏକ ଅଭିନବ ଉପାୟରେ ଗାଉଛନ୍ତି। ଅବଶ୍ୟ ପୂର୍ବ ସମୟ ର ନାମ ସଂକୀର୍ତ୍ତନ ର ଢାଞ୍ଚା ଏବଂ ଏବେର ନାମ ସଂକୀର୍ତ୍ତନ ର ଢାଞ୍ଚା ଭିତରେ ସାମାନ୍ୟ ପାର୍ଥକ୍ୟ ରହିଛି।ସେହିଭଳି ଏକ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି । 

 

ଯାହାକୁ ଦେଖୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି। ଏଠାରେ ଉଭୟ ମହିଳା ଏବଂ ପୁରୁଷ କୀର୍ତନ କରୁଥିବା ଗାୟକ ବହୁତ୍ ସୁନ୍ଦର୍ ଭାବରେ ବଙ୍ଗଳା ରେ ମିଠା ସ୍ବରରେ ହରେକୃଷ୍ଣ ହରେରାମ ନାମ ନେଉଛନ୍ତି। ସେମାନେ ଯେଉଁଭଳି ଭାବରେ ଗାଉଛନ୍ତି ତାହା ଶୁଣିଲେ ଆପଣ ବି ମୁଗ୍ଧ ହୋଇଯିବେ । ତାଙ୍କ ସ୍ବର ଶୁଣି ଲାଗୁଛି ସେମାନେ ଭକ୍ତି ଗଦଗଦ କଣ୍ଠରେ ଏହାକୁ ଗାଉଛନ୍ତି।ଅଷ୍ଟମପ୍ରହରୀ ର ନାମ ସଙ୍କୀର୍ତ୍ତନ ର ଭିଡିଓ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.