ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିଭାଘର ପରଦିନ ସ୍ୱାମୀକୁ ଷଡଯନ୍ତ୍ର କରି ପିଟି ନିଜ ପ୍ରେମିକ ସହ ଫେରାର ହୋଇଗଲେ ସ୍ତ୍ରୀ । ଆଉ ସାଥିରେ ନେଇଗଲେ ମିଳିଥିବା ଟଙ୍କା, ସୁନା ଗହଣା ସବୁ । ଏବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବିବାହ କରିବା ପ୍ରତ୍ୟେକ ପୁଅର ସ୍ୱପ୍ନ । କେବଳ ପୁଅ ନୁହେଁ ତାଙ୍କ ପିତାମାତା ମଧ୍ୟ ଘରକୁ ଏକ ସୁନ୍ଦର ଏବଂ ସୁଶୀଳ ବୋହୂ ଆଣିବାର ସ୍ୱପ୍ନ ଦେଖନ୍ତି । କିନ୍ତୁ ରାଜଧାନୀରେ ଗୋଟିଏ ପରିବାରକୁ ନୂଆ ବୋହୂ ଆଣିବା ମହଙ୍ଗା ପଡିଛି । ବିବାହର ଦୁଇ ଦିନ ପରେ ବୋହୂ ଏମିତି କାମ କରିଲା ଯେ ଶଶୁର ଘର ଲୋକଙ୍କ ମୁଣ୍ଡ ଲାଜରେ ତଳକୁ ହେଇଗଲା ।
ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ୧୨ ତାରିଖରେ ବାହାଘର କିନ୍ତୁ ୧୩ ତାରିଖରେ ବୋହୂ ଛୁ । ଘରୁ ଗଲାବେଳେ ଗହଣା ସହିତ ଲୋକଙ୍କ ଠାରୁ ମିଳିଥିବା ସମସ୍ତ ଟଙ୍କା ପଇସା ଧରି ଚଂପଟ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଂଚଳରେ । ପୁଅ ଝିଅ ଉଭୟ ପରିବାର ଦେଖା ଚାହାଁ ପରେ ବାହାଘର ଠିକ୍ ହୋଇଥିଲା । ବେଦୀରେ ବସି ବୈଦିକ ରୀତି ନୀତିରେ ବାହାଘର ମଧ୍ୟ ସମ୍ପନ୍ନ ହୋଇଥିଲା ।
ଆଉ ବାହାଘରର ଦ୍ଵିତୀୟ ଦିନରେ ଝିଅ ମାନସିକ କରିଛି ଲିଙ୍ଗରାଜ ମନ୍ଦିର ଯିବା ପାଇଁ ପୁଅକୁ କହିଥିଲା । ପରିବାର ଲୋକଙ୍କ ଅନୁମତି ନେଇ ଦୁଇ ଜଣ ମନ୍ଦିର ଗଲେ । ହେଲେ ମନ୍ଦିର ନିକଟରେ ପୂର୍ବରୁ ଜଗି ରହିଥିବା ଝିଅର ପ୍ରେମିକ ଏବଂ ଅନ୍ୟ କିଛି ଲୋକ ପୁଅକୁ ନିସ୍ତୁକ ମାଡ଼ ମାରିବା ସହିତ ଝିଅକୁ ନେଇ ଫେରାର ହୋଇଯାଇଥିଲେ । ତେବେ ଏନେଇ ପୁଅର ପରିବାର ଲୋକଙ୍କ ସହ ଭେଟି ଜଣା ପଡ଼ିଥିଲା ସମ୍ପୂର୍ଣ ସତ୍ୟ ଘଟଣା । ତେବେ ଉକ୍ତ ଯୁବକ ଜଣଙ୍କ ନାମ ହେଉଛି ବଳରାମ ସାହୁ ଆଉ ତାଙ୍କ ପତ୍ନୀଙ୍କ ନାମ ହେଉଛି ନନ୍ଦିନୀ ।
ତେବେ ଯୁବକଙ୍କ କହିବା ଅନୁସାରେ ସେ କେବେ ବିଶ୍ୱାସ କରି ନଥିଲେ ଯେ ଜୀବନ ସାରା ପାଇଁ ଯାହା ହାତ ଧରି ସେ ବାଟ ଚାଲିବାକୁ ବାଛିଥିଲେ।ସେ ଝିଅ ତାଙ୍କ ବିଶ୍ଵାସରେ ବିଷ ଦେବ ବୋଲି । ତାଙ୍କ କହିବା ଅନୁସାରେ ଝିଅଙ୍କ ପୂରା ପରିବାର ସେଠାରେ ଉପସ୍ଥିତ ଥିଲେ । ଜୋରଜବରଦସ୍ତ ତାଙ୍କୁ ତାଙ୍କ ଘରକୁ ଯିବାକୁ କହିଥିଲେ ହେଲେ ସେ ନଯିବାରୁ ନିସ୍ତୁକ ମାଡ଼ ମାରିଥିଲେ । ବର୍ତମାନ ପୁଅଘର ଲୋକେ ନ୍ୟାୟ ଆଶାରେ ଅଛନ୍ତି । ଆଉ ଲିଙ୍ଗରାଜ ଥାନା ଏହାର ତଦନ୍ତ ଭାର ଗ୍ରହଣ କରିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।