CSK କଲା ଘୋଷଣା କେଉଁ 4 ଖେଳାଳି ଙ୍କୁ 2022 ପାଇଁ ଦଳରେ ରଖିବ । ଷ୍ଟାର ପ୍ଲେୟାର ଙ୍କୁ ମୁଁହ ମୋଡ଼ିଲା CSK…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ Cricket News 24×7 ପୋର୍ଟାଲ କୁ ଆଜି ଏକ ବଡ ଘୋଷଣା କରିଛି CSK ଫ୍ରାଞ୍ଚାଇଜ଼ । 2022 ପାଇଁ କେଉଁ 4 ଜଣ ଖେଳାଳି ଙ୍କୁ ଖେଳେଇବ ତାହାର ଖୁଲାସା କରିଛି ।

Csk IPL ର ସବୁଠାରୁ ଲୋକ ପ୍ରିୟ ଦଳମଧରୁ ଗୋଟିଏ । ଧୋନି ଙ୍କ ଲାଗି CSK ର କ୍ରେଜ ବହୁତ ଅଧିକ । ଧୋନି ଏ ଟିମ ର ହୃଦୟ ବୋଲି CSK ମାଲିକ କହିଥିଲେ । ଚେନ୍ନାଇ 2021 ଜିତି ଦ୍ୱିତୀୟ ସ୍ଥାନ ରେ ରହିଛି । CSK ଏପରି ପ୍ରତ୍ୟବର୍ତନ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । 2020 ର ପ୍ରଥମ ଥର ପାଇଁ ଖେଳି ନଥିଲା CSK ।

2022 ରେ 2 ଟି ନୂଆ ଟିମ ଖେଳିବେ ସେଥିପାଇଁ ମେଗା ଅକ୍ସନ କରାଯିବ । ପ୍ରତେକ ଦଳରେ 4 ଜଣ ଖେଳାଳି ଙ୍କୁ ରିଟେନ ରେ ରଖିପାରିବେ । ଚେନ୍ନାଇ ସୁପର କିଙ୍ଗସ କେଉଁ 4 ଖେଳାଳି ଙ୍କୁ ରଖିବ ତାହା CSK ର ବୋଲିଂ କୋଚ୍ ଲଷ୍ମୀ ପତି ବାଲାଜି ଖୁଲାସା କରିଛନ୍ତି ।

CSK 2022 ପାଇଁ ପ୍ରଥମେ ଧୋନି ଙ୍କୁ ରିଟେନ କରିବ ଦ୍ୱିତୀୟ ରେ ରବୀନ୍ଦ୍ର ଜାଡେଜା ଓ ତ୍ରିତୟରେ ଋତୁରାଜ ଗୈକ୍ୱାଡ଼ କୁ ରଖିବ । ଚତୁର୍ଥ ଖେଳାଳି ଫାଇନାଲ ହୋଇନାହିଁ । ବାଲାଜି କହିଛନ୍ତି ଡୁ ପ୍ଲେସି ଓ ବ୍ରାଭୋ ମଧ୍ୟରୁ ଜଣଙ୍କୁ ଦଳ ଚୟନ କରିବା। ତେବେ ଆପଣ ହିସାବରେ CSK ର ଚୟନ କେମିତି ହେଇଛି ମତାମତ କମେଣ୍ଟ କରନ୍ତୁ ।

ଯଦି ଆଗକୁ ଏମିତି ଖେଳ ଖବର ପାଇବାକୁ ଚାଂହୁଛନ୍ତି ତଳେ ଗୋଟିଏ LIKE କରିଦିଅନ୍ତୁ । ଆମେ ଆପଣଙ୍କୁ ସବୁବେଳେ ଏମିତି ଖବର ଦେଖେଇବୁ ।

Leave a Reply

Your email address will not be published. Required fields are marked *